ଭୁବନେଶ୍ୱର: ଓଡ଼ିଶାର ନୃତ୍ୟ ଅନୁଷ୍ଠାନ ଲକ୍ଷ୍ୟ ଡ୍ୟାନ୍ସ ଏକାଡେମୀର ବାର୍ଷିକ ସଂଗୀତ ଓ ନୃତ୍ୟ ସମାରୋହ ସ୍ଥାନୀୟ ଓଡିଶୀ ଗବେଷଣା କେନ୍ଦ୍ର ଠାରେ ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛିl ଓଡିଶୀ ଗବେଷଣା କେନ୍ଦ୍ରର ପୂର୍ବତନ କାର୍ଯ୍ୟନିର୍ବାହୀ ଡ଼ ସଂଗୀତା ଗୋସାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାରମ୍ପରିକ ନୃତ୍ୟ ଓ ସଂଗୀତ ସମାରୋହରେ ମାନ୍ୟବର ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି , ରାଜସ୍ଥାନ ଭାରତୀୟ ପ୍ରଶାସନିକ […]

ପ୍ରମୋଦ ନାୟକ(ଭୁବନେଶ୍ଵର): ପରଲୋକରେ ବିଶିଷ୍ଟ ସାହିତ୍ୟିକ,ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କର ।ଆଜି (ରବିବାର) ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ରଜତ କର ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ପୁଅ ରଞ୍ଜିତ କର ଦେଇଥିବା ସୂଚନା ଅନୁସାରେ, ହୃଦଘାତରେ ତାଙ୍କ ପରଲୋକ ଦେଇଛନ୍ତି। ୧୯୩୪ ମସିହା ଅକ୍ଟୋବର ୨ ତାରିଖରେ କଟକରେ ଜନ୍ମ ଗ୍ରହଣ […]

ପ୍ରମୋଦ ନାୟକ(ଭୁବନେଶ୍ୱର): ୦୮।୦୫ -୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ ୨୯ ତାରିଖରେ ନବୀନ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୁରଣ ହେବ। ଗତ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ୩ ବର୍ଷରେ କେଉଁ ବିଭାଗ କେତେ ପାଳନ କରିଛି, ତାହାର ହିସାବ ମାଗିଛନ୍ତି ରାଜ୍ୟ ସରକାର। ସୂଚନା ଅନୁଯାଇ ,ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଥିଲା, […]

ଭୁବନେଶ୍ୱର ୦୮।୦୫ : ବଙ୍ଗୋପସାଗରରେ ଗତ କାଲି ଗଭୀର ଅବପାତର ରୂପ ନେଇଥିବା ଲଘୁଚାପ ଆଜି ବାତ୍ୟା ଅସାନି’ର ରୂପ ନେଇ ସାରିଛି ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାଇ, ପୁରୀରୁ ୧୦୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ‘ଅସାନି’ । ମିଳିଥିବା ତଥ୍ୟ ଅନୁସାରେ, ବାତ୍ୟା ସମୁଦ୍ରରେ ପଳାଇବ। ଓଡ଼ିଶାକୁ ବିପଦ ନାହିଁ । ବାତ୍ୟାର ରୂପ ନେବା ପରେ ସମୁଦ୍ର ଭିତରେ ଏହାର ପ୍ରଭାବରେ ୧୦୫ ରୁ […]

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେଲା । ଦକ୍ଷିଣ ଆଣ୍ଡମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଅବପାତର ରୂପ ନେଇଛି।ବର୍ତ୍ତମାନ ଏହା ପୁରୀ ଠାରୁ ୧୩ଶହ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ,ବିଶାଖାପାଟଣା ଠାରୁ ୧୨୭୦ କିମି ଦୂରରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହୋଇପାରେ। ଆସନ୍ତା ୧୦ ତାରିଖରୁ ଏହାର ପ୍ରଭାବରେ ଓଡିଶାରେ ବର୍ଷା ସମ୍ଭାବନା ରହିଛି। […]

ମାନସ ଦାସ(କଟକ) ୦୭/୦୫: କଟକ କେନ୍ଦ୍ରାଞ୍ଚଳ ଅଵକାରୀ ଗୁଇନ୍ଦା ବିଭାଗର ବଡ ସଫଳତା । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଅଵକାରୀ ଗୁଇନ୍ଦା ବିଭାଗ ଚଢାଉ କରି,୧୩ ଲକ୍ଷ ଟଙ୍କାର ଵ୍ରାଉନସୁଗାର ଓ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜଵତ୍ କରିଛି । କଟକର ନିଆଳୀ ଅନ୍ତର୍ଗତ ସିଠାଳ ଅଞ୍ଚଳରୁ ୧୩୦ ଗ୍ରାମ ବ୍ରାଉନ ସୁଗାର୍ ଜବତ କରିଥିବା ଵେଳେ, କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ ନିକଟରୁ ୧କ୍ଵିଣ୍ଟାଲ ୨୫ ଗଞ୍ଜେଇ […]

ରାଞ୍ଚି: ୨୧ ବର୍ଷ ୭ ଦିନ ବୟସରେ IAS କ୍ୟାଡରରେ ପ୍ରବେଶ କରି ସବୁଠାରୁ କନିଷ୍ଠ ହୋଇଥିବାରୁ ଲିମକା ବୁକ୍ ଅଫ୍ ରେକର୍ଡରେ ସାମିଲ ହୋଇଥିବା , ୨୦୦୦ ବ୍ୟାଚ୍ ର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ବର୍ତ୍ତମାନ ଆୟ ବହିର୍ଭୁତ ସମ୍ପତି ଠୁଳ କାରବାର ରେକର୍ଡ କରି ଇଡିଙ୍କ ଜାଲରେ ଛନ୍ଦି ହୋଇଛନ୍ତି | ତେବେ ଏହାପୂର୍ବରୁ ଆଇଏଏସ୍ ଅଧିକାରୀ ପୂଜା ସିଙ୍ଗଲଙ୍କ ପରିବାରରୁ ଚାକିରି ପର୍ଯ୍ୟନ୍ତ […]

ଦେବେନ୍ଦ୍ର ବିଶ୍ୱାଳ(ରାଉରକେଲା): ୦୭।୦୪-ନିର୍ଯାତିତ ସ୍ୱାମୀର ଶେଷ ଭିଡିଓ,ମୃତ୍ୟୁ ପୂର୍ବରୁ ଶେଷ କଥା ।ଭିଡିଓ ବୟାନ କରୁଛି ରାଉରକେଲା ସିଭିଲ ଟାଉନସିପ ଅଂଚଳର ଯୁବ ବ୍ୟବସାୟ ରାଉଲ ଅଗ୍ରଓ୍ବାଲଙ୍କ ଆତ୍ମହତ୍ୟାର ଲୁହଭିଜା କାହାଣୀ ।ମୃତ୍ୟୁ ପୂର୍ବର ଭିଡ଼ିଓ ଏବେ ଭାଇରାଲ ହେବାର ଲାଗିଛି । ରାଉଲ ମୃତ୍ୟୁ ପୁର୍ବରୁ ନିଜେ ଭିଡ଼ିଓରେ ବାପା ମା ଭାଇ ଭଉଣୀ ପତ୍ନୀ ଓ ପୁଅ ବିଷୟରେ କହିଛନ୍ତି । ଜୀବନ ହାରିବା ପୂର୍ବରୁ ବାପା […]

ବାରିପଦା ୦୬/୦୫/୦୨୨ – ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଧାନ ମହାଲେଖାକାର(ଏ. ଜି )ଓ ଲେଖା ନିୟନ୍ତ୍ରକ ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଉଦଯାପିତ ହୋଇଯାଇଛି l ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ଅଧ୍ୟକ୍ଷତାରେ ଅନୁଷ୍ଠିତ ପେନସନ ଅଦାଲତରେ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ, ମୁଖ୍ୟ ଅତିଥି, ସହକାରୀ ମହାଲେଖାକାର ମୁକୁଲ ଜାମଲୋଖୀ, ସୁଶ୍ରୀ ତାନ୍ୟା ଆମ୍ଭସ୍ତା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର […]

ଭୁବନେଶ୍ୱର:କାଳବୈଶାଖୀର କହର ଜାରି, ଓଡ଼ିଶାର ଅଧିକାଂଶ ଜିଲାରେ ତାତିରୁ ମିଳିଛି ଟିକେ ଆଶସ୍ଥ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୭ ତାରିଖ ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସହିତ ବଜ୍ରପାତର ସମ୍ଭାବନା ରହିଛି।ଏହି ସବୁ ଜିଲ୍ଲା ଗୁଡିକରେ କାଳବୈଶାଖୀ ସମୟରେ ଘଣ୍ଟା […]

Pin It on Pinterest