ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି, ଚାଷୀ ଜଣକ ବିଲରେ ଚାଷ କାମ କରୁଥିବା ବେଳେ ହୋଇଥିଲା ହୋଇଥିଲେ ବଜ୍ରାଘାତ ଶିକାର, ଗ୍ରାମବାସୀ ଚାଷୀଙ୍କୁ ବିଲରୁ ଉଦ୍ଧାର କରି 108ଗାଡିରେ ଆଣି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି, ବଜ୍ରାଘାତରେ ଚାଷୀଙ୍କ ଦେହରେ 50 ଭାଗ ପୋଡି ଯାଇଛି l ମୃତ ଚାଷୀ ହେଉଛନ୍ତି ମୌସୁଧା ପଂଚାୟତ ଗଉଡ଼ୁଣୀ ପୋଖରୀ ଗାଁର ବସନ୍ତ ରାଉତ l
Mon Aug 1 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ଚାନ୍ଦବାଲିରୁ ଭିତର କନିକା ଯାତ୍ରା ପାଇଁ ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟକୁ ଆଜି ଉଦ୍ଘାଟାନ କରିଛନ୍ତି ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ଏସିଏଫ ଶ୍ୟାମା ଭାରତୀ । ଚାନ୍ଦବାଲି ଏଣ୍ଟ୍ରିପଏଣ୍ଟ ରେ ଉନ୍ନତିମୂଳକ କାର୍ଯ୍ୟ ପରେ ପର୍ଯ୍ୟଟକ ମାନେ ସୁବିଧାରେ ଚାନ୍ଦବାରୁ ଭିତରକନିକା ଯାତ୍ରା ପାଇଁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ହୋଇଛି, ଏଥିସହ ଚାନ୍ଦବାଲିରୁ ନଦୀ ମଧ୍ୟରେ ୧୭ କ.ମି […]