ତ୍ରିନାଥ ବାରିକ(କଣାସ):ପଞ୍ଚାୟତ ସମିତି ସଭାରେ କଣାସ ବ୍ଲକ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର ପାଈଁ ପ୍ରସ୍ତାବ ଗୃହୀତ ହେବା ପରେ,ଵିରୋଧ ର ସ୍ୱର ଉତ୍ତୋଳନ କରି ରଣହୁଙ୍କାର ଦେଇଛି କଣାସ ନାଗରିକ ମଞ୍ଚ । ଶାସକ ଦଳକୁ ସିଧା ଟାର୍ଗେଟ କରି ମଞ୍ଚ ଏବେ ବ୍ଲକ କାର୍ଯ୍ୟାଳୟ ସମୁଖରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଅହରାତ୍ରୀ ଆମରଣ ଅନସନ ରେ ବସିଛି । ବ୍ଲକ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କୁ ନେଇ କିଏ […]

ନମୋଗୁରୁ(ସୁବର୍ଣ୍ଣପୁର):ମଣ୍ଡି ଖୋଲିବା ଆଗରୁ ଚାଷୀ ଙ୍କ ପାଇଁ ନୂଆ ସମସ୍ୱା ଦେଖା ଦେଇଛିବସ୍ତା ପାଇଁ ମଣ୍ଡି ରେ ଚାଷୀ ଜରିବସ୍ତା ରେ ଧାନ ନେଲେ ରଖୁ ଛନ୍ତି ମାତ୍ର ମିଲ ରେ ନା କରୁଛନ୍ତି, ଏପରି ସମସ୍ୟା ଦେଖଦେଇଛି | ସୁବର୍ଣ୍ଣପୁର ଜିଲ୍ଲା ଅନ୍ତଗତ ଖରଜୁରା ସମବାୟ ସମିତି ରେ ଚାଷୀ ମାନେ ଜରିବସ୍ତା ରେ ଧାନ ଆଣିଥିଲା ବେଳେ ଶୀତଳା ରାଇସ ମିଲମାଲିକ ନେବା ପାଇଁ ମନା କରିଦେଇଥିଲେ, […]

ବାସ୍ତବବ୍ୟୁରୋ(ମୟୁରଭଞ୍ଜର):୨୨।୧୨- ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି। କୁଡୁମୀ ସାମାଜିକ,ଶିକ୍ଷା ଓ ସାଂସ୍କୃତିକ ଭବନ ନିର୍ମାଣ ପାଇଁ ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟଙ୍କ ଦାବି ପୁରାଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଭବନ ନିର୍ମାଣ ପାଇଁ ଘୋଷଣା କରିଥିବା ୧ କୋଟି ଟଙ୍କାର ଅନୁଦାନର ପ୍ରତିଶୃତି ଆଜି ପୁରାଣ କରିଛନ୍ତି । ବିଧାୟକ ପ୍ରଣବ ପ୍ରକାଶ ଦାସ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ କୁଡୁମୀ ସାମାଜିକ, ଶିକ୍ଷା ଓ […]

ଶୀତରେ ଥରୁଛି ସାରା ଓଡିଶା । ରାଜ୍ୟର ୧୯ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ । କନ୍ଧମାଳ, କୋରାପୁଟ ଏବଂ କେନ୍ଦୁଝରର ଦୁର୍ଗମ ଇଲାକାରେ ତୁଷାରପାତ ହେଉଛି । ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି ଦାରିଙ୍ଗବାଡି, ତାପମାତ୍ରା ୩.୫ଡିଗ୍ରୀ ରେକର୍ଡ କରାଯାଇଛି । ଏହାତଳକୁ ରହିଛି ଫୁଲବାଣୀ- ଏଠାରେ ପାରଦ ୪ଡିଗ୍ରୀକୁ ଖସିଛି । ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ଶୀତ ଲହରୀ ନେଇ ୭ଜିଲ୍ଲା- ସୁନ୍ଦରଗଡ, ଝାରସୁଗୁଡା, […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୧/୧୨/୨୦୨୧-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ରେ ଭଦ୍ରକ ଜିଲ୍ଲା ଯୋଡ଼ି ହେବା ପରେ ଜନସାଧାରଣ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।ଚନ୍ଦବାଲି ବ୍ଳକରେ ୫୬ହଜାରରୁ ଉର୍ଦ୍ଧ୍ବ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାନ୍ଦବାଲିବାସୀ । ବିଧାୟକ ଡ଼ଃ ବ୍ୟାମକେଶ ରାୟ ବିଭିନ୍ନ ପଞ୍ଚାୟତ ବୁଲି ବୁଲି କାର୍ଡ଼ ବାଣ୍ଟିବା ସହ ଏହି ସ୍ୱାସ୍ଥ୍ୟ କାର୍ଡ଼ ଉପକରିତା […]

ବାସ୍ତବବ୍ୟୁରୋ:କରୋନା,ଓମିକ୍ରନ୍ ର ନୂତନ ଭ୍ୟାରିଆଣ୍ଟର ଦ୍ରୁତ ବିସ୍ତାର ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଛି | ବିଶେଷକରି ବ୍ରିଟେନରେ ଖରାପ ଅବସ୍ଥା ଉପରେ ସମସ୍ତଙ୍କ ନଜର ରହିଛି। ଗତ ଏକ ସପ୍ତାହ ମଧ୍ୟରେ ଓମିକ୍ରନ୍ ମାମଲାରେ ୫୨ ପ୍ରତିଶତ ବୃଦ୍ଧି ହୋଇଛି | ରବିବାର ଦିନ, ୨୪ ଘଣ୍ଟା ମଧ୍ୟରେ ୮୨୦୦୦ ରୁ ଅଧିକ ନୂତନ କରୋନା ମାମଲା ରିପୋର୍ଟ ହୋଇଥିଲା, ଯେଉଁଥିରେ ଓମକ୍ରୋନର ୧୨୦୦୦ ରୁ ଅଧିକ ମାମଲା […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାକୁ କହିଛନ୍ତି ଯେ ୨୦୧୪ ରୁ ୨୦୨୧ ମଧ୍ୟରେ ଆଇଆଇଟି, ଆଇଆଇଏମ୍, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଏସସି ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ୧୨୨ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି | ଲୋକସଭାରେ ଏକେ ପି ଚିନାରାଜଙ୍କ ପ୍ରଶ୍ନର ଉତ୍ତରରେ ଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦୧୪ ରୁ ୨୦୨୧ […]

ଆଶିଷ ନାୟକ(ରାଜକନିକା): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ବାଘବୁଦା ଗ୍ରାମ ପଞ୍ଚାୟତର ଦିବାକର ବେହେରା ଙ୍କର କଟକ ଚାନ୍ଦବାଲି ମୁଖ୍ୟ ରାଜପଥକୁ ସଂଯୋଗ କରୁଥିବା କଣ୍ଟପଡା ବଜାର ପାଖରେ ଥିବା ଫାଷ୍ଟ ଫୁଡ୍ ଦୋକାନ କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା ସକାଳ ପ୍ରାୟ ଛଅ ଟା ସମୟରେ କେହି ଜଣେ ବୟସ୍କ ବ୍ୟକ୍ତି ଦିବାକର ବେହେରା (ବାବୁଲି)ବୟସ ୫୦ ଙ୍କୁ ତତକ୍ଷଣାତ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି,)୨୦-୧୨-୨୧-ଭଦ୍ରକ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ନେତୃତ୍ୱରେ ଚାନ୍ଦବାଲିରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସ୍ଥାନିୟ କିଶୋର କ୍ଲବ ପରିସରରେ ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଟିତହୋଇ ଯାଇଛି । ଏହି ରକ୍ତଦାନ ଶିବିରରେ ଭଦ୍ରକ ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସଭାପତି ବୃନ୍ଦାବନ ଚନ୍ଦ୍ର ବେହରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବରକୁ ଉଦଘାଟାନ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂଜଯୋକ ସଂଜୟ […]

ନମୋଗୁରୁ(ସୋନପୁର): ସ୍ୱୟଂଚlଳିତ ଯାନଚlଳନା ପରୀକ୍ଷଣ କେନ୍ଦ୍ରର ଶୁଭ ଉଦଘାଟଣ ଓ ଲୋକାର୍ପଣ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସାହାଯପିଟା ଠାରେ ସ୍ୱୟଂ ଚାଳିତ ଯାନଚଳନା ପରୀକ୍ଷଣ କେନ୍ଦ୍ର ର ଶୁଭ ଉଦଘାଟଣ ଲୋକାର୍ପଣ ହୋଇଯାଇଛି l ନବ ନିର୍ମିତ କୋଠlକୁ ମୁଖ୍ୟ ଅତିଥି ପରିବହନ ମନ୍ତ୍ରୀ ଶ୍ରୀ ଯୁକ୍ତ ପଦ୍ମନାଭ ବେହେରା ଉଦଘାଟନ କରିଛନ୍ତି l ଏହି ସଭରେ ଓଡ଼ିଆ ର ପ୍ରମୁଖ ସଚିବ ଶ୍ରୀ ଯୁକ୍ତ ମଧୁସୂଦନ ପଢି ବାଣିଜ୍ୟ […]

Pin It on Pinterest