ବାସ୍ତବବ୍ୟୁରୋ(ଭୁବନେଶ୍ୱର):୨୬।୦୨- ଆସନ୍ତା ୧ ତାରିଖ ମହାଶିବରାତ୍ରୀ, ଏଥିପାଇଁ ଗାଇଡଲାଇନ ଜାରି କରିଛି ବିଏମସି । ଲିଙ୍ଗରାଜ ମନ୍ଦିରରେ ଜାଗର ଜାଳିବା ପାଇଁ ଶ୍ରାଦ୍ଧଳୁମାନଙ୍କ ନାହିଁ ନଥିବା ଭିଡ଼ ହୁଏ ।ବିଗତ ୨ବର୍ଷ କୋଭିଡ କଟକଣାପାଇଁ, ମହାଦେବଙ୍କ ଭକ୍ତଙ୍କ ସରାଗ କମିଛି ।ଅବର୍ଷ ମଧ୍ୟ କୋଭିଡି କଟକଣା ପାଇଁ ମନ୍ଦିରରେ ଆଡ କାଠ ପାଖରୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବେଳେ କୌଣସି ପୂଜାର୍ଚ୍ଚନା କରିପାରି ପାରିବେନି ।ଏଥିସହ ସାହାଣମେଲା […]
ପ୍ରମୋଦ ନାଏକ(ଭୁବନେଶ୍ୱର): ୨୫/୦୨- ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ଆଉ ନାହାଁନ୍ତି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। କିଛିଦିନ ପୂର୍ବରୁ ହେମାନନ୍ଦ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୪୩୨୩ ଜଣକୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୧ ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୪୩୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୭୫ଟି ଆକ୍ଟିଭ୍ କେସ୍ […]
ବାସ୍ତବବ୍ୟୁରୋ:ୟୁକ୍ରେନ-ରୁଷର ତିକ୍ତତା ମଧ୍ୟରେ ୟୁକ୍ରେନରେ ଆମେରିକାର ସାମରିକ କାର୍ଯ୍ୟକଳାପକୁ ବଜାୟ ରଖିବା ପାଇଁ ରୁଷ ରେ ସାଇବର ଆକ୍ରମଣ କରିବାର ବିକଳ୍ପ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଦିଆଯାଇଥିଲା। ବିଡେନଙ୍କୁ ପରାମର୍ଶ ଦେଇଥିବା କମିଟିର ନିକଟବର୍ତ୍ତୀ ଲୋକମାନେ ଏହି ସୂଚନା ଦେଇଛନ୍ତି। ଯୁକ୍ତରାଷ୍ଟ୍ରରେ, ଏନବିସି ନ୍ୟୁଜ୍ କୁ ପରାମର୍ଶ କମିଟିର ନିକଟବର୍ତ୍ତୀ ଲୋକ କହିଛନ୍ତିକି ରୁଷ ର କ୍ଷମତାକୁ କ୍ଷୁର୍ଣ୍ଣ କରିବା ପାଇଁ ବିଡେନଙ୍କୁ ରୁଷ ଉପରେ ସାଇବର ଆକ୍ରମଣ […]
ବାସ୍ତବ ବ୍ୟୁରୋ:- BCCI (ବୋର୍ଡ ଅଫ କ୍ରିକେଟ କଣ୍ଟ୍ରୋଲ ଇନ ଇଣ୍ଡିଆ) ଗଭର୍ଣ୍ଣିଂ କାଉନ୍ସିଲ ଅନୁଯାୟୀ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୫ ତମ ସଂସ୍କରଣ ମାର୍ଚ୍ଚ ୨୬ ରେ ଆରମ୍ଭ ହେବ। ଦିଆଯାଇଥିବା ତାରିଖରୁ ଆଇପିଏଲ ଆରମ୍ଭ ନିଷ୍ପତ୍ତି ଗୁରୁବାର (ଫେବୃଆରୀ 24) ରେ ଅନୁଷ୍ଠିତ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏ ବର୍ଷ ଟୁର୍ନାମେଣ୍ଟରେ ୧୦ଟି ଦଳ ଅଂଶଗ୍ରହଣ କରିବେ ଯୋଡି ହୋଇଥିବା ଦୁଇଟି ନୂତନ […]
ରାକେଶ କୁମାର(ଗରଦପୁର):କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ ବେତରା ଗ୍ରାମପଞ୍ଚାୟତ ର ବଡ଼ ବେତରା ଗ୍ରାମରେ ହୋଇଥିବା ଦଶ ନମ୍ବର ଓ ଏଗାର ନମ୍ବର ବୁଥ୍ ରେ ଅନିୟମିତତା ହୋଇଛି ବୋଲି ସ୍ଥାନୀୟ ଭୋଟର ଏବଂ ପ୍ରାର୍ଥୀ ମାନେ ଅଭିଯୋଗ ଆଣି ବ୍ଲକ ଇଲେକ୍ସନ ଅଫିସର ବିଡ଼ିଓ ଙ୍କୁ ଦାବି ଜଣାଇ ଛନ୍ତି । ବଡବେତାର ଗ୍ରାମପଞ୍ଚାୟତର ସରପଂଚ ପ୍ରାର୍ଥୀନୀ ଶ୍ରୀମତୀ ସବିତା ବାରିକ୍ ଙ୍କ ଅଭିଯୋଗ ଅନୁସାରେ […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ୨୪/୦୨- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ଉଜ୍ଜ୍ୱଳ ଭବିଷ୍ୟତକୁ ଚିନ୍ତା କରି, ପୂରଣ ହେଉନଥିବା ସଂରକ୍ଷିତ ସିଟ୍ ଗୁଡ଼ିକୁ ଅଣସଂରକ୍ଷିତ ନ କରିବା ପାଇଁ ହସ୍ତକ୍ଷେପ କରିଛନ୍ତି । କେନ୍ଦ୍ର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇ,କହିଛନ୍ତିକି,କିଭଳି ଭାବରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କ […]
ବାସ୍ତବବ୍ୟୁରୋ:ୟୁକ୍ରେନ୍- ଋଷ ବିବାଦ ମଧ୍ୟରେ ବର୍ତ୍ତମାନର ସବୁଠୁ ବଡ ଖବର ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାଇ, ୟୁକ୍ରେନ୍ ରାଜଧାନୀ ସମେତ ୧୩ଟି ସ୍ଥାନରେ ଋଷ ର ଆକ୍ରମଣ । କିବ, ଖାରକିବ ସମେତ ୧୩ଟି ବଡ ସହର ଉପରେ ଆକ୍ରମଣ କରିଛି ଋଷ ।ମିଳିଥିବା ସୂଚନା ଅନୁଯାଇ ,ମିଜାଇଲ୍ ଏବଂ ମାନବ ବିହିନ ଡ୍ରୋନ୍ ଜରିଆରେ ପ୍ରଥମେ ୟୁକ୍ରେନର ୧୩ଟି ସ୍ଥାନ ଉପରେ ଆକ୍ରମଣ କରିଛି […]
ଗତ ୨୪ ଘଣ୍ଟା ମଧ୍ୟରେ ୩୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୩୯୭୮ ଜଣକୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୪୦ ଜଣ ରହିଛନ୍ତି । […]
ନବୀନ ଦାଶ(ବରଗଡ଼): ସାମାନ୍ୟ ଝଗଡା ବେଳେ ବେଳେ ବଡ ଘଟଣା ର ରୂପ ନେଇ ଅମୂଲ୍ୟ ଧନ ଜୀବନ ନଷ୍ଟ ହୋଇଥାଏ ଏହା ଭାରତର ପୁରାଣ ପୃଷ୍ଠାରେ ଉଦାହରଣ ସାଜିଥିବା ମହାଭାରତ ଯୁଦ୍ଧ ର ଭୟାବହ ପରିଣାମ ଆଜି ବି ସାମାଜିକ ଜୀବନ ସହ ଓତ ପ୍ରୋତ ଭାବେ ଜଡ଼ିତ ହୋଇ ରହିବା ସହ ଆଜି ବି ଦୃଷ୍ଟାନ୍ତ ହୋଇ ରହିଛି । ଯାହାର ଏକ ରୂପ ରେଖ ଦେଖିବାକୁ […]


