ବାସ୍ତବ ବ୍ୟୁରୋ:ଗତ ୨୪ ଘଣ୍ଟାରେ ୬୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କ ଜୀବନ ନେଲା କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୬୬୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୮୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୫୨୫୫ଜଣ ସୁସ୍ଥ ହୋଇଛନ୍ତି । ଅପରାହ୍ନ […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):କରୋନା, ଓମିକ୍ରନ୍ ର ନୂତନ ଭେରିଆଣ୍ଟ ଦ୍ରୁତ ବିସ୍ତାର ହେତୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏକ ମାସ ମଧ୍ୟରେ ଏହା ଡେଲ୍ଟାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବ | ଏହି ପରିସ୍ଥିତି ଆସିବା ପରେ ଏହାର ନୂତନ ସଂକ୍ରମଣରେ ଦ୍ରୁତ ଅବନତିର ପର୍ଯ୍ୟାୟ ମଧ୍ୟ ଆରମ୍ଭ ହେବ | ଦକ୍ଷିଣ ଆଫ୍ରିକାର ଅନୁଭୂତି ମଧ୍ୟ ଏହି ବିଷୟକୁ ଦୃଢ଼ୀଭୁତ କରେ | AIIMS ର କମ୍ୟୁନିଟି ବିଭାଗର ପ୍ରଫେସର ସଞ୍ଜୟ […]

ବାସ୍ତବବ୍ୟୁରୋ:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଛି | ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୨୦୨ ରନ୍ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ଆରମ୍ଭ ହେବା ପରେ ଆୟୋଜକମାନେ ଏଡେନ ମାର୍କ୍ରାମ ରେ ପ୍ରଥମ ୱିକେଟ୍ ହରାଇଛନ୍ତି। କ୍ୟାପଟେନ ଡିନ ଏଲଗାର ଏବଂ କିଗାନ ପିଟରସେନ […]

ଭଦ୍ରକ(ବବିତା ସାମଲ):୩/୦୧- ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସରପଞ୍ଚ ବସିଛନ୍ତି ଅନଶନରେ । ଏହି ଅନଶନରେ ଭଦ୍ରକ ଜିଲ୍ଲା ଦୋଳସାହି ଓ କେଦାରପୁର ପଞ୍ଚାୟତବାସୀ ସମୂହ ଭାଗନେଇଛନ୍ତି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ରାଢ଼ଙ୍ଗ, ଗାଜିପୁର ଓ ସେରପୁର ଗ୍ରାମଦେଇ ଗୋରମାଟି ପର୍ଯ୍ୟନ୍ତ ଯାଇଥିବା PMGSY ରାସ୍ତା ଯାହାର ପେକେଜ ନମ୍ବର ଓଆର 04-306/Bର ରସ୍ତା କାମ ପାଇଁ ଅର୍ଡର ହୋଇଥିଲା ।ହେଲେ କାର୍ଯ୍ୟର […]

ବଲାଙ୍ଗୀର(ବିମଲ ଯୋଶୀ):୩।୧- ହକ ପାଇଁ ତାତିଲେ ଆଦିବାସୀ, ସଶସ୍ତ୍ର ଆନ୍ଦୋଳନ ପାଇଁ ସଜବାଜ ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ଆଦିବାସୀ । ଆଗାମୀ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀରୁ ଆଦିବାସୀଙ୍କୁ ବାଦ ଦିଆଯାଇଥିବାରୁ ମେଲିହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ । ଏହାକୁନେଇ ଅଭିଯୋଗ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଜାର ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ବିକ୍ଷୋଭ […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି): ୦୩\୦୧\୨୨ ଭଦ୍ରକ ଜିଲା ପିରାହାଟ ଥାନା ଅଧିନସ୍ଥ ସ୍ୟମସୁନ୍ଦରପୁର ପଂଚାୟତ ତଳଦୁମୁକା ଗାଁର ମହାକୁଡ ସାହିର କହ୍ନେଇ ବେହେରା ଗତକାଲି ରାତିରେ କୌଣସି କାରଣରୁ ଉକ୍ତତ ହୋଇ ତାଙ୍କ ସ୍ତ୍ରୀ ରାଧାରାଣୀ ବେହେରା ଓ ୮ବର୍ଷର ପୁଅକୁ ତଣ୍ଟିଚିପି ମାରୁଥିବା ବେଳେ ଚିତ୍କାର ଶୁଣି କହ୍ନେଇର ମା ଓ ପଡିଶା ଲୋକଙ୍କୁ ଡାକ ପକାଈଥିଲା । ପଡୋଶୀ ଲୋକ ଆସିଲା ବେଳକୁ ସଇତାନ ସ୍ବାମୀ ସ୍ତ୍ରୀକୁ ମାରିଦେଇଥିଲା। […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଗତକାଲି ରିପୋର୍ଟରେ ମଧ୍ୟ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା। ପ୍ରାୟ ଦୁଇ ମାସ ପରେ ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ୪ ଶହରୁ ଅଧିକ ରହିଛି। ୪୨୪ କରୋନା ପଜିଟିଭ୍‌ଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୭ ଜଣ ଅଛନ୍ତି। ସେହିପରି ୨୪୬ ଜଣ […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଦେଶରେ ୧୫ରୁ୧୮ବର୍ଷର ପିଲାମାନଙ୍କୁ ଟୀକାକରଣ ଆଜି ଅର୍ଥାତ୍ ୩ ଜାନୁଆରୀରୁ ଆରମ୍ଭ ହୋଇଛି | ସୋମବାର ସକାଳ ପର୍ଯ୍ୟନ୍ତ ୮ ଲକ୍ଷରୁ ଅଧିକ ପିଲା ଟୀକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏଥି ସହିତ, ଟୀକାକରଣର ମିଶ୍ରଣକୁ ଏଡାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପୃଥକ ଟୀକାକରଣ କେନ୍ଦ୍ର, ପୃଥକ ଧାଡି, ପୃଥକ ଅଧିବେଶନ ସ୍ଥାନ ଏବଂ ପୃଥକ ଟୀକାକରଣ ଦଳ ଗଠନ କରିବାକୁ […]

ଭୁବନେଶ୍ୱର ୦୨।୦୧: ଆସନ୍ତା କାଲି ଖୋଲିବନି ପ୍ରାଥମିକ ସ୍କୁଲ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ । ସୂଚନା ଅନୁଯାୟୀ, ରାଜ୍ୟରେ ଆସନ୍ତାକାଲି ଠାରୁ ଅର୍ଥାତ ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା […]

ବାସ୍ତବବ୍ୟୁରୋ: ଦୈନ ଦିନ ଜୀବନରେ ମୋବାଇଲ ସମସ୍ତଙ୍କର ମୁଖ୍ୟ ଅଙ୍ଗ ପାଲଟିଥିବା ବେଳେ,ହ୍ବାଟସ ଆପ ସମସ୍ତଙ୍କ ସମ୍ପର୍କ ଯୋଡିବାର ମାଧ୍ୟମ ପାଲଟିଛି |ହେଲେ ବେଳେବେଳେ ଏହି ମାଧ୍ୟମ ଜରିଆରେ ଠକ ମାନେ ଆପଙ୍କ ସର୍ବସ୍ୱାନ୍ତ କରି ଦିଅନ୍ତି |ଏବେ ଏମିତି ଏକ ନୂତନ ହ୍ବାଟସ୍ ଆପ୍ ସ୍କାମ ସାମ୍ନାକୁ ଆସିଛି, ଯାହାର ନାମ ରେଡିରଫ୍ ଡଟ୍। ଗତ କିଛି ଦିନ ହେବ ଏହି ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପରେ ଏହି […]

Pin It on Pinterest