ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୧୦।୦୨- ରାଜ୍ୟରେ ଖସୁଛି କରୋନା ସଂକ୍ରମିତ ପାରଦ ।ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ମିଳିଥିବା ସୂଚନା ଅନୁଯାଇ,ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୩୦୦୩ଜଣକୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୮୬୨ ଜଣ ରହିଥିବା ବେଳେ ୬୧୮ ଜଣ ସ୍ଥାନୀୟ ସଂକ୍ରମିତ […]
ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ନୂତନ ମଦ ନୀତି ପସନ୍ଦ କରୁନଥିଲେ। ଏହା ବିରୋଧରେ ମୋର୍ଚ୍ଚା ଖୋଲିବାକୁ ଘୋଷଣା କରିଛନ୍ତି। ଆନ୍ନା କହିଛନ୍ତି ଯେ ମହାରାଷ୍ଟ୍ର ସରକାର ସୁପର ମାର୍କେଟ ଏବଂ ୱାଲ-ଇନ୍ ଷ୍ଟୋର୍ ମାଧ୍ୟମରେ ମଦ ବିକ୍ରୟ ନିଷ୍ପତ୍ତି ବିରୋଧରେ ଫେବୃଆରୀ ୧୪ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନାହାର ଅନଶନ କରିବେ। ଖବର ଅନୁଯାଇ,ମହାରାଷ୍ଟ୍ରରେ ସୁପର ମାର୍କେଟ ଏବଂ ଆଖପାଖ ଦୋକାନରେ […]
ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ, ଯେ କୌଣସି ଗ୍ରହର ରାଶି ପରିବର୍ତ୍ତନ ସମସ୍ତ ୧୨ ରାଶି ଉପରେ ପ୍ରଭାବ ପକାଇଥାଏ | ୨୦୨୨ ମସିହାରେ, ଶନିଙ୍କର ମଧ୍ୟ ରାଶି ପରିବର୍ତନ ହେବ | ନ୍ୟାୟ ଏବଂ କର୍ମର ଦେବତା ଶନି ଙ୍କ ରାଶି ପରିବର୍ତ୍ତନ ସହିତ, ଶନିଙ୍କର ସାଡେସାତି କିଛି ରାଶିର ଏବଂ ଶାନି ଧାୟା କିଛି ରାଶି ଉପରେ ଆରମ୍ଭ ହେବ | କେଉଁ ରାଶିରୁ ଶନିଙ୍କ ସାଡେସାତି […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୧୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୨ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୯୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୧୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୬୪୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୪୫୦୨୬ଜଣ ସୁସ୍ଥ ହୋଇଛନ୍ତି । […]
ପ୍ରମୋଦ ନାୟକ(ଭୁବନେଶ୍ୱର):୦୮/୦୨- ରାଜ୍ୟ ସରକାର ଛୋଟ ଛୋଟ ଶିଶୁଙ୍କ ପାଇଁ ପ୍ଲେ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଲେ ।ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏନେଇ ସୂଚନା ଦିଆଯାଇଛି । ଫେବୃଆରୀ ୧୪ରୁ ପ୍ରି-ସ୍କୁଲର ଏକାଡେମିକ୍ ବର୍ଷ ୨୦୨୧-୨୨ ପାଇଁ ଖୋଲିବ ସ୍କୁଲ । ସ୍କୁଲ ପରିଚାଳନା କମିଟି,କୋଭିଡ୍ ଗାଇଡ୍ଲାଇନ୍ ପାଳନ କରି ସ୍କୁଲ ଖୋଲିବା ପାଇଁ ସରକାର ନିର୍ଦ୍ଧେଶ ଦେଇଛନ୍ତି । ଲୋକ ସଂପର୍କ ବିଭାଗ ପକ୍ଷରୁ […]
ମନୋଜ ମହାନ୍ତି(ଭୁବନେଶ୍ୱର):୦୮।୦୨- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ମାହାଲର ଉସ୍ମତା ବଢ଼ୁଥିବା ବେଳେ,ଖୁବ ଶୀଘ୍ର ବାଜିବ ପୌର ନିର୍ବାଚନର ବେଗୁଲ ।ତେବେ ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ଖର୍ଚ୍ଚ ସୀମା ଘୋଷଣା କରିଛନ୍ତି । ଏଥର ପୌରାଞ୍ଚଳ ନିର୍ବାଚନ ପାଇଁ ବଢିଲା ନିର୍ବାଚନୀ ଖର୍ଚ୍ଚ । NAC, ମ୍ୟୁନିସିପାଲିଟି ଏବଂ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ କେତେ କରିପାରିବେ ନିର୍ବାଚନୀ ଖର୍ଚ୍ଚ ତାହା ସ୍ପଷ୍ଠ ହୋଇଛି । […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ସାରା ରାଜ୍ୟରେ ଏବେ ନିର୍ବାଚନୀ ଉଷ୍ଣତା । କିଏ ଜିତିବ କିଏ ହରିବ ଏ ନେଇ ସବୁଠି ଚାଲିଛି ଅଙ୍କ କଷା । କୋଭିଡ଼ କଟକଣା କୋହଳ ହେବା ପରେ ପାର୍ଥି ମାନେ ନିଜ ସମର୍ଥକଙ୍କୁ ଧରି ଘର ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା । ସେହିପରି ଚାନ୍ଦବାଲି ବ୍ଳକର ଭାଟପଡ଼ା ପଂଚାୟତରେ ପ୍ରଚାର ଆରମ୍ଭ କରିଛନ୍ତି ଭାଟପଡ଼ା ବିକାଶ ମଞ୍ଚ ସମର୍ଥିତ ସରପଞ୍ଚ ପାର୍ଥିନି ଗୀତିକା […]
ବିନିକା(ନମୋଗୁରୁ):୮/୦୨-ସୁବର୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଂଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ମୀନା ଦେହେରୀଙ୍କ ସ୍ବାମୀ ରାଜେସ ଦେହେରୀଙ୍କୁ ବନ୍ଧୁକ, ଛୁରୀ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମୀନା ଦେହେରୀ । ଖବର ଅନୁଯାଇ, ବିନିକା ବ୍ଲକ ସକମାଗାଁକୁ ପ୍ରଚାରରେ ଯାଇଥିଲେ ଉଭୟ ସ୍ବାମୀ ସ୍ତ୍ରୀ ।ଏହି ସମୟରେ ସୁରେଶ ପୂଜାରୀ ନାମକ ବ୍ୟକ୍ତି ଜୀବନରେ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୦୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୯୮୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୩୮୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୪୧୫୯୭ଜଣ ସୁସ୍ଥ ହୋଇଛନ୍ତି । […]
ପ୍ରମୋଦ ନାୟକ(ଭୁବନେଶ୍ୱର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋହଳ ହେଲା କରୋନା କଟକଣା ।ପଞ୍ଚାୟତ ନିର୍ବାଚନ ମାତ୍ର ଅଳ୍ପ ଦିନର ବ୍ୟବଧାନ ଥିବାବେଳେ । ଏଣିକି ପ୍ରାର୍ଥୀ ୨୦ ଜଣ ସହଯୋଗୀଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ । ୩ଶହ ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ ରାଜନୈତିକ ସଭା ।ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ କଥା ସ୍ପଷ୍ଠ […]


