ଦେବବ୍ରତ ପଣ୍ଡା(ଯାଜପୁର):ଯାଜପୁର ଜିଲ୍ଲା ଧର୍ମଶାଳାର ଶିଶୁ କନ୍ୟା,୭ହଜାର ଟଙ୍କାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ବିକ୍ରି। ଏହି ଘଟଣାରେ ଧର୍ମଶାଳା ପୁଲିସ ୫ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଶିଶୁ କନ୍ୟାକୁ ବିକ୍ରି କରିଥିବା ବାପା, ଦୁଇ ଜଣ କ୍ରେତା ଓ ଦୁଇଜଣ ମଧ୍ୟସ୍ଥି ଥିବା ପୁଲିସ ସୂଚନା ଦେଇଛି । ସୂଚନା ଅନୁସାରେ,ଗତ ୨୭ତାରିଖରେ ଧର୍ମଶାଳା ଥାନା ସାନରାଏପଡା ଗ୍ରାମର ନଟ ବେହେରାଙ୍କ ପତ୍ନୀ କାଞ୍ଚନ ବେହେରା […]
ଭୁବନେଶ୍ୱର: ଆଜି ରାଜ୍ୟରେ ୫ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୮୪୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ୨,୮୦୯ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୨,୦୩୩ ଟି ହେଉଛି ସ୍ଥାନୀୟ ସଂକ୍ରମିତ ।ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୭୧ଜଣ ଅଛନ୍ତି। ସଂକ୍ରାମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୨୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ […]
ଭୁବନେଶ୍ୱର:୨୯।୦୧ – ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଅନୁଯାଇ, ଆମ ରାଜ୍ୟରେ ଓମିକ୍ରନ ସହ ଡେଲ୍ଟା ଭରିଆଣ୍ଟ ସକ୍ରିୟ ରହିଛି । କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଜଣାପଡିଛି ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲ୍ଟା ରହିଛି । ଶ୍ରୀ ମହାପାତ୍ର ଆହୁରୀ ମଧ୍ୟ କହିଛନ୍ତି କି , ଯେହେତୁ ଡେଲ୍ଟା ଭରିଆଣ୍ଟ ଅଧିକ ଗୁରୁତର କରିଥାଏ, ଆମେ ନିଶ୍ଚିତ ଭାବେ କହିପାରିବା ସ୍ଥିତି […]
ଡ଼.ନବକିଶୋର ମିଶ୍ର ଶୁକ୍ର,ଗୌରବ ଓ ବିଳାସର ଗ୍ରହ, ୨୯ ଜାନୁଆରୀ ଅର୍ଥାତ୍ ଆଜି ଧନୁ ରାଶିରେ ଚଳନ କରିବେ | ଏହା ସହିତ ଜାନୁୟାରୀ ୨୯ ରେ ସନ୍ଧ୍ୟା ୬ :୨୦ ରେ ବୁଧ ପୂର୍ବ ଦିଗରେ ଉଦୟ ହେବେ | ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହର ପଥ ହେଉଛି ଏକ ସିଧା ଗତି | ଶୁକ୍ରଙ୍କର ଗତି ରାଶି ଉପରେ ମଧ୍ୟ ପ୍ରଭାବ ପକାଇବ | ଶୁକ୍ର ବର୍ତ୍ତମାନ ଧନୁ […]
ପୁରୀ(ତ୍ରିନାଥ ବାରିକ):ଫେବ୍ରୁଆରୀ ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ଅର୍ଥାତ କୋଭିଡ୍ ଗାଇଡ୍ଲାଇନ୍ରେ ଖୋଲିବ ଶ୍ରୀମନ୍ଦିର। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ଶ୍ରୀବିଗ୍ରହଙ୍କ ଦର୍ଶନ କରିପାରିବେ। ଛତିଶା ନିଯୋଗ ବୈଠକରେ ଆଜି ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରର ସବୁ ସେବାୟତ […]
ଭୁବନେଶ୍ଵର: ୨୮।୦୧-କିଛିଦିନ ଯାଇନି ସୈନିକ ସ୍କୁଲ ସାମ୍ନାରେ ଘଟିଥିବା ଛୁରାମାଡ ହତ୍ୟା ଘଟଣା ।ଲୋକଙ୍କ ମନରୁ ଏପରି ଏକ ମର୍ମନ୍ତୁତ ଘଟଣା ନ ଲିଭୁଣୁ ପୁଣି ରାଜଧାନୀରେ ଛୁରା ମାଡ଼ ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ। ଜଣେ ଯୁବକ ଗୁରୁତର ହୋଇଥିବା ବେଳେ, ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ହୋଇଛି ଏପରି ଘଟଣା ।ଘଟଣାଟି ଶୈଳଶ୍ରୀବିହାର ଅଞ୍ଚଳରେ ଘଟିଛି। ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ […]
ବାସ୍ତବବ୍ୟୁରୋ:ଟେଲିକମ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ଅଛି | ଶୀଘ୍ର ଉପଭୋକ୍ତାମାନେ ୩୦ ଦିନର ବୈଧତା ସହିତ ଏକ ପ୍ରିପେଡ୍ ଯୋଜନା ସହିତ ରିଚାର୍ଜ କରିବାକୁ ସମର୍ଥ ହେବେ | ଟ୍ରାଇ ଟେଲିକମ୍ କମ୍ପାନୀଗୁଡିକୁ ଅତି କମରେ ଗୋଟିଏ ଶୁଳ୍କ ଯୋଜନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହା ୩୦ ଦିନର ବୈଧତା ପ୍ରଦାନ କରେ | ଗୁରୁବାର ଦିନ ଟ୍ରାଇ କହିଛି ଯେ ସମସ୍ତ ଟେଲିକମ୍ କମ୍ପାନୀଗୁଡିକ […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ପଦୋନ୍ନତିରେ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ବଲ୍ ରାଜ୍ୟ ସରକାରଙ୍କ କୋର୍ଟକୁ ଯାଇଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏସସି / ଏସଟିର କର୍ମଚାରୀଙ୍କୁ ପଦୋନ୍ନତି ଦେବା ପୂର୍ବରୁ ରାଜ୍ୟ ସରକାର ଏହା ସହ ଜଡିତ ତଥ୍ୟ ସଂଗ୍ରହ କରିବା ଉଚିତ। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବିଧାନ ବେଞ୍ଚର ନିଷ୍ପତ୍ତି ପରେ ଏକ ନୂତନ ସ୍କେଲ […]
ମନୋଜ ମହାନ୍ତି(ଭୁବନେଶ୍ୱର): ମୋତେ ଆକ୍ଷେପ କରି ଯେଉଁମାନେ କହିଛନ୍ତି ଯେ ମୁଁ କ୍ଷମତା ପାଇଁ ବିଜେଡିକୁ ଯିବି।ସେଇ ମାନଙ୍କୁ କହୁଛି ‘ମୁଁ ବେପାରୀ ନୁହେଁ ଯେ ଡିଲ୍ କରିବି। ମୁଁ ଦଳରେ ରହିବି। ଦଳ ପାଇଁ କାମ କରିବି ଓ ପ୍ରଚାର କରିବି। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ମୁଁ ଲଢ଼ିବି ନାହିଁ। ଏହା ହିଁ ମୋ ଜବାବ ସେମାନଙ୍କୁ। ପୂର୍ବତନ ପିସିସି ସଭାପତି ତଥା ତିନି ଥର ବିଧାୟକ […]
ଭୁବନେଶ୍ୱର: ୨୭।୦୧-ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଉନ୍ମୋଚନ କରାଗଲା, ବିଜେପି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଇସ୍ତାହାର ଓ ଅଭିଯୋଗ ପତ୍ର । ରାଜ୍ୟ ବିଜେପିର ଘୋଷଣା ଅନୁଯାୟୀ, ପଞ୍ଚାୟତରେ ଗ୍ରାମସଭା, ପଲ୍ଲୀସଭା କରାଯିବ । ମୋଦି ସରକାର ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି । ପଞ୍ଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ ହେଉଛି । ବିଜେଡି ନେତା ଲୁଟ […]


