ଭୁବନେଶ୍ୱର: ୨୬।୦୧- ରାଜ୍ୟରେ କମୁଛି କରୋନା ସଂକ୍ରାମିତଙ୍କ ସଂଖ୍ୟା ।ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ,ଗତ ୨୪ ଘଣ୍ଟା ମଧ୍ୟରେ ୫୯୦୧ କରୋନା ସଂକ୍ରାମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧୧୬୯ ଜଣକୁ ବୃଦ୍ଧି ପାଇଛି । ଏହି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୪୧୯ ଜଣ କ୍ୱାରେଣ୍ଟାଇନ୍‌ ରେ ରହିଥିବା ବେଳେ ୨୪୮୨ ଜଣ ସ୍ଥାନୀୟ […]

ଭୁବନେଶ୍ୱର, ୨୬/୦୧: ପ୍ରକାଶ ପାଇଲା ଚଳିତ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଏହି ପଂଚାୟତ ନିର୍ବାଚନ ରଣାଙ୍ଗନରେ ଭାଗ ନେଇଥିବା ତାଲିକାରେ ୧୨୬ ଜଣ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଜଣେ ଜିଲ୍ଲା ପରିଷଦ, ଅର୍ଥାତ ଜଣେ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ବିନା କୌଣସି ଭୋଟରେ ୩୨୬ ସମିତି ସଭ୍ୟ ପ୍ରାର୍ଥୀ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ […]

ବବିତା ସାମଲ(ଭଦ୍ରକ): ୨୬/୦୧-ନିରାଡ଼ମ୍ବର ଭାବେ ଭଦ୍ରକ ସହରରେ ଏଥର ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ନେହେରୁ ଷ୍ଟାଡିୟମ ପରିସରରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଭାବେ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରିଲୋଚନ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।ସରକାରଙ୍କ କରୋନା କଟକଣାକୁ ମାନି ଷ୍ଟାଡିୟମ୍ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ […]

ମନୋଜ ମହାନ୍ତି(ଭୁବନେଶ୍ୱର): ୨୬।୦୧- ଆଜି ଭୁବନେଶ୍ବର ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଉତ୍ସବ ପାଳନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଥିଲେ।ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୋଲିସ ବ୍ୟାଣ୍ଡକୁ ମିଶାଇ ଏଥର ମୋଟ ୧୦ଟି କଣ୍ଟିଜେଣ୍ଟ ପରେଡରେ ଭାଗ ନେଉଥିଲେ । ପ୍ରଥମ ଥର ପାଇଁ ଭାଗ ନେଇଛନ୍ତି ବିଏସଏଫ ଯବାନ,ପରେଡରେ […]

ଆଜିର ସମୟର ଆଧାର କାର୍ଡ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ଦସ୍ତାବିଜ | ପ୍ରତ୍ୟେକ ଛୋଟ ଏବଂ ବଡ କାମ ପାଇଁ ପାଖରେ ଆଧାର ରହିବା ଅତ୍ୟନ୍ତ ଜରୁରୀ | ରେସନ କାର୍ଡ ପାଇବା, ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା, ସିମ୍ କାର୍ଡ ପାଇବା, ଚାକିରି ସମୟରେ, ସ୍କୁଲରେ, ସରକାରୀ ଏବଂ ବେ -ସରକାରୀ ସୁବିଧାଗୁଡ଼ିକର ଲାଭ ଉଠାଇବା ଇତ୍ୟାଦି | ଏହି ପରି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆଧାର କାର୍ଡ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୫/୧/୨୦୨୨ ଚାନ୍ଦବାଲି ଥାନା ଅଧୂ ଭୁଇଁବୃତି ଫଚାୟତ ବହଡ଼ିଆ ଗାଁରେଫଚାୟତ ନିର୍ବାଚନକୁ ନେଇ ଦେଖାଦେଇଛି ରାଜନୈତିକ ଗୋଷ୍ଟି ସଂଘର୍ଷ, ବିଜେଡ଼ି କର୍ମୀ ଗୁଣ୍ଡାରାଜ ଚଳାଇବା ସହ ରାତ୍ରୀରେ କରିଛନ୍ତି ମରଣାତ୍ମକ ଆକ୍ରମଣ , ଏହି ଆକ୍ରମଣରେ ଶିକାର ହୋଇଛନ୍ତି ୨ ଜଣ ବିଜେପି କର୍ମୀ । ବହଡ଼ିହ ଗାଁରେ ବିଜେପିକର୍ମୀ ଗଣେଷ ଦାସ ଚାନ୍ଦବାଲି ରୁ ନିଜ ଗାଁକୁ ଫେରୁଥିଵା ସମୟରେ ପ୍ରତିପକ୍ଷ ବିଜେଡ଼ିର ୭ ଜଣ କର୍ମୀ […]

ଆଜିକାଲି ହାଇ-ଟେକ୍ ସ୍ମାର୍ଟଫୋନର ଚାର୍ଜରଗୁଡ଼ିକ ମଧ୍ୟ ବହୁତ ଉନ୍ନତ ହୋଇଛି | ସାଧାରଣ ଚାର୍ଜର ତୁଳନାରେ ନୂତନ ଚାର୍ଜିଂ ଟେକ୍ନୋଲୋଜି ସହିତ ଏହି ଚାର୍ଜରଗୁଡ଼ିକ ମଧ୍ୟ ମହଙ୍ଗା | ଏଥି ସହିତ, ଆଜିକାଲି ଏକ ଧାରା ଦେଖାଯାଉଛି, ଯେଉଁଥିରେ ବଡ କମ୍ପାନୀଗୁଡିକ ସେମାନଙ୍କର ପ୍ରିମିୟମ ସ୍ମାର୍ଟଫୋନ୍ ସହିତ ଚାର୍ଜର ପ୍ରଦାନ କରୁନାହାଁନ୍ତି | ଏହି ସ୍ମାର୍ଟଫୋନ୍ କିଣୁଥିବା ଉପଭୋକ୍ତାଙ୍କୁ ଚାର୍ଜର ପାଇଁ ଅଲଗା ପଇସା ଦେବାକୁ ପଡିବ | ଆଇଫୋନ୍ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗାଁ ଗହଳିରେ କଥାରେ ଅଛି ” ଆଶ୍ରିତ ଜନ ରକ୍ଷା ପାଇଁ , ଦଳପତି ସିନା ସାଜିଛି ମୁହିଁ ” । ହେଲେ ଏହାକୁ କାମରେ କରି ଦେଖାଇଛନ୍ତି ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତ ର ଯୁବ ସରପଞ୍ଚ ପ୍ରଭାସ ନାୟକ । ବାତ୍ୟା ହେଉ ଅବା ବନ୍ୟା ବା କରୋନା ପରି ମହାମାରୀ । ସବୁବେଳେ ସବୁ ସମୟରେ ଲୋକଙ୍କ ପାଖରେ ପହଞ୍ଚନ୍ତି ଲୋକଙ୍କ ଦୁଃଖ ସୁଖ […]

ଲୋଭ ସବୁବେଳେ ବିପଦରେ ପକାଏ, ପତଂଗ ଜାଣିଥାଅ ନିଆଁ ପାଖକୁ ଜାଗେ ମରିବ ତଥାପି ଯାଏ, ସ୍ୱାର୍ଥପର ମଣିଷ ଏଥିରୁ ବାଦ ଯିବ କିପରି ।ଅନେକ ଦେଶର ସରକାରୀ ସେବାରେ, ଏହା ଏକ ନିୟମ ଯେ ଯେତେବେଳେ ବି ପେନସନଭୋଗୀମାନେ ସେମାନଙ୍କ ପେନ୍ସନ୍ ଟଙ୍କା ଉଠାଇବାକୁ ଯାଆନ୍ତି, ସେମାନେ ନିଜକୁ ଉପସ୍ଥାପନ କରିବା ଉଚିତ୍ କିମ୍ବା ସେମାନଙ୍କ ଉପସ୍ଥିତିର ଅନ୍ୟ କିଛି ପ୍ରମାଣ ସଂପୃକ୍ତ କାର୍ଯ୍ୟାଳୟରେ ଦାଖଲ କରାଯିବା ଉଚିତ୍ […]

ମାର୍ଚ୍ଚ ୨୯ରେ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ପାଇକଙ୍କ ଭୁବନେଶ୍ଵରରେ ଜନଗର୍ଜନ ସମାବେଶ ଭୁବନେଶ୍ୱର ୨୪.୦୧ : ପାଇକ ବିଦ୍ରୋହର କର୍ଣଧାର ବକ୍ସି ଜଗବନ୍ଧୁଙ୍କ ପୂଣ୍ୟତିଥିରେ ପାଇକ ରେଜିମେଣ୍ଟଗଠନ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି, ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ହସ୍ତାନ୍ତର କରିବାପାଇଁ ଆଜି ଓଡ଼ିଶା ପାଇକ ଏକାଡ଼େମୀ ପକ୍ଷରୁ ଭୁବନେଶ୍ୱର କଳ୍ପନାଛକ ନିକଟସ୍ଥ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେଏକ ସଭା, ତଥା ପାଇକ ଆଖଡ଼ା […]

Pin It on Pinterest