ବାସ୍ତବବ୍ୟୁରୋ(କେନ୍ଦ୍ରାପଡା):୨୩।୨-ମତଦାନରୁ ବଞ୍ଚିତ ପଟ୍ଟାମୁଣ୍ଡାଇ ବ୍ଲକ୍ ଔପଦା ପଞ୍ଚାୟତ ୧୧ନଂ ବୁଥରେ ୩ଶହରୁ ଉର୍ଦ୍ଧ୍ବ ଭୋଟରଙ୍କୁ ଆଜିବି ପ୍ରଶାସନର ଅଣଦେଖା । ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ୨୦ତାରିଖ ରାତିଠାରୁ,ଏହାର ପ୍ରତିବାଦରେ ଶତାଧିକ ମହିଳା-ପୁରୁଷ ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିଲେବି ଫଳ ସୁନୁ । ଖବର ଅନୁଯାଇ,ଗତ ୨୦ ତାରିଖ ପୂର୍ବାହ୍ନ ୧୧ଟା ୩୦ମିନିଟ୍ ସମୟରେ ଔପଦା ପଞ୍ଚାୟତ ୧୧ନଂ ବୁଥରେ ମତଦାନ ଚାଲୁଥିବା ବେଳେ,ମତଦାନ […]

ନମୋଗୁରୁ ହୋତା(ବିନିକା): ବୈଦିକ ରୀତିରେ ବିବାହ କରିଥିବା ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତରଫରୁ ତ୍ୱରିତ ପଦକ୍ଷେପ ନିଆଯାଇ ଦ୍ଵିତୀୟ ବିବାହ ପାଇଁ ପ୍ରସ୍ତୁତ ଥିବା ସ୍ୱାମୀକୁ ଧରି ଆଣି ଥାନାରେ ଅଟକ ରଖି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଥିଲା ପୁଲିସ | ସ୍ୱାମୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ଘଟଣାରୁ ପ୍ରକାଶ ଯେ ବିନିକା ଥାନା ଅଧୀନସ୍ଥ କମିରା […]

ଗତ ୨୪ ଘଣ୍ଟା ମଧ୍ୟରେ ୪୯୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୨୪୮୧ ଜଣକୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୦୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୨୨ଜଣ ରହିଛନ୍ତି । କେନ୍ଦ୍ର […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୩୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୯୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୧୯୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୦୯୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୬୫୮୪୩ଜଣ ସୁସ୍ଥ ହୋଇଛନ୍ତି ।  […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୧୭/୦୨-ଆଉ ମାତ୍ର କିଛି ଘଣ୍ଟା ପରେ ରାଜ୍ୟରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ଶେଷ ହୋଇଛି ପ୍ରଚାର କାର୍ଯ୍ୟ । ଏହି ଶେଷ ଦିନରେ ନିଜ ପାର୍ଥି ମାନଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ବିଧାୟକ ଡ଼ଃ ବ୍ୟାମକେଶ ରାୟ । ୧ ନମ୍ବର ଜୋନର ଜିଲ୍ଲା ପରିଷଦ ପାର୍ଥି ପ୍ରିନ୍ସ ରାକେଶ ନାୟକଙ୍କ ସହିତ ମାଧପୁର ସରପଞ୍ଚ ପାର୍ଥି ବିନୋଦ ଦାସ ,ସମିତିସଭ୍ୟା […]

ନୂଆଦିଲ୍ଲୀ:ନୂତନ ଟ୍ରାଫିକ୍ ନିୟମ ସମ୍ବନ୍ଧରେ ସର୍ବଶେଷ ଖବର ସାମ୍ନାକୁ ଆସିଛି | ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦୁଇ ଚକିଆ ଗାଡି ଚାଳକଙ୍କ ପାଇଁ ଏକ ନୂଆ ନିୟମ ଆଣିଛି। ଏଥିରେ ଚାରି ବର୍ଷରୁ କମ୍ ପିଲାମାନଙ୍କୁ ଦୁଇ ଚକିଆ ଯାନରେ ପରିବହନ ପାଇଁ ନୂତନ ସୁରକ୍ଷା ନିୟମକୁ ସୂଚିତ କରାଯାଇଛି | ଏହି ନୂତନ ନିୟମରେ, ଦୁଇ ଚକିଆ ଡ୍ରାଇଭର ପିଲାମାନଙ୍କ ପାଇଁ ହେଲମେଟ ଏବଂ ହର୍ଣ୍ଣ […]

ହାଇଲାଇଟ୍ସ | ତସଲିମା କହିଛନ୍ତି – ଏକ ଧର୍ମନିରପେକ୍ଷ ଦେଶରେ ବିଦ୍ୟାଳୟଗୁଡ଼ିକର ଡ୍ରେସ୍ କୋଡ୍ ଲାଗୁ କରିବାର ଅଧିକାର ଅଛି | ବିଦ୍ୟାଳୟରେ ଧାର୍ମିକ କୁସଂସ୍କାର, ଅନ୍ଧବିଶ୍ୱାସ ପାଇଁ କୌଣସି ସ୍ଥାନ ହୋଇପାରିବ ନାହିଁ | କୌଣସି ସମ୍ପ୍ରଦାୟ ପାଇଁ ଏକ ପୃଥକ ବ୍ୟକ୍ତିଗତ ନିୟମ କାହିଁକି ରହିବା ଉଚିତ୍? ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଆସିଥିବା ହିଜାବ ବିବାଦ ସାରା ଦେଶରେ ତଥା ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ସମଗ୍ର […]

ପ୍ରମୋଦ ନାୟକ(ଭୁବନେଶ୍ବର):୧୭।୨- କଂଗ୍ରେସ ବିଧାୟକ ସୁରେଶ ରାଉତରାୟ,ନିର୍ବାଚନୀ ହିଂସାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସରକାର, ନିର୍ବାଚନ କମିଶନଙ୍କ କଟକଣା ମାନୁନାହାଁନ୍ତି । ବୁଧବାର କଣାସ, କୃଷ୍ଣପ୍ରସାଦ ବାଲେଶ୍ବର ସବୁଠି ନିର୍ବାଚନୀ ହିଂସା ହୋଇଛି । ଦୁଇ ଜଣ ସମ୍ବାଦିକଙ୍କୁ ମାଡ ମରାଯାଇଛି ।ଏ ଘଟଣାକୁ ନେଇ ଆମେ ମର୍ମାହତ । ସ୍ଥିତି ଏମିତି ହୋଇଛି ନିର୍ବାଚନ କମିଶନର ଗାଁକୁ ଗଲେ ବି ମାଡ ଖାଇବେ […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୬ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୬୧କୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୦୭୮୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୬୬୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୬୩୧୦୬ଜଣ ସୁସ୍ଥ ହୋଇଛନ୍ତି ।  ରାଜ୍ୟରେ […]

ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ସଙ୍ଗୀତଜ୍ଞ ବାପି ଲାହିରୀଙ୍କ ପରଲୋକ, ଅଶୀ ଓ ନବେ ଦଶକର ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲାହିରିଙ୍କ ଆଜି ଇହଲୀଳା ସମ୍ବରଣ କରିଛନ୍ତି । ୬୯ ବର୍ଷ ବୟସରେ ଆଖି ବୁଜିଛନ୍ତି ବାପି ଲାହିରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମଙ୍ଗଳବାର ରାତିରେ ବାପିଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । […]

Pin It on Pinterest