ବାସ୍ତବ ବ୍ୟୁରୋ–ଯୁଗେ ଯୁଗେ ଲୀଳାମୟ ଜଗତବନ୍ଧୁ ଜଗତନାଥ ନିଜର ଳୀଳା ଛଳ ରେ ପ୍ରତକ୍ଷରେ ବା ପରୋକ୍ଷରେ ଚେତେଇ ଦେଇଛନ୍ତି, ସେ ଯାହା ଚାହାନ୍ତି ତାହା ହିଁ ହୁଏ । କୁରୁକ୍ଷେତ୍ର ର ଯୁଦ୍ଧ ହେଉ, ସଵାରୀ ଅଇଁଠା ବା ସୁନା ମୁଦି ବନ୍ଧା ଦେଇ ମାଣିକ ଗଉଡ଼ୁଣୀଠୁଁ ଦହି, ସବୁ ତାଙ୍କରି ଇଚ୍ଛା । ଆଜି ଯାହାର ଚକ୍ରାନ୍ତ ହେଉ କାହିଁକି ପଣ୍ଡ ହୋଇଛି, ପୁଣି ଜଗନ୍ନାଥ ଦେଖେଇଛନ୍ତି […]
୧-ଆଜି ରାଜ୍ୟରେ ୧୪୩ ଜଣ କରୋନା ବଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ରେ ପହଞ୍ଚିଛି । ୩୭୨୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬୨ରହିଛି । ୧୪ ଜଣଙ୍କର ମୃତ୍ୟୁ ହୋଇଛି । ୨-ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାର କେତେକ […]
ବାସ୍ତବ ବ୍ୟୁରୋ–ଗାଲୱାନ ଘାଟୀରେ ଭାରତ-ଚୀନ୍ ସୈନିକ ମଧ୍ୟରେ ହୋଇଥିବା ସଂଘର୍ଷ ରେ ଭାରତ ର ୨୦ ସୈନିକ ସହିଦ ହେବ ପରେ ଦେଶରେ ଚାଇନା ବିରୋଧୀ ମନୋଭାବ ବଢ଼ିବାରେ ଲାଗିଛି, ଚାଇନା ସାମଗ୍ରୀ କୁ ବର୍ଜନ କରିବା ପାଇଁ ସମସ୍ତେ ନିଜ ନିଜ ଭାବରେ ଚେଷ୍ଟା କରିଚାଲିଛନ୍ତି । ଦୁଇ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଥିବା ବେଳେ ୨୦ ସହିଦଙ୍କ ବଦଳରେ ୪୫ ରୁ ୫୦ ଡ୍ରାଗନ ସୈନିକଙ୍କୁ […]
ବାସ୍ତବ ବ୍ୟୁରୋ–ଆଜି ରାଜ୍ୟରେ ୨୧ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୩୦୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦ କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬୦୭ ଜଣ ଚିକିତ୍ସାଧୀନ ଥିବାବେଳେ ୩୫୩୪ ଜଣ ସୁସ୍ଥ ହୋଇଛନ୍ତି […]
୧-ଆଜି ଆନ୍ତର୍ଜାତୀୟ ଯୋଗ ଦିବସ,ଘରେ ପରିବାର ସହିତ ପାଳନ କରିବାକୁ ମୋଦିଙ୍କ ନିବେଦନ । ୨-ଆଜି ଓଡିଶାରେ ୬୧ ରୁ ୭୨ ପ୍ରତିଶତ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ।ଦିନରେ ଲୁଚିବ ସୂର୍ଯ୍ୟ, ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଆଜି ଦିନ ୨ଟା ୩୦ ଯାଏଁ ପାକ ନିଷେଧ । ୩-ଶେଷ ହେଲା ମହାପ୍ରଭୁଙ୍କ ୧୫ ଦିନର ଅଣସର । ୪- ଆସନ୍ତା ୨ ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା […]
ବାସ୍ତବ ବ୍ୟୁରୋ : ଆଜି ସନ୍ଧ୍ୟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୁରୀ ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି ଚିଠି । ଗଜପତି ଏହି ଚିଠି ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ଲେଖିଛନ୍ତି । ନିଜ ଚିଠିରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା କରାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଉଲ୍ଲେଖ କରିଛନ୍ତି । ରଥଯାତ୍ରା ସ୍ଥଗିତ ରଖିବା ନେଇ ସୁପ୍ରିିମ୍ କୋର୍ଟଙ୍କ ରାୟର ପୁନର୍ବିଚାର ଲାଗି ରାଜ୍ୟ ସରକାର […]
ବାସ୍ତବ ବ୍ୟୁରୋ-ଆଜି ପ୍ରଧାନମନ୍ତ୍ରୀ ମୋଦି, ପ୍ରବାସୀ ଶ୍ରମିକଙ୍କ କଲ୍ୟାଣକୁ ନଜ଼ରରେ ରଖି, ସେମାନଙ୍କୁ କାମ ଦେବା ଓ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ସହ ଗ୍ରାମୀଣ ବିକାଶର ସମ୍ଭାବନାକୁ ସୃଷ୍ଟି କରିବା ଲକ୍ଷରେ ଶୁଭାରମ୍ଭ କରିଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ବିହାର ର ଖଗାରିଆ ଜିଲ୍ଲା ଅନ୍ତର୍ଗତ ତେଲିହର ଗାଁରେ ୫୦ ହଜାର କୋଟି ଟଙ୍କାର ଯୋଜାନାର […]
୧-ଆଜି ରାଜ୍ୟର ୧୫ଟି ଜିଲ୍ଲାରୁ ପୁଣି ୧୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି । ୩୨୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୪୩ ରହିଛି । ଅପରପକ୍ଷରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ୨-ମହାନଦୀରେ ବିଷାକ୍ତ ଫୁକା ମାଛ । ଏହା ମହାନଦୀର ମତ୍ସ୍ୟ ସଂପଦ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ […]
ବାସ୍ତବ ବ୍ୟୁରୋ: ଚୀନ ଓ ଭାରତ ସୀମା ବିବାଦକୁ ନେଇ ଆଜି ହୋଇଥିବା ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆମର କୌଣସି ପୋଷ୍ଟ କାହା କବଜାରେ ନାହିଁ । ଆମର ଗୋଟିଏ ବି ଇଞ୍ଚ ଜାଗାକୁ କେହି ଆଖି ଉଠେଇ ଦେଖିପାରିବେ ନାହିଁ । ଭାରତ ମାତା ଉପରେ କେହି ନଜ଼ର ପକାଇବ ତ ପରିଣାମ ଭୟଙ୍କର ହେବ, ଦେଶର ସୁରକ୍ଷା ପାଇଁ ସେନା ସବୁ […]
ବାସ୍ତବ ବ୍ୟୁରୋ: ଆଜି ସଂଧ୍ୟା ୬ଟାରେ ଛତିଶାନିଯୋଗ ଓ ପରିଚାଳନା କମିଟିର ବୈଠକ ବସିବ…ଗଡ଼ିବ କି ମହାପ୍ରଭୁଙ୍କ ରଥ ? ଗଜପତି ମହାରାଜ ଦିବ୍ୟସିଂହ ଦେବ ସୂଚନା ଦେଇ କହିଛନ୍ତି କି,ସଂଧ୍ୟା ୬ଟାରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରାଯିବ । କରୋନା ସଂକଟ ସମୟରେ ମହାପ୍ରଭୁଙ୍କ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧର ପଣା, ନିଳଦ୍ରୀବିଜେ ସମ୍ଭବ ନୁହେଁ । ସଂଧ୍ୟାରେ […]