ବାସ୍ତବ ବ୍ୟୁରୋ-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ । କରୋନାରେ ସବୁଠାରୁ ଛାତ୍ରଛାତ୍ରୀଙ୍କ ପଠପଢ଼ା ଉପରେ ପ୍ରଭାବ ପଡ଼ିଛି । କିନ୍ତୁ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସେହିପରି ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ […]
ବାସ୍ତବ ବ୍ୟୁରୋ-କଟକରେ ଦୁର୍ଗାପୂଜାକୁ ମିଳିଲା ଗ୍ରୀନ୍ ସିଗନାଲ୍ । ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି କି, ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରି ପାରିବେ ।ତେବେ,ସାର୍ବଜନୀନ ସ୍ଥାନରେ ଅଦୌ ଦୁର୍ଗାପୂଜାର ଆୟୋଜନ ହେବନାହିଁ ବୋଲି ଜିଲ୍ଲାପାଳ ଙ୍କ ତରଫରୁ ସ୍ପଷ୍ଟ କରି ଦିଆଯାଇଛି । ଚଳିତ ବର୍ଷ ବିନା ଭକ୍ତରେ ଦୁର୍ଗାପୂଜା ଆୟୋଜନ କେବଳ ପୂଜା ପଣ୍ଡାଲ […]
ଲଘୁଚାପ ଜନିତ ବର୍ଷାରେ ବେହାଲ ଭଦ୍ରକ । ଅନେକ ଅଞ୍ଚଳରେ ପଶିଲା ପାଣି, ଚାଷ ଜମି ଜଳମଗ୍ନ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଇଇ (ମେନ୍) ଓ ନିଟ୍ ପରୀକ୍ଷା ସ୍ଥଗିତ ରଖାଯାଉ । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ରେକର୍ଡ । ବାରିପଦାରେ ବନ୍ୟା ସ୍ଥିତି, ବିପଦ ସଂକେତ ଟପିଲ ଜଳକା । ଲଗାଣ ବର୍ଷାରେ ବେହାଲ୍ […]
ବାସ୍ତବ ବ୍ୟୁରୋ-ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ, ବଙ୍ଗୋପସାଗରର ଉତ୍ତର ଉପକୂଳ ଏବଂ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ । ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କେନ୍ଦୁଝର, […]
ଉତ୍ତର ବଙ୍ଗୋପସାଗରରେ ଲଘୁଚାପ । ୨୮ ଯାଏ ପ୍ରବଳ ବର୍ଷା , ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି । ଆସନ୍ତା ୧୦ ବର୍ଷ ମଧ୍ୟରେ ଜେଏସ୍ଡବ୍ଲୁ ଓଡ଼ିଶାରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଯୋଗେ ଆଲୋଚନା ବେଳେ ଜେଏସ୍ଡବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲ ସୂଚନା ଦେଇଛନ୍ତି । ହୀରାକୁଦର ୧୮ଟି ଗେଟ୍ ଦେଇ ପ୍ରାୟ ୩ ଲକ୍ଷ କ୍ୟୁସେକ୍ […]
ବାସ୍ତବ ବ୍ୟୁରୋ-ସୋମବାର ଅର୍ଥାତ ଆଜି ଆୟୋଜିତ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ସମାପ୍ତ ହୋଇଛି । ସୋନିଆ ଗାନ୍ଧୀ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ଦଳର ଅନ୍ତରୀଣ ସଭାପତି ପଦ ସମ୍ଭାଳିବେ। ଏହା ସହିତ ଆଗାମୀ ଛଅ ମାସ ଭିତରେ ପାର୍ଟିକୁ ନୂତନ ଅଧ୍ୟକ୍ଷ ଚୟନ କରିବାକୁ ପଡିବ । ଦଳର ଦୈନନ୍ଦିନ କାର୍ଯ୍ୟକଳାପରେ ସୋନିଆଙ୍କୁ ସହାୟତା କରିବାକୁ ଏକ କମିଟି ଗଠନ କରାଯିବ । ବୈଠକରେ କଂଗ୍ରେସର କାର୍ଯ୍ୟକାରିଣୀ କମିଟି […]
ବାସ୍ତବ ବ୍ୟୁରୋ-କଂଗ୍ରେସ କାର୍ଯ୍ୟ କମିଟିର ବୈଠକକୁ ‘ମହାଭାରତ’ରେ ପରିଣତ ହୋଇଛି । ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ସଭାପତି ପଦରୁ ଇସ୍ତଫା ଦେବା ସହ ତାଙ୍କ ନେତୃତ୍ୱତ କୁ ନେଇ ପଚରାଯାଇଥିବା ଚିଠିର ଉତ୍ତର ମଧ୍ୟ ଦେଇଛନ୍ତି । ଏହା ପରେ କଂଗ୍ରେସ କମିଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଗୋଟିଏ ପଟେ ଗାନ୍ଧୀ ପରିବାରର ସମର୍ଥକ ଥିବା ବେଳେ ଅନ୍ୟପଟେ ବିଦ୍ରୋହୀ ନେତାମାନେ ମଧ୍ୟ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ […]
ଆଜିଠାରୁ ବ୍ରହ୍ମପୁର ସହରର ସୀମାକୁ କଟକଣା ମୁକ୍ତ କରାଗଲା, ସକାଳ ୫ଟାରୁ ରାତି ୮ଟା ଯାଏ ଦୋକାନ ବଜାର ଖୋଲା ରହିବ । ଏସ୍ସିବିର ନ୍ୟୁ ମେଡିସିନ୍ ବିଭାଗ କୋଠାରେ ହେବ ୨୫୦ ଶଯ୍ୟା କୋଭିଡ ହସ୍ପିଟାଲ୍ । ସାରା ରାଜ୍ୟରେ ୨୮ ତାରିଖ ପର୍ଯ୍ୟନ୍ତ ବିଶେଷକରି ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ନୂତନ ଶିକ୍ଷା ନୀତି-୨୦୨୦ […]
ବାସ୍ତବ ବ୍ୟୁରୋ-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ କରୋନାଭାଇରସ ବିରୁଦ୍ଧରେ ଭାରତର ପ୍ରଥମ ଟିକା ଚଳିତ ବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହୋଇପାରିବ। ଉତ୍ତରପ୍ରଦେଶର ଗାଜିଆବାଦରେ ଏକ NDRF ୧୦ ଶଯ୍ୟା ବିଶିଷ୍ଟ ମେକିଫ୍ଟ ହସ୍ପିଟାଲର ଉଦଘାଟନ କରିବା ସମୟରେ ଡକ୍ଟର ହର୍ଷଭର୍ଦ୍ଦନ କହିଛନ୍ତି ଯେ,”ଆମର କୋଭିଡ଼ -୧୯ ଟିକାର କ୍ଲିନିକାଲ୍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ଅଛି । ଆମେ ନିଶ୍ଚିତ ଯେ ଚଳିତ ବର୍ଷ ଶେଷ ସୁଦ୍ଧା […]
ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୯୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ହଜାର ୫୩୦କୁ ବୃଦ୍ଧିପାଇଛି । ଏବେ ରାଜ୍ୟରେ ମୋଟ୍ ୫୨୨୭୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୭୯୨ ରହିଛି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସିଲାବସ୍ ୩୦% କମିବ ପାଠ୍ୟକ୍ରମ, ସେପ୍ଟେମ୍ବରରେ ହାଇସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଉଚ୍ଚ ମାଧ୍ୟମିକ […]


