୧-ରାଜ୍ୟରେ ଆଜି ନୂଆ ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି । ୨୭୦୮ଜଣ ସୁସ୍ଥ ୧୩୩୩ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୧ଜଣଙ୍କର ମୃତ୍ୟୁ ହୋଇଛି। ୨- ମୁମ୍ବାଇରେ ଅତ୍ୟାବଶ୍ୟକ କର୍ମଚାରୀଙ୍କ ଲାଗି ଲୋକାଲ୍‌ ଟ୍ରେନ୍ ସେବା ଆରମ୍ଭ କଲା ରେଳବାଇ । ୩-ଅଫିସ୍‌ କାର୍ଯ୍ୟରେ ପାକିସ୍ତାନର ଇସ୍‌ଲାମାବାଦ ଯାଇଥିବା ୨ ଭାରତୀୟ ହାଇକମିସନ୍ କର୍ମଚାରୀ ନିରୁଦ୍ଦିଷ୍ଟ । ୪-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା […]

ବାସ୍ତବ ବ୍ୟୁରୋ  : ଅଭିନେତା ଶୁଶାନ୍ତ ସିଂ ରାଜପୁତ୍ ଙ୍କ ଆତ୍ମହତ୍ୟା ,ବଲିଉଡ୍ କୁ ଆଚମ୍ବିତ କରିଛିସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ…. କାହିଁକି…? ୩୪ବର୍ଷ ବୟସ୍କ ପ୍ରିିୟ ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ମୁମ୍ବାଇ ପୋଲିସ୍ ଘଟଣାର ତଦନ୍ତ କରୁଛି । ସେ କିଛି ଦିନ ହେବ ମାନସିକ ଅଶାନ୍ତିରେ ରହୁଥିବା ମଧ୍ୟ ଖବର ମିଳିଛି। […]

ପୂଣ୍ୟଭୂମି ଭାରତ ବର୍ଷର ରାଜ୍ୟ ମାନଙ୍କ ମଧ୍ୟରୁ ଆଧ୍ୟାତ୍ମିକ , ସାଂସ୍କୃତିକ ଓ ନୈତିକ ଚେତନାର ପ୍ରାଣକେନ୍ଦ୍ର ଦେବଭୂମି ଉତ୍କଳ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଏହି ଭୂମିର ଐତିହାସିକ କେନ୍ଦ୍ରାପଡା ଜିଲ୍ଲାର ସଦର ମହକୁମାସ୍ଥ ଇଛାପୁରଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ବିଦ୍ୟମାନ । ପ୍ରାୟ ୨ ଏକର ୮ ଡିସିମିଲ ବେଷ୍ଟିତ ଭୂମି ଉପରେ ଏହି ମନ୍ଦିର ଅବସ୍ଥିତ ମନ୍ଦିର ସମ୍ମୁଖରେ ୪୦ ଫୁଟ ଉଚ୍ଚର […]

ରଜ ପର୍ବ ଉପଲକ୍ଷ ସମଗ୍ର ରାଜ୍ୟବାସୀ ତଥା ବାସ୍ତବ ଟିଭି କୁ ଭଲ ପାଉଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଅନେକ ଅନେକ ଶୁଭେଚ୍ଛା। ରଜ ଆସିଛି ପ୍ରତି ବର୍ଷ ବି ଆସିବ ଏ ବର୍ଷ ମନ ଫିକା ହୋଇପାରେ କିନ୍ତୁ ସାରା ବିଶ୍ୱ କରୋନା ସହ ଲଢୁଥିବା ବେଳେ, ଟିକିିଏ ତ୍ୟାଗ ଆମେ କଣ କରିପାରିବାନି । ଘରେ ରହିବା ସୁସ୍ଥ ରହିବା, ଆସନ୍ତା ବର୍ଷ ରଜ ପାଳିବା […]

୧-ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୪୭୪ ସୁସ୍ଥ ହୋଇଥିବା ବେଳେ ୧୨୩୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୨-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା,ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୧୧,୪୫୫ । ୩-ଜାପାନର ‘ମିଶନ ମୁନ’ ସ୍ବପ୍ନ ସାକାର କରିବ ଭାରତ,ସମ୍ପୂର୍ଣ ରୋବୋଟିକ ହେବ ପୁରା […]

ବାସ୍ତବ ବ୍ୟୁରୋ- ରାଜପଥ କଡ଼ ରେ ଥିବା ଢାବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍ କଟକଣାକୁ‌ ସାମାନ୍ୟ କୋହଳ କଲେ । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ରାତ୍ରି କର୍ଫ୍ୟୁ ସମୟରେ ମଧ୍ୟ ଖୋଲା ରହିବ। ତେବେ ସେଠାରେ କେହି ବସି ଖାଇପାରିବେ ନାହିଁ, କେବଳ ଖାଦ୍ୟ ପ୍ୟାକ […]

ବାସ୍ତବ ବ୍ୟୁରୋ:ରଜ-ସଜ-ବାଜ ପାଇଁ ଲୋକେ ଭୁଲିଗଲେ ସାମାଜିକ ଦୂରତା, ମାନିଲେନି କରୋନା ଗାଇଡଲାଇନ ଏଥିପାଇଁ ବିଏମସି ସିଲ୍ କଲା ୟୁନିଟ୍-୨ ମାର୍କେଟ ବିଲ୍ଡିଂ । ରଜ ପାଇ ରାଜ୍ୟ ସରକାର ଶୁକ୍ରବାର ରାତ୍ରିକାଳୀନ କର୍ଫ୍ୟୁକୁ ୩ ଘଣ୍ଟା ବଢାଇ ରାତି ୧୦ଟା ଯାଏଁ କରିଥିଲେ । ରଜ ପାଇଁ କିଣାକିଣି କରିବାକୁ ସାମାଜିକ ଦୂରତା ସହ ସମସ୍ତ ଗାଇଡଲାଇନ୍ ମାନିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଆଜି […]

୧- ରାଜ୍ୟରେ ପୁଣି ୧୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି,୨୩୫୪ଜଣ ସୁସ୍ଥ, ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୧ ରହିଛି। ଅପରପକ୍ଷରେ ୧୦ଜଣଙ୍କର ମୃତ୍ୟୁ ହୋଇଛି। ୨-ଭାରତରେ ଗତ ୨୪ ଘଣ୍ଟାରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୧୦,୯୫୬ । କରୋନାରୀ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୫୩୫ । ୩-ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ, ପାଞ୍ଚଜଣ କର୍ମଚାରୀ କରୋନାଭାଇରସ୍‌ ଦ୍ବାରା ଆକ୍ରାନ୍ତ । ୪-ସମଗ୍ର ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତଙ୍କ […]

ବାସ୍ତବ ବ୍ୟୁରୋ–ରାଜ୍ୟରେ କରୋନା କଟକଣା ଯୋଗୁ ବାତିଲ ହେଲା ୟୁଜି ଓ ପିଜିର ବାକିଥିବା ଫାଇନାଲ ସେମିଷ୍ଟାର । ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଭିଡିଓ କନଫରେନସିଙ୍ଗ ଜରିଆରେ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ବୈଠକ ପରେ ୟୁଜି ଓ ପିଜିର ବାକିଥିବା ଫାଇନାଲ ସେମିଷ୍ଟାରକୁ ବାତିଲ କରାଯାଇଛି । ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର । UGC ପ୍ରସ୍ତାବ ଅନୁସାରେ, ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା […]

ବାସ୍ତବ ବ୍ୟୁରୋ:ଓଡ଼ିଶାର ଗଣପର୍ବ ରଜ ପର୍ବ ପାଇଁ ରାଜ୍ୟ ସରକାର କୋହଳ କଲେ ଶୁକ୍ରବାର ରାତିର କର୍ଫ୍ୟୁ । ଶୁକ୍ରବାର ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଖୋଲା ରହିବ ଦୋକାନ ବଜାର । ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍ ଡାଉନ୍ ରହିବ । ତେଣୁ ଶୁକ୍ରବାର ସଂଧ୍ୟାର କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି […]

Pin It on Pinterest