୧-ରାଜ୍ୟର ୧୪ଟି ଜିଲ୍ଲାରୁ ନୂଆ ୧୩୬ଜଣ କରୋନା ପଜିଟିଭ୍ ଚିହ୍ନଟ। ମୋଟ ଆକ୍ରାନ୍ତଙ୍କ ୩୩୮୬କୁ ବୃଦ୍ଧି । ସୁସ୍ଥ ହେଲେଣି ୨୨୮୨, ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୦୯୨ । ୨-ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୫୭୯, ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୯,୯୯୬ । ୩-ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା […]
ବାସ୍ତବ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଫରେନିଂସିରେ ଜରିଆରେ ସିଡିଏମଓ ଏବଂ କୋଭିଡ ହସ୍ପିଟାଲର ବରିଷ୍ଠ ଅଧିକାରୀ ମାନଙ୍କ ସହ କଥା ହୋଇଛନ୍ତି । ଚିନ୍ତା ବଢାଉଛି କୋଭିଡ ଯୋଦ୍ଧାଙ୍କୁ କରୋନା ସଂକ୍ରମଣ । କରୋନା ଲଢେଇରେ ଆଗଧାଡ଼ିରେ ଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ କରୋନା ସଂକ୍ରମଣ ଏବେ ଦିନ କୁ ଦିନ ବଢ଼ି ଚାଲିଛି । ଆଜି ଭୁବନେଶ୍ବର ଏମ୍ସରେ ଆଉ […]
୧- କରୋନାଭାଇରସ୍ ସଂକ୍ରମଣ ବଢୁଥିବା ୧୫ଟି ରାଜ୍ୟ ରେ ଉଚ୍ଚସ୍ତରୀୟ ଟିମ୍ ମୁତୟନ କଲେ କେନ୍ଦ୍ର ସରକାର । ୨-ରାଜ୍ୟରେ ଆଜି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୨୧୩୩ ଜଣ ସୁସ୍ଥ ହୋଇସାରିଥିବାବେଳେ ୧୧୦୬ଟି ସକ୍ରିୟ ମାମଲା ରହିଛି । ସେହିପରି ରାଜ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ୩-ଭାରତରେ […]
ବାସ୍ତବ ବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସତର୍କ ଅନୁଯାୟୀ,ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆସନ୍ତା ବୁଧବାର ଅପରାହ୍ଣ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଅନୁଗୁଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ବଲାଙ୍ଗୀର, ସୋନପୁର, ବୌଦ୍ଧ, […]
ବାସ୍ତବ ବ୍ୟୁରୋ-ସୂଚନା ଅନୁଯାୟୀ,ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାତା ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ ଗଳାରେ ଯନ୍ତ୍ରଣା ଓ ଜ୍ୱର ହେବାରୁ ତାଙ୍କର କରୋନା ପରୀକ୍ଷଣ କରାଯାଇଥିଲା, ତାଙ୍କ ପରୀକ୍ଷଣ ରିପୋର୍ଟ ପଜେଟିଭ ଆସିଥିବା ଜଣାପଡିଛି । ତାଙ୍କୁ ଦିଲ୍ଲୀ ସ୍ଥିତ ସାକେତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଜ୍ୟୋତିରାଦିତ୍ୟ ଓ ତାଙ୍କ ମା ଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ […]
ମହାନ ସ୍ୱାଧୀନତା ସଂଗ୍ରାମୀ ,ତଥା ଜନଜାତି ଜନନାୟକ, ଶହିଦ୍ ବିର୍ଶାମୁଣ୍ଡାଙ୍କ ପୁଣ୍ୟତିଥୀରେ ,ବାସ୍ତବ ଟିଭି ପରିବାରର ଗଭୀର ଶ୍ରଦ୍ଧାଞ୍ଜଳି । ୧-ରାଜ୍ୟରେ ଆଜି ନୂଆ ୧୪୬ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି,୧୧୩୬ ଜଣ ଆକ୍ଟିଭ କେସ୍ ଥିବା ବେଳେ ୧୯୯୩ ସୁସ୍ଥ ହୋଇଛନ୍ତି। ୨-ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୫୯୮ରେ ପହଞ୍ଚିଲା । ୨୪ ଘଣ୍ଟାରେ ପ୍ରାୟ ୧୦,୦୦୦ ନୂଆ […]
ବାସ୍ତବ ବ୍ୟୁରୋ : ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଥିଲା ଯେ, ଷଷ୍ଠ ସେମିଷ୍ଟାର ପରୀକ୍ଷା ଜୁନ ୨୦ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖରେ ପରୀକ୍ଷା ଶେଷ ହେବ । ଯାହାକୁ ନେଇ ଆଜି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ପରୀକ୍ଷା ବନ୍ଦ ଦାବିରେ ବିକ୍ଷୋଭ କରିଥିଲେ । ପରୀକ୍ଷାକୁ ସଂପୂର୍ଣ୍ଣ ବାତିଲ କରାଯାଉ ନହେଲେ ଅନଲାଇନ ପରୀକ୍ଷା ହେବ ବୋଲି ଦାବି କରିଥିଲେ । ରମାଦେବୀ ବିଶ୍ୱବିଦ୍ୟାଳୟ […]
ବାସ୍ତବ ବ୍ୟୁରୋ : ନରେନ୍ଦ୍ର ମୋଦୀ ସରକାରର ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ,ପ୍ରଥମଥର ପାଇଁ ଡିଜିଟାଲ ଫ୍ଲାଟଫର୍ମରେ ସମ୍ବୋଧନ କରିଛି ଭାରତୀୟ ଜନତା ପାର୍ଟି । ଆଜି ଆୟୋଜିତ ହୋଇଥିବା ଏହି ଭର୍ଚୁଆଲ ର୍ୟାଲିରେ ଉଦବୋଧନ ଦେଇ ଅମିତ ଶାହା କହିଛନ୍ତି ଯେ, ଓ଼ଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ ଯେପରିକି କୌଣସି ଶ୍ରମିକକୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ଏଥିପାଇଁ […]
୧-ଆଜି ରାଜ୍ୟରେ ୧୩୮ଜଣ କରୋନା ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି, ଆକ୍ଟିଭ କେସ୍ ୧୦୮୯ ଥିବା ବେଳେ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି । ୨-କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ । ୩-ହଂସପାଳ ଫ୍ଲାଏଓଭରର ଶିଳାନ୍ୟାସ କରିଲେ ଅପରାଜିତା ଷଡ଼ଙ୍ଗୀ । ୪-ଆଜିଠୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ । ୫-ରବିବାର ଦିନ ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାରେ ଭାରତୀୟ ସେନାକୁ ମିଳିଛି ଆଉ ଏକ ସଫଳତା-ଏନକାଉଣ୍ଟରରେ […]
ବାସ୍ତବ ବ୍ୟୁରୋ : ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସଂକ୍ରାନ୍ତରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ଆଜି ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି । ସାଡେ ୪ କୋଟି ଓଡ଼ିଆଙ୍କ ଦାବି […]