୧- ପୁରୀ ଜିଲ୍ଲା ପିପିଲିର ଥିବା ଏକ ସାତଶଂଖଠାରେ କତା କମ୍ପାନୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ୨-ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଫସିରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ବିଦେଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ୩-କରୋନା ପରିଚାଳନାରେ ଓଡ଼ିଶା ୧ ନମ୍ବର, ମୃତ୍ୟୁ ହାରରେ ସବୁଠୁଁ ତଳେ, ସୁସ୍ଥ ହେବାରେ ସର୍ବାଗ୍ରେ। ୪-ରାଜ୍ୟରେ LPG 26 ଟଙ୍କା 50 ପଇସା ମହଙ୍ଗା। […]
ବାସ୍ତବ ବ୍ୟୁରୋ : ଆଗାମୀ ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଥିବା ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି । ସେହିପରି ଭାରତୀୟ ପାଣିପାଗ ବିଭାଗ ଦେଶର ଅନ୍ୟ ରାଜ୍ୟ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି । ଆସନ୍ତା ବୁଧବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଗୋଆ, ଦକ୍ଷିଣ ଗୁଜୁରାଟ, […]
୧- ରାଜ୍ୟରେ ପୁଣି ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ।ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି । ୨-ଭୁବନେଶ୍ୱର:ଜୁଲାଇ ୩୧ଯାଏଁ ରାଜ୍ୟର ସମସ୍ତ ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ବନ୍ଦ। ଜୁନ୍ ୩୦ ଯାଏଁ ଖୋଲିବନି ସପିଂ ମଲ୍, ସିନେମା ହଲ, ମନ୍ଦିର । ୩୦ ପ୍ରତିଶତ କ୍ଷମତାରେ ଖୋଲିବ ହୋଟେଲ୍। ୩-ଆଳି: କ୍ବାରେଣ୍ଟାଇନ ଅନ୍ତେବାସୀଙ୍କୁ ଭାବ ବିହ୍ବଳ ବିଦାୟ ପରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ପଞ୍ଚାୟତର […]
ବାସ୍ତବ ବ୍ୟୁରୋ-ରାଜ୍ୟ ରେ ଦିନ କୁ ଦିନ ବଡୁଥିବା କରୋନା ସଂକ୍ରମଣ କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଜାରି କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, କରୋନାକୁ ଗ୍ଲୋବାଲ ଟ୍ରାଭେଲର୍ସମାନେ ଦେଶରୁ ଦେଶକୁ ନେଇଛନ୍ତି । ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି । ବାହାରୁ ଆସୁଥିବା […]
ବାସ୍ତବ ବ୍ୟୁରୋ: ଆଜି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ଯେ, କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହେଇଯାଇଛି । ବଙ୍ଗୋପସାଗର ଉପରେ ସୃଷ୍ଟ ସାଇକ୍ଲୋନିକ୍ ସର୍କ୍ୟୁଲେସନ୍ ଏ ବର୍ଷ ଭାରତରେ ମୌସୁମୀ ବାୟୁ ଅଗ୍ରଗତିକୁ ତ୍ବରାନ୍ବିତ କରିଛି । ଏ ବର୍ଷ ଭାରତରେ ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ସ୍ବାଭାବିକ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। […]
ବାସ୍ତବ ବ୍ୟୁରୋ : ପରଲୋକରେ ବଲିଉଡ ଜଗତର ଲୋକପ୍ରିୟ ସଂଗୀତକାର ୱାଜିଦ୍ ଖାନ । ଭାଙ୍ଗିଗଲା ସାଜିଦ୍-ୱାଜିଦ୍ ଯୋଡ଼ି । ନିଜ ଭାଇ ସାଜିଦ ଖାନଙ୍କ ସହ ମିଶି ସାଜିଦ୍-ଓ୍ୱାଜିଦ ନାମରେ ସେ ବହୁ ଲୋକପ୍ରିୟ ବଲିଉଡ୍ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୱାଜିଦ୍ ରବିବାର ବିଳମ୍ବିତ ରାତିରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । […]
୧-ଅନଲକ୍-୧ : ଜୁନ୍ ୩୦ ଯାଏ ବଢ଼ିଲା ଲକ୍ଡାଉନ୍, ୮ରୁ ଖୋଲିବ ଧାର୍ମିକସ୍ଥଳ, ହୋଟେଲ୍ ଓ ସପିଂମଲ। ଜୁଲାଇ ପହିଲା ଯାଏଁ ଖୋଲିବନି ଜିମ୍, ସିନେମା ହଲ ଏବଂ ସ୍କୁଲ।ରାତି ୯ରୁ ସକାଳ ୫ଯାଏଁ କଟକଣା। ୨-ବନ୍ଦେ ଉତ୍କଳ ଜନନୀ ସ୍ୱରରେ ଗୁଞ୍ଜରି ଉଠିଲା ସାରା ଓଡ଼ିଶା, ବିଶ୍ବବାସୀ ଶୁଣିଲେ ଉତ୍କଳ ବନ୍ଦନା। ୩-ବସରେ ଯାଉନାହାଁନ୍ତି ଯାତ୍ରୀ, ବନ୍ଦ ହୋଇପାରେ ବସ ଚଳାଚଳ ! ପରିବହନ ମନ୍ତ୍ରୀଙ୍କୁ ଭେଟିଲା ବସ […]
ବାସ୍ତବ ବ୍ୟୁରୋ-ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମର ଏହା ହେଉଛି ୬୫ ତମ ସଂସ୍କରଣ । କରୋନା ସମୟରେ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଯେ, ଲୋକ ଧୈର୍ଯ୍ୟ ଓ ସାହାସିକତାର ସହ ସ୍ଥିତିର ମୁକାବିଲା କରିଛନ୍ତି । ଆଉ ଏହାରି […]
୧-ବରଗଡ଼ ଜିଲ୍ଲାରେ ନୂତନ ୬ଜଣ କରୋନା ପଜିଟିଭ୍ ଚିହ୍ନଟ । ୨-୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ । ଗୋଟିଏ ଦିନରେ ୮ ହଜାରରୁ ଅଧିକ ରୋଗୀ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୪୫୮। ବିଶ୍ବ ରେ ଭାରତ ସ୍ଥାନ ନବମ । ୩-କୋଭିତ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ୫ଟା ୩୦ମିନିଟ୍ ରେ ଗାଇବେ ବନ୍ଦେ ଉତ୍କଳଜନନୀ । ଦେଶ […]
୧-ନୂଆ ୬୩ ଜଣ କୋରୋନା ପଜିଟିଭ ଚିହ୍ନଟ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଲା । ୨-ଟ୍ବିନ ସିଟି ସାବଧାନ ! ଲକ୍ଡାଉନ୍ ନିୟମ ଖିଲାପ କଲେ ଆଉ ମିଳିବନି ନିସ୍ତାର, ଅମାନିଆଙ୍କୁ ନଜର ରଖିବ ଡ୍ରୋନ। ୩-କୋଭିଡ୍-୧୯ ଚିନ୍ତା : ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ରାୟଗଡ଼ା ଜିଲ୍ଲା ଉନ୍ନୟନ କାର୍ଯ୍ୟ ସମୀକ୍ଷା। ୪-କେନ୍ଦ୍ର- ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଘରକୁ ଯାଉଥିବା ପ୍ରବାସୀ […]