୧-ଲକଡାଉନ୍: ରେଲଓ୍ୱେ ଓ ଏୟାରଲାଇନ୍ସ ଆରମ୍ଭ କଲେ ଟିକେଟ୍ ବୁକିଂ, ଏପ୍ରିଲ ୧୫ରୁ କରିପାରିବେ ଯାତ୍ରା। ୨-ଖୁସି ଖବର: ରାଜ୍ୟରେ ଦ୍ବିତୀୟ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ସୁସ୍ଥ, ଏମ୍ସ ହସ୍ପିଟାଲରୁ ହେଲେ ଡିସ୍ଚାର୍ଜ। ୩-ନିଜାମୁଦ୍ଦିନ କରୋନା ହଟସ୍ପଟ:୧୮୩୦ ଚିହ୍ନଟ,୧୪୦୦ ଚାଲିଛି ଖୋଜା। ୪-ସତର୍କ କଲେ ସୁବ୍ରତ: ଆସନ୍ତା ୨ ସପ୍ତାହ ସମସ୍ତଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ଜଗିରଖି ଚଳନ୍ତୁ, ୧୫ ଦିନ ଘରେ ରହି କରୋନାକୁ […]
୧-ଖାଲି ରହିବନି ପଶୁଙ୍କ ପେଟ । ଖୋଲା ରହିବ ପଶୁ ଖାଦ୍ୟ ଦୋକାନ ସହ ପଶୁ ଚିକିତ୍ସାଳୟ । ବୁଲା କୁକୁର ଓ ଗୋରୁଙ୍କ ପାଇଁ ସରକାର ଦେଇଥିଲେ ୫୪ ଲକ୍ଷ। ୨-କରୋନା ଯୋଗୁ ମାନ୍ଦାବସ୍ଥାକୁ ଚାଲିଯିବ ବିଶ୍ୱ ଅର୍ଥନୀତି, ବର୍ତ୍ତିଯିବେ ଚୀନ ଓ ଭାରତ: UN ୩-ଓଡ଼ିଶାରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ। ସେ ଭଦ୍ରକ ଜିଲାର ବାସିନ୍ଦା, ନିକଟରେ ଦୁବାଇରୁ ଫେରିଥିଲେ। ୪-କରୋନା ପାଇଁ ଦରମା କଟକଣା […]
୧-ଏପ୍ରିଲ ୯ ସୁଦ୍ଧା ସରକାରୀ କର୍ମଚାରୀ ଙ୍କୁ ଦରମା ଏବଂ ପେନସନ ଦେବାକୁ ସବୁ ଟ୍ରେଜେରୀ କୁ ନିର୍ଦେଶ। ୨ -ସମ୍ପ୍ରତି ଜରୁରୀକାଳୀନ କାର୍ଯ୍ୟ ରେ ନିୟୋଜିତ ବ୍ୟକ୍ତି ଙ୍କ ବୀମା କରିବାକୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ସରକାର ଙ୍କୁ ଦେଲେ ପ୍ରସ୍ତାବ। ୩ -ଭୁବନେଶ୍ୱର ରେ ନକଲି ସାନିଟାଇଜର କାରଖାନା ଠାବ, ସାମଗ୍ରୀ ଜବତ। କଳାହାଣ୍ଡି ରେ ବିପୁଳ ବିଦେଶୀ ମଦ ଜବତ କରି ନାମୀ ହୋଟେଲ […]
୧-ଦେଶରେ ହଜାର ଟପିଲେ କରୋନା ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ହେଲା ୨୭। ୨ -କରୋନା ଭୟ, ଆଜି ଲୋକସଭା ଭବନ କନଭେସନ ହଲରେ ବସିବ ବିଧାନସଭାର ବ୍ୟୟ ମଞ୍ଜୁରୀ ବିଲ ଅଧିବେଶନ।ଏକ ତୃତୀୟାଂଶ ସଭ୍ୟଙ୍କୁ ନେଇ ଚାଲିବ ଗୃହ। ୩-ଭୁବନେଶ୍ବର : ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ପାଇଁ ନିଯୁକ୍ତ ହେଲେ ୧୧ ନୋଡ଼ାଲ ଅଧିକାରୀ । ୪ -ତତଲା କଡେଇ ପାଲଟିବ ଓଡ଼ିଶା, ବଢିବ ତାପମାତ୍ରା।ଆସନ୍ତା ୨ ତାରିଖ […]
୧-କରୋନା ମୁକାବିଲା ନିମନ୍ତେ 500 କୋଟି ଟଙ୍କା ଅର୍ଥ ଘୋଷଣା କଲେ ଟାଟା ଗ୍ରୁପ ମୁଖ୍ୟ ରତନ ଟାଟା। ୨-ଆଜିଠୁ ଗାଁରେ ନିରାଶ୍ରୟ, ଦରିଦ୍ର୍ୟ ଓ ଅସୁସ୍ଥଙ୍କୁ ମାଗଣା ରନ୍ଧା ଖାଦ୍ୟ, ମିଲ୍ ପିଛା ଖର୍ଚ୍ଚ ଅଟକଳ ୩୦ ଟଙ୍କା। ୩-ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ଼ ଘୋଷଣା, ଉଠା ଦୋକାନୀଙ୍କୁ ୩ହଜାର,୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ। ୪-ଦେଶରେ ଆଉ ଏକ ସାମାଜିକ ସଂକଟ:ପେଟ ବିକଳରେ ଘରକୁ ଫେରୁଛନ୍ତି […]
୧-କମିବାର ନାଁ ନେଉନି କରୋନା: ସଂକ୍ରମିତ ସଂଖ୍ୟାରେ ଚୀନ୍କୁ ଟପିଲା ଆମେରିକା, ଇଟାଲୀରେ ମଡକ, ବିଶ୍ବରେ ମୃତ୍ୟୁ ସଂଖ୍ୟା ୨୪ ହଜାର ୮୭୫। ୨-ମୁଖ୍ୟମନ୍ତ୍ରୀଙ୍କ ୨୨ ଶହ କୋଟି ଟଙ୍କାର ପ୍ୟାକେଜ୍: ତିନି ମାସର ଆଗୁଆ ରାସନ, ବୃଦ୍ଧ- ବିଧବା, ଦିବ୍ୟାଙ୍ଗଙ୍କୁ ଭତ୍ତା ଓ ଶ୍ରମିକଙ୍କୁ ଆର୍ଥିକ ସହାୟତା। ୩-ବେଙ୍ଗାଲୁରୁ :୧୦ ମାସର ଶିଶୁ କରୋନା ସଂକ୍ରମିତ, କ୍ଵାରେଣ୍ଟାଇନରେ ଗୋଟିଏ ପରିବାରର ୬ ଜଣ। ୪-ଡ୍ରିମ୍ସ କ୍ୟାମ୍ପସରେ ଯୁଦ୍ଧକାଳୀନ ଭିତ୍ତିରେ […]
୧-କରୋନା ମୁକାବିଲା ନିମନ୍ତେ ହାତ ଖୋଲିଲେ କେନ୍ଦ୍ର ସରକାର, ବାଣ୍ଟିଲେ 1ଲକ୍ଷ 76 ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା। ୨-ଓଡ଼ିଶାରେ ତୃତୀୟ କରୋନା ରୋଗୀ ଚିହ୍ନଟ : କର କ୍ଲିନିକ୍କୁ ନ ଯିବା ପାଇଁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ। ୩-୩ମାସ ଯାଏଁ ମାଗଣା ରନ୍ଧନ ଗ୍ୟାସ୍ ବଂଟନ ପାଇଁ ନିଷ୍ପତି ନେଲେ କେନ୍ଦ୍ର ସରକାର । ୮ କୋଟି ୩୦ ଲକ୍ଷ ବିପିଏଲ ପରିବାରକୁ ମିଳିବ ମାଗଣାରେ ଏଲପିଜି […]
ବାସ୍ତବ ବ୍ୟୁରୋ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିବାର ୩୬ ଘଣ୍ଟା ରେ, ଗରିବ କଲ୍ୟାଣ ଯୋଜନାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଦେଶର ଶ୍ରମିକ, ଗରିବ ଏବଂ ସାଧାରଣ ବର୍ଗର ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନରେ ଏହି ପ୍ୟାକେଜ ବାବଦ ଅର୍ଥ ବିନିଯୋଗ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ପ୍ୟାକେଜ୍ ଘୋଷଣା […]
ବାସ୍ତବ ବ୍ୟୁରୋ- ପୂର୍ବରୁ ରାଜ୍ୟରେ ୨ କରୋନା ଆକ୍ରାନ୍ତ ଥିବା ବେଳେ ଆଜି ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି। ସଂକ୍ରମିତ ହୋଇଥିବା ରୋଗୀ ଜଣଙ୍କ ଜଣେ ପୁରୁଷ ଏବଂ ତାଙ୍କ ବୟସ ୬୦ ବର୍ଷ ବୋଲି ସୂଚନା ମିଳିଛି। H & FW Dept Odisha✔@HFWOdisha One […]
୧-ଆଉ ନାହିଁ ବର୍ଷା, ଆଜିଠାରୁ ବଢିବ ଖରା। ୨-କଟକବାସୀଙ୍କ ପାଇଁ ଖୁସି ଖବର,ଜନଗହଳି ଏଡାଇବା ପାଇଁ ସିଏମସି ଆରମ୍ଭ କଲା ହୋମ୍ ଡେଲିଭରି ସୁବିଧା। ୩-କରୋନା: BSNL ଲଞ୍ଚ କଲା ଜିରୋ କଷ୍ଟର Work@Home ପ୍ଲାନ, ଘରେ ବସି ବ୍ୟବହାର କରିପାରିବେ ମାଗଣା ଇଣ୍ଟରନେଟ। ୪-ହାରିବ କରୋନା ଜିତିବ ମଣିଷ । କରୋନାକୁ ହରାଇବା ପାଇଁ ଭୁବନେଶ୍ୱର ଏମ୍ସର ପ୍ରୟାସ । ରାଜ୍ୟର ଦ୍ୱିତୀୟ କରୋନା ନମୁନା ପରୀକ୍ଷା କେନ୍ଦ୍ର […]