୧-ବୌଦ୍ଧ :KIMS ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ମାଗଣା ଔଷଧ ବଣ୍ଟନ କଲେ କିମ୍ସ ଡାକ୍ତର। ୨-ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍ ଓଡ଼ିଶା ରିଜିୟନ୍ର ଷଷ୍ଠତମ ଆଞ୍ଚଳିକ ସମ୍ମିଳନୀ, ଡ. ଅଚ୍ୟୁତ ସାମନ୍ତଙ୍କୁ ବେସାନ୍ତ ସେଲଫଲେସ୍ ସର୍ଭିସ୍ ଆୱାର୍ଡ। ୩-ହୁ ହୁ ହୋଇ ବଢ଼ୁଛି ପିଆଜ ଦର : ଆଗକୁ ଆହୁରି ବଢ଼ିବା ସମ୍ଭାବନା। ୪-ଭୁବନେଶ୍ୱର:ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନାଗରିକ ସମ୍ମାନ ପ୍ରଦାନ। ୫-ଟାଇମ୍ପାସ୍ ବୁକର’ ପୁରସ୍କାର […]
ବାସ୍ତବ ବ୍ୟୁରୋ-‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆମେରିକାର ହଷ୍ଟନ୍ ସହରରେ କାଲି ପହଞ୍ଚିଛନ୍ତି | ଏହି ଏକ ସପ୍ତାହର ଲମ୍ବା ବିଦେଶ ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କଥା ହେବା ସହ ୟୁଏନଜିଏ କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁସାରେ ତେଲ ସେକ୍ଟର ସିଇଜୋ ସହ ଏକ ଗୋଲଟେବୁଲ ବୈଠକ ହେବା ସହ ଏହା ପରେ ସେ […]
୧-ନନ୍ଦନକାନନରେ ଘାତକ “ହରଫିସ” ଭୂତାଣୁରେ ୪ଟି ହାତୀଙ୍କ ମୃତ୍ୟୁ, ମୁକାବିଲା ପାଇଁ ବିଦେଶରୁ ଆସିବେ ସ୍ୱତନ୍ତ୍ର ଟିମ। ୨-୧୪୦ କିଲୋମିଟରର ବିସ୍ତୀର୍ଣ ବେଳାଭୂମି ସଫେଇ କରି ବିଶ୍ୱ ରେକର୍ଡ ହାସଲ କରିବାକୁ ଯାଉଛି ପୁରୀ ଜିଲ୍ଲା। ୩-ନୁଆ ଶିକ୍ଷାନିତିକୁ ନୂଆଦିଲ୍ଲୀରେ ବୈଠକ, ଓଡ଼ିଶାରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବଂ ବୈଷୟିକ ଓ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଦେଲେ ଯୋଗ। […]
୧-ଆଜି ଓଡ଼ିଶା ଆସୁଛନ୍ତି ଇସ୍ରୋ ମୁଖ୍ୟ କେ. ଶିବନ୍।ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବେ। ୨-ଚାରି ବର୍ଷରେ ସର୍ବୋଚ୍ଚ ସ୍ତରରେ ପିଆଜ ଦର,ଏବେ ୫୦ଟଙ୍କା ଦୀପାବଳି ସୁଦ୍ଧା ଛୁଇଁପାରେ ୯୦ ଟଙ୍କା। ୩-ସର୍ଟସର୍କିଟ ଯୋଗୁ କଟକ BSNL ଅଫିସ୍ରେ ଅଗ୍ନିକାଣ୍ଡ।୧୫ଲକ୍ଷ ମୋବାଇଲ ଅକାମୀ। ୪-ଜିଏସଟି ପରିଷଦ: ମହଙ୍ଗା ହେଲା ମୃଦ୍ୟୁ ପାନୀୟ,୧୩ ସିଟ୍ ଯାଏ ପେଟ୍ରୋଲ-ଡିଜେଲ ଗାଡ଼ି ଉପରୁ ଜିଏସଟି ହ୍ରାସ। ୫-କେନ୍ଦ୍ରାପଡ଼ା:ଓଡ଼ିଶା ପାଇଁ ଗୌରବ ଆଣିଲେ ଅଷ୍ଟମ ଶ୍ରେଣୀ […]
୧-ନନ୍ଦନକାନନରେ ହାତୀ ମଡକ,୩ ସପ୍ତାହରେ ମଲେଣି ତିନି ହାତୀ। ୨-ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଆସାମୀକୁ ମିଳିଲା ଫାଶୀ ଦଣ୍ଡାଦେଶ। ୩-୨୨ଯାଏଁ କାଁ ଭାଁ ବର୍ଷା,୨୩ରୁ ବଢିବ ବର୍ଷା। ୪-ଆନ୍ତର୍ଜାତିକ ସ୍ତରରେ ଓଡ଼ିଆ ଭାଷାକୁ ସ୍ବୀକୃତି:ଇନଟରନେଟ ଗୁଗୁଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାରେ ଆପ୍ଲିକେସନ ଉପଲବ୍ଧ। ୫-ନୂଆ ବର୍ଷରେ ଇଲେକ୍ଟ୍ରିକ୍ କାର ଲଞ୍ଚ୍ କରିବ ଟାଟା,ମୋଟର ଓ ବ୍ୟାଟେରୀର ଓ୍ଵାରେଣ୍ଟି ୮ ବର୍ଷ ପର୍ଯ୍ୟନ୍ତ ରହିବ। ୬-ଭୁବନେଶ୍ୱର: ଜାମିନ୍ […]
ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ରେଳବାଇ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ I ଭୁବନେଶ୍ୱର ରେଳଷ୍ଟେସନରପୁନଃ ବିକାଶ ପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଅଛି I ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଓଡିଶା ସରକାରଙ୍କ ପକ୍ଷରୁ […]
ପ୍ଲାଷ୍ଟିକ ବଦଳରେ ପ୍ୟାକେଜିଙ୍ଗ ପାଇଁ ନୂତନ ବିଚାରଧାରା ପ୍ରତି ପୂର୍ବତଟ ରେଳପଥ ର ଗୁରୁତ୍ୱାରୋପ – ପ୍ଲାଷ୍ଟିକ ପ୍ରଦୂଷଣ ସମ୍ବନ୍ଧରେ ଆଲୋଚନାଚକ୍ର ସ୍ୱଚ୍ଛତା ହିଁ ସେବା – ସ୍ୱଚ୍ଛତା ପକ୍ଷ୍ୟ-୨୦୧୯ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ ମୁକ୍ତ ରାଷ୍ଟ୍ର ଗଠନ ସମ୍ବନ୍ଧରେ ଆଲୋଚନାଚକ୍ର ହୋଇଯାଇଅଛି I ଏହି ଅବସରରେ ଯୋଗଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳପରିସର, ଟ୍ରେନ, ରେଳବାଇ […]
୧-ସୁବାସ ଚୌହାନ ହେଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ। ୨-ନବରଙ୍ଗପୁର:ବଦଳୁଛି ସମୟ, ବଦଳୁଛି ବି ସମାଜ। ବିଧବା ବୋହୂର କନ୍ୟା ଦାନ କଲେ ଶ୍ବଶୁର। ୩-ଶିକ୍ଷାନୁଷ୍ଠାନ ଗୁଡିକରେ ରାଗିଂ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଉଦବେଗ, ଗାଇଡ ଲାଇନର ପାଳନ ଜଣାଇବାକୁ ନିର୍ଦ୍ଦେଶ। ୪-ବଢ଼ିଲା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ ସମୟ। ଏଣିକି ସକାଳ ସାଢେ ୯ଟାରୁ ସାଢେ ୪ଟା ପର୍ୟ୍ୟନ୍ତ ସ୍କୁଲରେ ରହିବେ ଶିକ୍ଷକ-ଶିକ୍ଷୟତ୍ରୀ । ୫-ରେଳ କର୍ମଚାରୀଙ୍କୁ ପୂଜା […]
୧-ତିନି ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା। ୨୦ ହଜାର ସରକାରୀ ଚାକିରିଆ ଓ ୯ ହଜାର ନାବାଳକ ପାଇଛନ୍ତି କାଳିଆ ଟଙ୍କା। ଅର୍ଥ କିଭଳି ଫେରିବ ଏବେ ସରକାରଙ୍କ ପାଇଁ ଏହା ଅଡୁଆସୂତା। ୨-ମୋଟ ୪୦ଟି ଖଣି ନିଲାମ ହେବା ନେଇ ସୂଚନା ଦେଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ୩-ମାଲକାନଗିରି: ଡ୍ରାଇଭର ସହ ମିଶି ରୋଗୀକୁ ପାଞ୍ଚ କିଲୋମିଟର କାନ୍ଧରେ ବୋହି ରୋଗୀର […]
୧-ପୂର୍ବତନ ବିଧାୟକଙ୍କୁ ନୋଟିସ୍, ଜଲଦି କ୍ବାର୍ଟର ଛାଡ ନଚେତ କଟାଯିବ ବିଜୁଳି ଓ ପାଣି : ବାଚସ୍ପତି। ୨-ଆସନ୍ତା ୨୦ରୁ କିଟ୍ ଆନ୍ତର୍ଜାତିକ ଛାୟା ଜାତିସଂଘ, କୂଟନୈତିକ ଓ ରାଜନୈତିକ ପ୍ରସଙ୍ଗର ଯୁକ୍ତି ହେବ ଉପସ୍ଥାପନ।ବିଶ୍ୱର ବିଭିନ୍ନ ଅନୁଷ୍ଠାନର ୨୫ ଶହରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ପାଇଁ କଲେ ନାମ ପଞ୍ଜୀକରଣ । ୩-ଏଣିକି ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ବାଦାମବାଡ଼ି ଯାଉଥିବା ସମସ୍ତ ବସ୍, ଫ୍ଲାଏ ଓଭର ତଳକୁ […]


