ଭଦ୍ରକ(ରିପୋଟ୍-ରଞ୍ଜନ ପଣ୍ଡା) – ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ଓ ସମସ୍ତ ଟ୍ରେନର ରହଣି ଦାବିକୁ ନେଇ ଆଜି କଂଗ୍ରେସ ପକ୍ଷରୁ ରେଳରୋକ କରାଯାଇଛି । ଠିକ୍ ଦୁଇମାସ ପୂର୍ବରୁ ରେଳରୋକ କରାଯାଇଥିଲା । ଏବଂ ପରେ ବିଭାଗୀୟଙ୍କ ପ୍ରତିଶୃତି ପରେ ରେଳ ରୋକ ହଟିଥିଲା । ସୂଚନା ଅନୁଯାୟୀ ବିଭାଗୀୟଙ୍କ ପ୍ରତିଶୃତି ମୁତାବକ ୫ଟି ଦୃତଗତି ଟେନ୍ର ରହଣି ଏବଂ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ଟେଣ୍ଡର ପ୍ରକ୍ରିୟା ଫେବୃଆରୀ ୨୮ […]
ପାକିସ୍ତାନକୁ ଆମେରିକାର ଶକ୍ତ ଝଟକା । ଏଣିକି ଆମେରିକା ଯିବା ପାଇଁ ପାକିସ୍ତାନ ନାଗରିକଙ୍କୁ ୩ମାସର ଭିସା ମିଳିବ । ତାହା ସହ ନୂଆ ଆଇନ୍ ଅନୂଯାୟୀ ଓ୍ବାର୍କି ଭିସା, ଜର୍ଣ୍ଣାଲିଷ୍ଟ ଭିସା, ଟ୍ରାନ୍ଫସର ଭିସା ଓ ଧାର୍ମିକ ଭିସା ପାଇଁ ଫି’ ମଧ୍ୟ ବୃଦ୍ଧି ପାଇଛି । ଦିନେ ଯେଉଁ ଭିସା ପାଇଁ ୩୨ ଡଲାର ଲଙ୍କଜ୍ଞରଥିଲା ଏବେ ତାକୁ ବୃଦ୍ଧିକରି ୩୮ ଡଲାର କରିଛି । ଭାରତ […]
ବଲାଙ୍ଗୀର(ବାସ୍ତବ ଟିଭି): ମା’ ସାମ୍ନାରୁ ହେଲା ମେଡିକାଲରେ ପିଲା ଚୋରି । ଆଶାକର୍ମୀଙ୍କ ଡ୍ରେସ୍ କୋଡରେ ଆସି ପିଲା ଚୋରିକରି ନେଳେ ମହିଲା । ଖାଲି ସେତିକି ନୁହେଁ ମା’ ପାଖରେ ବସିବା ସହ ସô୍ାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ପିଲା ଚେରି ମହିଳା ତାହା ସହ ନବଜାତ ଶିଶୁଟିକୁ ମୁହଁଚୁଆଁ ମଧ୍ୟ ଦେଲେ ମହିଳା ଜଣକ । ପରେ ପରେ ଖେଳାଇବାକୁ କହି ପିଲା ଧରି ଚମ୍ପଟ ମାରିଲେ […]
ବାରଣାସୀ: ଚଳନ୍ତା କାରରେ ଗଣଦୁଷ୍କର୍ମ । ଏମିତି ଏକ ଅଭାବନୀୟ ଓ ନିନ୍ଦନୀୟ ଘଟଣା ଘଟିଛି ବାରଣାସୀ ଅଞ୍ଚଳରେ । ସାଗର ଯାଦବ ନାମକ ଜଣେ ଛାତ୍ର ଓ ତାଙ୍କ ଦୁଇ ସାଙ୍ଗଙ୍କ ସହ ମିଶି ଏପରି କୁକାର୍ଯ୍ୟ କରିଥିବା ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ ସାଗର ତାର ସାଙ୍ଗ ମାନଙ୍କ ସହ ମିଶି ବାରଣାସୀରେ ରହି ଆସୁଥିଲେ । ଏବଂ କଛିି ଚାକିରି ପାଇଁ ପ୍ରସ୍ତୁତି ଚଳାଉଥିଲେ […]
ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ +୨ ପରୀକ୍ଷା । ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ବିଭ୍ରାଟ ଦେଖା ଦେଇଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ସେଣ୍ଟ୍ରାଲ ଜୋନ ସହ ବ୍ରହ୍ମପୁର, ସମ୍ବଲପୁର ଓ ବାରିପଦା ଭଳି ୪ ଟି କେନ୍ଦ୍ରରେ ସ୍ବାର୍ଡ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପାଇଁ ୨୦୨ଟି ହବ କରାଯାଇଛି । ପ୍ରତିଦିନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପଠାଯିବ । […]
ଭଦ୍ରକ(ବାସ୍ତବ ଟିଭି): ଗତକାଲି ମହାଶିବରାତ୍ରୀ ଜାଗର ଅବସରରେ ଆରଡ଼ିରେ ଲାଗିଥିଲା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାଦେବଙ୍କ ଦର୍ଶନ କାରିବା ନିମନ୍ତେ ଦୁରଦୁରାନ୍ତରୁ ଛୁଟିଆସିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ଗତ କାଲି ସକାଳୁ ସକାଳୁ ପହଡ଼ ଖୋଲାଯିବା ପରେ ମଙ୍ଗଳ ଆରିୀ ହୋଇଥିଲା ଓ ପରେ ପରେ କନିକା ରାଜାଙ୍କ ତରଫରୁ ପହିଲି ଘର୍ଷଣ ଭୋଗ ଲାକୁ କରାଯାଇଥିଲା । ଏବଂ ପ୍ରଭୁ ମହାଦେବଙ୍କ ସମସ୍ତ କର୍ମ ସରିବା ପରେ […]
ରାଜ୍ୟରେ ଲାଗିରହିଛି କୋହଲା ପାଗ ସାଙ୍ଗକୁ କାଳବୈଶାଖୀର ତାଣ୍ଡବ । ଆସାମ-ଛତିସଗଡ ମଧ୍ୟରେ ରହିଥିବା ଟ୍ରାପ୍ଲାଇନ୍ ଼ ଫଳରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ କାଳବୈଶାଖିର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି । ତେବେ ଆସନ୍ତାକାଲି ଅର୍ଥାତ୍୬ ତାରିଖରୁ ଉତ୍ତର ଓଡ଼ିଶାରେ ବର୍ଷା ଜାରି ରହିବବୋଲି କହିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦଗଡ଼,ସମ୍ବଲପୁର, ବରଗଡ଼, ବଲାଙ୍ଗୀର କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ […]
ଭୁବନେଶ୍ୱର(ବାସ୍ତବ ଟିଭି): “ଘରେ ଘରେ ଶଙ୍ଖ” ବିଜେଡ଼ି ପାଇଁ ରାଜନୀତିର ଆଉ ଏକ ନୂଆ ଟ୍ରିକ୍ । ଆଜି ବିଜୁ ପଟ୍ଟନାୟକଙ୍କ ୧୦୩ ଜୟନ୍ତି ଅବସରରେ ବିଜେଡ଼ି କରିଛି ଏକ ନୂଆ ନିର୍ବାଚନୀ ପ୍ରସ୍ତୁତି । ଆଜିଠୁ ଆରମ୍ଭ ହୋଇଛି ବିଜେଡ଼ିର “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀ ବ୍ଲକ ପ୍ରଧାନ ସାହି ପଞ୍ଚାୟତରୁ ‘ଘରେଘରେ ଶଙ୍ଖ’ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି […]
ଭୁବନେଶ୍ୱର(ବାସ୍ତବ ଟିଭି): ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ଲଢ଼ିବେନି ନିର୍ବାଚନ । ଏ ନେଇ ଆଜି ଖୁଲମଖୁଲା ପ୍ରକାଶ କରିଛନ୍ତି, ଏବଂ ସେ କହିଛନ୍ତିକି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥରାହୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ତଥାଗତ । ସବୁଠୁ ବଡ଼ କଥା ହେଉଛି ତଥାଗତ ଆହୁରି ମଧ୍ୟ କହିଛନ୍ତିକି ସେ ରାଜନୀତିରୁ ଓହରିବା ପରେ ସେ ସାମ୍ବାଦିକରେ ଫୋକସ୍ କରିବେ ବୋଲି କହିଛନ୍ତି । ଏବ […]
କେନ୍ଦ୍ରାପଡ଼ା(ବାସ୍ତବ ଟିଭି): କଡ଼ ଲେଉଟାଇବ ‘ରାଜନଗର ରାଜନୀତି’ । ବହୁ ଦିନର ପ୍ରତିକ୍ଷାର ଅନ୍ତ ଘଟିବାର ସମ୍ଭାବନାରେ କେନ୍ଦ୍ରାପଡ଼ାର ‘ରାଜନଗର ରାଜନୀତି’ । ଦୀର୍ଘ ୩୫ବର୍ଷରୁ ଉଦ୍ଧ୍ୱର୍ ଜନତା ଦଳ ହେଇ କି କଂଗ୍ରେସରେ ରାଜୁତି କରିଆସୁଥିବା ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କ ଗଡକୁ଼ ୨୦୦୯ରେ ଅକ୍ତିଆର କରିଥିଲେ ଅଲେଖ କୁମାର । ଯାହାକୁ ନେଇ ରାଜନଗର ରାଜନୀତିରେ ଆରମ୍ଭ ହୋଇଥିଲା ଏକ ନୂଆ ରାଜନୀତି ସମୀକରଣ । ହେଲେ ୨୦୧୪ […]