ବାସ୍ତବ ଟିଭି – ଭବାନୀପାଟଣା ରୁ ଲଷ୍ମୀ ରଞ୍ଜନ ବାଗ କଳାହାଣ୍ଡି କଂଗ୍ରେସ ର ହେଭିଓ୍ବେଟ ଭକ୍ତଚରଣ ଦାସ ଙ୍କ ପୁଅ ସାଗର ଚରଣ ଦାସ ଚଳିତ ନିର୍ବାଚନରେ ଭବାନୀପାଟଣା ବିଧାନସଭା ମଣ୍ଡଳି ପାଇଁଁ ଦଳିୟ ଟିକେଟ ରେ ମଇଦାନରେ ଓହ୍ଲାଇଥିବା ବେଳେ ନାମାଙ୍କନ ଦାଖଳ ସରିବା ପରେ ପ୍ରଚାର ଆରମ୍ଭ କରି ଭୋଟର ମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବାପାଇ ଅନୁରୋଧ କରିବା ସହ ରାଜ୍ୟ ସରକାରଙ୍କ ବିଫଳତା […]

ବାସ୍ତବ ଟିଭି – କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଆସନ୍ତା ୧୧ ତାରିଖରେ କଳାହାଣ୍ଡି ଜିଳ୍ଳାର ୫ ବିଧାନସଭା ଓ ଳୋକସଭା ପାଇ ନିର୍ବାଚନ ହେବ। ହାତରେ ଅଳ୍ପ ସମୟ ଥିବାଯୋଗୁ ପ୍ରାର୍ଥୀ ମାନେ ମାରାଥନ ପ୍ରଚାର ଆରମ୍ଭ କରି ସାଧାରଣଲୋକଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ଭବାନୀପାଟଣ ନିର୍ବାଚନ ମଣ୍ଡଲି ଅନ୍ତର୍ଗତ କେସିଙ୍ଗା ଏନଏସି ବାଳସି,ସିଡୋଳ,ରେଙ୍ଗାଳି ଅଞ୍ଚଳରେ ରେ ବିଜେଡି ସାଂସଦ ଓ […]

ବାସ୍ତବ ଟିଭି – କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ କଳାହାଣ୍ଡି ଳୋକସଭା ଓ ୫ ଟି ବିଧାନସଭା ପାଇଁଁ ସୋମବାର ନାମାଙ୍କନ ଦାଖଳ ପ୍ରକ୍ରିୟା ଶେଷ ହୋଇଛି। କଳାହାଣ୍ଡି ର ଆରାଧ୍ୟ ଦେବି ମାଁ ମାଣିକେଶ୍ବରି ମନ୍ଦିର ରୁ ସମସ୍ତ ପ୍ରାର୍ଥୀ ମାନେ ପୁଜା ପାଠ ପରେ ସମର୍ଥକ ସହ ଶୋଭାଯାତ୍ରା କରି ନାମାଙ୍କନ ପାଇଁଁ ବାହାରି ଥିଲେ। ଲୋକସଭା ପ୍ରାର୍ଥୀ ପାଇଁଁ ବିଜେଡି ରୁ ପୁଷ୍ପେନ୍ଦ୍ର ସିଂଦେଓ ବିଜେପି […]

ରାଜନୀତି ପାଲଟୁଛି ରଣନୀତି । କେଉଁ ଦଳ କାହାକୁ କେଉଁଠୁ ପ୍ରାର୍ଥୀ କରିବ ତାକୁ ନେଇ ଚାଲିଛି ଅଙ୍କ କଷା । ନିକଟରେ ବିଜେଡ଼ି ଓ କଂଗ୍ରେସ ତାର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଥିଲେ ମଧ୍ୟ ଏବେ ବି ବିଜେପିତାର ପ୍ରାର୍ଥୀ ତାଲିକା ଘୋଷଣା କରିପାରିନାହିଁ । କିନ୍ତୁ ନିଜର ପ୍ରାର୍ଥୀ ତାଲିକା ସଜାଡ଼ିବାରେ ବିଳମ୍ବ କରିନି ବହୁଜନ ସମାଜ ପାର୍ଟି । ସମାଜବାଦୀ ପାର୍ଟି […]

ନୂଆଦିଲ୍ଲୀ(ବାସ୍ତବ ଟିଭି): ବହୁଜନ ସମାଜବାଦୀ ପାର୍ଟିର ସର୍ବେସବା ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏବଂ ସେ କହିଛନ୍ତିକି ସମାଜବାଦୀ ପାର୍ଟି ଏବଂ ବହୁ ଜନ ସମାଜବାଦୀ ପାର୍ଟିର ମେଣ୍ଟ ଏବେବି ମଜବୁତ ରହିଛି । ଏବଂ ଏବେ ତାଙ୍କର ଜିତିବାଠାରୁ ଜରୁରୀ ହେଉଛି ମେଣ୍ଟ ସଫଳତା । ଯଦି ନିର୍ବାଚନ ପରେ ଏପରି କୈଣସି ସ୍ଥିତି ସୃଷ୍ଟି ହୁଏ ତେବେ ସେ କୌଣସି […]

ଭୁବନେଶ୍ୱର(ବାସ୍ତବ ଟିଭି): ରାଜନୀତିରେ ପ୍ରାର୍ଥୀଙ୍କୁ ଦେଖିବାକୁ ଗଲେ ବିଜେପି ଆଗରେ । କାରଣ ଏଇ ମତ୍ର କିଛି ଦିନ ହେବ ହାତ ଓ ଶଙ୍ଖ ଛାଡ଼ି ପ୍ରାଏ ଅଧିକାଂଶ ନେତା ପଦ୍ମ ପୋଖରୀ ମୁହାଁ । ସେ ବିଜେଡ଼ିରୁ ଟିକେଟ୍ ନମିଳିବାରୁ ହେଉ କି କଂଗ୍ରେସକୁ ଭରସା ନକରି । ତେବେ ନିକଟରେ ବିଜେଡି ଓ କଂଗ୍ରେସ ତାଙ୍କର ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଳେ ମଧ୍ୟ […]

କଳାହାଣ୍ଡି(ରିପୋର୍ଟ- ଲକ୍ଷ୍ମୀରଞ୍ଜନ ବାଗ୍): କଳାହାଣ୍ଡି ଜିଲ୍ଲା ରୁପ୍ରା ଗ୍ରାମ ଠାରେ ବଜେପି ପକ୍ଷରୁ ବିଜୟ ସଂକଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିକଟରେ ବିଜେଡ଼ି ଦଳ ଛାଡ଼ ବିଜେପିରେ ନୂଆକରି ଯେଗ ଦେଇଥିବା ଯୁବନେତା ଜିତୁମିଶ୍ର ଉପସ୍ଥିତ ଥିବାବେଳେ ବିଜେପି ନେତା ଶ୍ରୀତମ ଦାସ, ଡଃ ଦାମୋଦର ରାଉତ, ଉପସ୍ଥିତ ରହି ନର୍ଲା ନିର୍ବାଚନ ମଣ୍ଡଳୀ ରେ କିପରି ଭାବରେ ତାଙ୍କ ଦଳ ବିଜୟ ଲାଭ କରିବ ସେନେଇ […]

ନୂଆଦିଲ୍ଲୀ(ବାସ୍ତବ ଟିଭି): ଗ୍ରାହକ ମାନଙ୍କ ପାଲଁ ଖୁସିର ଖବର । ପୁଣି କମିଲା ସୁନା ଓ ରୁପା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇବା ସାଙ୍ଗକୁ ଏହାର ସିଧାସଳଖ ପ୍ରଭାବ ଭାରତର ଗହଣା ବଜାର ଉପରେ ପଡ଼ିଛି । ୧୦ ଗ୍ରାମ ସୁନାର ଦାମ୍ ୨୮୦ ଟଙ୍କା କମିଥିବା ବେଳେ ୧କେଜି ରୁପାର ଦାମ୍ ୩୪୫ଟଙ୍କା କମିଛି । ଯାହାଫଳରେ ଏବେ ସୁନାର […]

ନୂଆଦିଲ୍ଲୀ (ବାସ୍ତବ ଟିଭି): ଚାଇନାର ଏକ କମ୍ପାନୀ ‘ସାଓମି’ ଭାରତରେ ଲଞ୍ଚକଲା ‘ଏମଆଇପେ’ା ଏହା ସମ୍ପୁର୍ଣ୍ଣ ‘ଗୁଗୁଲ ପେ’ ପରି । ଏହାକୁ ଆପଣ ଠିକ୍ ଗୁଗୁଲ ପେ ପରି ବ୍ୟବହାର କରିପାରିବେ । ଯାକି ବର୍ତ୍ତମାନର ସମୟରେ ଗୁଗୁଲ ପେକୁ ଶକ୍ତ ଧକ୍କା ଦେବାକୁ ଯାଉଛି । ସବୁଠୁ ବଡ଼ କଥା ହେଉଛି ଏହି ଆପକୁ ବ୍ୟବହାର କରିବା ଦ୍ୱାରା Redmi Note 7 ଓ Mi TV […]

ମଧ୍ୟପ୍ରଦେଶ(ବାସ୍ତବ ଟିଭି): ରାଜ୍ୟ ହେଉକି ଦେଶ ଥମିବାର ନାଁ ଧରୁନି ଦୁଷ୍କର୍ମ । ସତେ ଯେମିତି ନାରୀ ସାଜୁଛନ୍ତି ପୁରୁଷ ହାତର ଖେଳନା । ସାରା ଭାରତରେ ଦୁଷ୍କର୍ମ ଗୋଟେ ବ୍ୟାଧୀ ପାଲଟିଗଲାଣି । ସବୁଠୁ ବଡ଼ କଥା ହେଉଛି ଦୁଷ୍କର୍ମର ଶିକାର ହେଇଥିବା ମହିଳା ମାନଙ୍କ ଭିତରୁ ଅଧିକାଂଶ ମହିଳା ହେଉଛନ୍ତି ନାବାଳିକା । ପୁଣି ସେମିତି ଏକ ଲଜ୍ଜାକର ଘଟଣା ଘଟିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ । […]

Pin It on Pinterest