ନୂଆଦିଲ୍ଲୀ : ୱାଘା ବର୍ଡ଼ରରେ ପହଁଚିଲେ ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ୱାଘାର ଅଟାରି ବର୍ଡର ଦେଇ ନିଜର ଦେଶକୁ ଫେରୁଛନ୍ତି ଅଭିନନ୍ଦନ । ଏନେଇ ସାରା ଦେଶ ଖୁସିର ଲହରୀ ଖେଳିଯାଇଥିବା ବେଳେ, ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ବାୟୁସେନାର ପ୍ରତିନିଧି ଦଳ ସହ ଅଭିନନ୍ଦନଙ୍କ ବାପା ଓ ମା ଉପସ୍ଥିତ ଥିବା ଦେଖିବାକୁ ମିଳିଛନ୍ତି । ସୂଚନା ଅନୁଯାୟୀ ବାୟୁସେନାର ଅଧିକାରୀ ଅଭିନନ୍ଦନଙ୍କୁ […]
ନୂଆ ଦିଲ୍ଲୀ: ପୁଲୱାମା ହମଲା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ହେଲେ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ଆତଙ୍କୀ ଶିବିରକୁ ନଷ୍ଟ କରିଥିବା କହୁଥିବାବେଳେ କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରୋକଠୋକ୍ ପ୍ରଶ୍ନ ଉଠାଇଛନ୍ତି । ମମତାଙ୍କ କହିବା ଅନୁଯାୟୀ, ରିପୋର୍ଟ ଅନୁସାରେ ଭାରତୀୟ ବାୟୁସେନା ୧୦୦୦ କେଜିର ବମ୍ ବର୍ଷା କରିଛି । ହେଲେ ଏତେ ବଡ଼ ଷ୍ଟ୍ରାଇକ୍ ପରେ ମଧ୍ୟ ପ୍ରଧାନମନ୍ତ୍ରୀ […]
ଭାରତୀୟ ସେନାକୁ ବିପୁଳ ମାତ୍ରାରେ ସମର୍ଥନ ସହ ଆର୍ଥିକ ସହାୟତା ମିଳୁଥିବା ଦେଖିବାକୁ ମିଳିଛି I ଗତ ଫେବ୍ରୁଆରି ୧୪ ତାରିଖରେ ଜାମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣର ୧୨ ଦିନ ପରେ ରକ୍ତ ତର୍ପଣ କରିଛି ଭାରତୀୟ ବାୟୁସେନା। ସେନାର ଏପରି ପଦକ୍ଷେପକୁ ସାରା ଦେଶ ଏବେ ପ୍ରଶଂସା କରିବାରେ ଲାଗିଛି। ଏବଂ ଏହି ସମୟରେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଭାରତୀୟ […]
ବଢୁଛି କେନ୍ଦ୍ରସରକାରଙ୍କ ପ୍ରତି ଲୋକପ୍ରିୟତା I ରାଜନେତା ଠୁ ଆରମ୍ଭକରି ଜନସାଧାରଣଙ୍କ ନିକଟରେ ବଢିଚାଲିଛି ମୋଦିଙ୍କ ପ୍ରତି ଭରପୁର ଭଲପାଇବା ଓ ସନମାନ I ଖାଲିସେତିକି ନୁହେଁ ଦେଶ କଣ ବାହାର ଦେଶବି ମୋଦିଙ୍କର ସପକ୍ଷରେ ଯିବାର ଦେଖିବାକୁ ମିଳିଛି I ଆମେରିକା ରୁଷିଆ ପରି ବଡ ବଡ ଦେଶ ମଧ୍ୟ ମୋଦିଙ୍କର ସପକ୍ଷରେ ପାକିସ୍ତାନ ଉପରକୁ ନାଲି ଆଖି ସହ ତାଗିତ କରିବା ଦେଖିବାକୁ ମିଳିଲାଣି I ନିକଟରେ […]
ହୋଇପାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୁଝାମଣା l ଭୁଲିଯାଇପାରେ ଭାରତ ଫେବୃଆରୀ ୧୪ର ପୁଲ୍ୱାମା ଆକ୍ରମଣର ସେ ଅଭୁଲା ଦିନକୁ l ଯେଉଁ ଦିନରେ ଭାରତର ୪୪ ଯବାନଙ୍କୁ ପାକିସ୍ତାନ ତାର କୂଟନୀତି କରି ଜୀବନ ନେଇଥିଲା I ଏନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତମ ବୁଝାମଣା କରିବା ନିମନ୍ତେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆ ମୁଖ୍ୟ କିମ୍ ଜଙ୍ଗ ଉନ୍ଙ୍କ ସହିତ ଆଲୋଚନା କରିଛନ୍ତି I […]
କଦଳୀକୁ ସମସ୍ତେ ଖାଦ୍ୟ ରୂପରେ ବ୍ୟବହାର କରିଥାନ୍ତି । କାରଣ ଏହା ଅତ୍ୟନ୍ତ ସୁଆଦିଆ ହୋିଥାଏ । ଏବଂ ତାହା ସହତି ଏଥିରେ ଭରପୁର ପରିମାଣରେ ଭିଟାମିନ୍ ବି୬ ଏବଂ ଖଣିଜ ଲବଣ ରହିଥାଏ । ଏହାକୁ କେବଳ ଆପଣ ଖାଇବାରେ ବ୍ୟବହାର କରୁଥିବେ ହେଲେ କେବେ ବି ଆପଣ ଏହାକୁ ନିଜର ତ୍ୱଚାର ସୁନ୍ଦାରା ପାଇଁ ବ୍ୟବହାର କରିନଥିବେ । ଖାଲି କଦଳୀ କାହିଁକି କଦଳୀର ଚୋପାବି ବହୁତ […]
ଖୁବଶୀଘ୍ର ବଜାରକୁ ଆସୁଛି ପାଞ୍ଚଟିକିଆ କ୍ୟାମେରା ଫୋନ୍ । ଏହା ଆସନ୍ତା ମାର୍ଚ୍ଚ ମାସରେ ଲଞ୍ଚ ହେବାକୁ ଯାଉଛି । ଯାହାକୁ କେବଳ ନେକିଆ କମ୍ପାନୀ ବଜାରକୁ ଚାଡ଼ିବାକୁ ଯାଉଛି । ଏହି ଫେନ୍ର ମଡ଼େଲ ହେଉଛି ନୋକିଆ ୯ ପିୟୋର ଭ୍ୟୁ ଯେଉଁଥିରେ ୧୨ ମେଗା ପିକ୍ସାଲ ଥିବା ୫ଟି କ୍ୟାମେରା ରହିଥିବାବେଳେ ସେଥିରୁ ୩ଟି କ୍ୟାମେରାକୁ ବ୍ଲାକ ଏଣ୍ଡ ହ୍ୱାଇଟ୍ ଫଟୋ ପାଇଁ ବ୍ୟବହାର କରିପାରିବେ । […]
ଆଜି ବାଙ୍ଗାଲୋର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ୨ଟି ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାସ୍ତ ହୋଇଛି । ତେଣୁ ଆଜି ସିରିଜ ବରାବର ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ଟି୨୦ ମ୍ୟାଚରେ ଭାରତ ବିଜୟ ହାତଛଡା କରିଥିଲା । […]
ମୁମ୍ବାଇ: ଜାଣନ୍ତିକି ଆପଣଙ୍କର ପ୍ରିୟ ଅଭିନେତା ରଜନୀକାନ୍ତ ଗୋଟିଏ ଫିଲ୍ମରେ ଅଭିନୟ କରିବାପାଇଁ କେତେ ଟଙ୍କା ନେଇ ଥାନ୍ତି ? ଜାଣିନଥିବେ ନିଶ୍ଚୟ ଜାଣିଲେ ଆପଣ ନିଶ୍ଚୟ ହୋଇଯିବେ ଆଶ୍ଚର୍ଯ୍ୟ । କାରଣ ଆଜି କାଲିର ବଲିଉଡ଼ର ସବୁଠୁ ବଡ଼ କଳାକାର ବା ନାମିଦାମି କଳାକାରଙ୍କ ଠାରୁ ବହୁ ଅଧିକ ଟଙ୍କ ନେଇଥାନ୍ତି । ଅର୍ଥାତ୍ ବଲିଉଡ଼ର ସଲମାନ, ଶାହାରୁଖ ଓ ଅମିର ଖାନ୍ ପ୍ରତି ଫିଲ୍ମ ପାଇଁ ୪୦ […]
ଭୁବନେଶ୍ୱର(ବାସ୍ତବ ଟିଭି): ଚାଷୀଙ୍କ ସ୍ୱାର୍ଥ ପାଇଁ ଶେଷରେ କିଷନକୁ ହଁ କରିଛନ୍ତି ନବୀନ । ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ପିଏମ କିଷାନକୁ ଆପଣେଇବାକୁ ମଙ୍ଗିଛନ୍ତି ରାଜ୍ୟ ସରକାର । ହେଲେ ଆୟୁଷ୍ମାନ ଯୋଜନାକୁ ନବୀନ ଗ୍ରହଣ କରିନଥିବା ଜଣାପଡ଼ିଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାର ବସିଥିବା କାଳିଆ ପ୍ରକଳ୍ପ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ୟ୍ୟାୟରେ କାଳିଆ ଯୋଜନାରେ […]


