ଭୁବନେଶ୍ୱର(ବାସ୍ତବବ୍ୟୁରୋ): ଆସନ୍ତା ୩୦ ଜାନୁଆରୀରେ ମୁକ୍ତିଲାଭ କରିବ ନୂଆ ଓଡିଆ ଚଳଚ୍ଚିତ୍ର “ପରୀ”।ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବଠାରେ ପରୀ ଟିମ୍ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ସଞ୍ଜୟ ମହାନ୍ତି, ନିର୍ଦ୍ଦେଶକ ତ୍ରିପତି ସାହୁ, ସଂଳାପକାର ଡଃ ରଜନୀ ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ, ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ, ଟିକି ପଟ୍ଟନାୟକ, ଅଭିନେତା ଜ୍ୟୋତି […]

ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ଓଡ଼ିଶାର ଯଶସ୍ୱୀ ଗୀତିକାର, ଦକ୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସାହିତ୍ୟିକ ସ୍ୱର୍ଗତ ବୃନ୍ଦାବନ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତି ସଭା ଓ ସଙ୍ଗୀତ ଆସର “ମନପକ୍ଷୀ ଝୁରେ” ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରର ନୂତନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।​ଏହି ଗରିମାମୟ ସଭାରେ ଓଡ଼ିଶା ସଂସ୍କୃତି ବିଭାଗର ପ୍ରାକ୍ତନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଯୁବ ସାହିତ୍ୟିକ, […]

ଭୁବନେଶ୍ୱର(ନି.ପ୍ର): ଓଡିଆ ଫିଲ୍ମ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଆସିଛି,ଲୋକପ୍ରିୟ ଓଡିଆ ପ୍ରଯୋଜକ ଅକ୍ଷୟ କୁମାର ପରିଜା ପୁଣି ଥରେ ରାଜ୍ୟକୁ ଅନ୍ତର୍ଜାତୀୟ ପ୍ରଶଂସା ଆଣୁଛନ୍ତି। ଅକ୍ଷୟ ପରିଜାଙ୍କ ଐତିହାସିକ ଫିଲ୍ମ ‘ପାପା ବୁକା‘ଗୋଆରେ ଅନୁଷ୍ଠିତ ୫୬ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଆଇଏଫଏଫଆଇ)ରେ ପ୍ରତିଷ୍ଠିତ ରେଡ କାର୍ପେଟ ଗାଲା ପ୍ରିମିୟର ପାଇଁ ମନୋନୀତ ହୋଇଛି। ଏହି ପ୍ରିମିୟର ଆସନ୍ତା ୨୨ ନଭେମ୍ବର, ୨୦୨୫ ରେ ଅନୁଷ୍ଠିତ ହେବ, ଯାହା […]

ଭୁବନେଶ୍ୱର(ନି.ପ୍ର):୨୨ ଅକ୍ଟୋବର ସନ୍ଧ୍ୟା ରେ ଇମେଜ୍ କ୍ୟାମ୍ପସ ରେ ଓଡିଆ ସିନେମା ଶମ୍ଭୁ ର ଅଡିଓ ଏବଂ ଟ୍ରେଲର ରିଲିଜ୍ ହୋଇଯାଇଚି। ଏଥିରେ ନିର୍ଦ୍ଦେଷକ ଦିଲିପ୍ ପଣ୍ଡା ,ପ୍ରଯୋଜକ ବିଭୂତି ଭଷଣ ଜେନା ,ସହ ପ୍ରଯୋଜକ ଅଭିଷେକ୍ ଜେନା ,ସଂଳାପକାର ଡଃ ରଜନୀ ରଞ୍ଜନ , ସଂଗୀତ ନିର୍ଦ୍ଦେଷକ ଦୀପକକୁମାର ଏବଂ ଶୂଭମ୍ ,ହରିହର ମହାପାତ୍ର, ଡିସ୍କୋ ରେଡ୍ଡି ,ସୁଧାକର ବସନ୍ତ , ଜୀବନ ପଣ୍ଡା ଆଦି କଳାକାର ମାନେ […]

ଭୁବନେଶ୍ବର(ନି.ପ୍ର): ପ୍ରତ୍ୟେକ ପର୍ବ ପର୍ବାଣୀରେ ଜୀ ସାର୍ଥକର ସମସ୍ତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ସୁପରହିଟ ଫିଲ୍ମ ସବୁ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସବୁବେଳେ ସଫଳ ହୋଇଛି । ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଭାବରେ ପରିଚିତ ଜୀ ସାର୍ଥକରେ ଆସନ୍ତା ୨୬ ଅକ୍ଟୋବର ସନ୍ଧ୍ୟା ୬.୩୦ରେ ୱାର୍ଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି ଓଡିଆ ବ୍ଲକବଷ୍ଟର ଫିଲ୍ମ ‘ଅନନ୍ତା‘ । ଏଥି ପୂର୍ବରୁ ଜୀସାର୍ଥକର ଏକାଧିକ […]

ବାସ୍ତବ ବ୍ୟୁରୋ: ବଲିଉଡ୍‌ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ବିଳମ୍ୱିତ ରାତିରେ ଛୁରାମାଡ କରାଯାଇଛି। ଛୁରାମାଡରେ ସେ ଗୁରୁତର ଆହତ ହୋଇ ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନାନୁଯାୟୀ, ବାନ୍ଦ୍ରା ୱେଷ୍ଟରେ ଥିବା ଘରେ ସୈଫ ଅଲ୍ଲୀ ଖାନଙ୍କ ଘରେ ବିଳମ୍ୱିତ ରାତିରେ ଚୋରୀ କରିବା ଉଦ୍ଦେଶ୍ୟରେ ଜଣେ ଚୋର ପଶିଥିଲା । ତେବେ ଏହି ସମୟରେ ଚୋରଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ସୈଫ୍ । ଠିକ୍ […]

ସଂଜୟ ଶତପଥୀ(କଟକ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ” ଦେବକୀ ଯଶୋଦା ମାତୃକୃପା ସାହିତ୍ୟ ସମ୍ମିଳନୀ ୨୦୨୪ ” ଶ୍ରୀ ରାମଚନ୍ଦ୍ର ଭବନ, କଟକ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହା ସାହିତ୍ୟ ସଂସଦର ୫୪ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ବେଦ ପଠନ କରାଯାଇଥିଲା ।କୃଷ୍ଣ ଭକ୍ତି ଶୀର୍ଷକ ଭଜନ […]

ସଂଜୟ ଶତପଥୀ(କଟକ): ବାରବାଟୀ ଷ୍ଟାଡିୟମ୍ ସ୍ଥିତ ଇସ୍କଫ୍ ସଭାଗୃହରେ ଭାରତୀୟ ଗଣନାଟ୍ୟ ସଂଘ (ଇପଟା/IPTA)କଟକ ଶାଖାର ୩ୟ ଜିଲ୍ଲା ସମ୍ମିଳନୀ ଇସ୍କଫ୍ ର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ପଢିହାରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଇପ୍ଟାର ଜାତୀୟ ସମ୍ପାଦକ ମଣ୍ଡଳୀ ସଭ୍ୟ ମହାନ ବିପ୍ଳବୀ ଶ୍ରୀ ଶୈଳେନ୍ଦ୍ର ମୁଖ୍ୟବକ୍ତା ଓ ଜାତୀୟ ପରିଷଦ ସଭ୍ୟ ଶ୍ରୀ ଉପେନ୍ଦ୍ର ମିଶ୍ର ମହୋଦୟ ମୁଖ୍ୟ ଅତିଥି ତଥା କଟକ ଜିଲ୍ଲାର […]

ସଂଜୟ ଶତପଥୀ(କଟକ): କଟକର ଯୋବ୍ରା ସ୍ଥିର ରାଜ୍ୟ ନୈ।ବାଣିଜ୍ଯ ସଂଗ୍ରହାଳୟ ସଭାଗୃହ ରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି “ଖୋଲାଝର୍କା” ଷଷ୍ଠ ବାର୍ଷିକ ଉତ୍ସବ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ସୁଖ୍ୟାତ କଥାଶିଳ୍ପୀ ଶ୍ରୀ ତରୁଣକାନ୍ତି ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲେଖକ ଓ ସାହିତ୍ୟ ସମାଲୋଚକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଯୋଗ ଦେଇ […]

ବାସ୍ତବ ବ୍ୟୁରୋ: ଜଣାଶୁଣା ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ। ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଛନ୍ତି ପଙ୍କଜ ଉଧାସ। ଏନେଇ ତାଙ୍କ ପିଆାର୍ ସୂଚନା  ଦେଇଛନ୍ତି। ଦୀର୍ଘ ଦିନ ଧରି ପଙ୍କଜ ଉଧାସ ଅସୁସ୍ଥ ଥିଲେ। ଗତ କେତେ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର […]

Pin It on Pinterest