ବାସ୍ତବ ବ୍ୟୁରୋ : ସାରା ବିଶ୍ୱରେ ସୋସିଆଲ ମିଡ଼ିଆ ‘ଏକ୍ସ’ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି। ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖିପାରୁନାହାନ୍ତି ବ୍ୟବହାରକାରୀ। ସର୍ଭର ଡାଉନ୍‌ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି। ପ୍ରାୟ ଦିନ ୧୧ଟାରୁ ସର୍ଭର ଡାଉନ୍‌ ରହିଛି। ମାଇକ୍ରୋ ବ୍ଲଗିଂଗ ସାଇଟ ‘ଏକ୍ସ’ର ସର୍ଭର ଡାଉନ୍‌ ପରେ ସୋସିଆଲ ମିଡିଆ ୟୁଜର୍ସ ଅସୁବିଧାରେ ପଡ଼ିଛନ୍ତି। ମୋବାଇଲ ଓ ଡେସ୍କଟପ୍‌ରେ […]

ବାସ୍ତବ ବ୍ୟୁରୋ: ସୁନାମ ଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଓଡିଆ ସିନେ ଇଣ୍ଡଷ୍ଟ୍ରିର କଳାକାର ଏବଂ ଅନ୍ୟ ବ୍ୟକ୍ତିବିଶେଷ ଭେଟିଛନ୍ତି। ଏହାସହ ପ୍ରଣବଙ୍କ ଆସୁ କାମନା କରିଛନ୍ତି ସାରା ଓଡ଼ିଶାବାସୀ ଏବଂ ତାଙ୍କୁ ଭଲ ପାଉଥିବା କୋଟି କୋଟି ସଙ୍ଗୀତପ୍ରେମୀ । କିଛି ଦିନ ତଳେ ପ୍ରଣବଙ୍କୁ ଡେଙ୍ଗୁ ହୋଇଥିଲା। ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। […]

ବାସ୍ତବ ବ୍ୟୁରୋ: ଦୁର୍ଘଟଣାର ଶିକାର ହେଲେ କିଙ୍ଗ ଖାନ୍ । ଆମେରିକାର ଲସ ଆଞ୍ଜେଲିସରେ ଶାହରୁଖ ଖାନ୍ ନିଜର ଆଗାମୀ ଫିଲ୍ମର ଶୁଟିଂ ବେଳେ ନାକରେ ଆଘାତ ଲାଗିଛି । ଯେଉଁ କାରଣରୁ ନାକରୁ ପ୍ରବଳ ରକ୍ତସ୍ରାବ ହୋଇଛି । ଆହତ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ନାକରୁ ପ୍ରବଳ ରକ୍ତସ୍ରାବ ରୋକିବା ପାଇଁ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରିଛନ୍ତି । ଅସ୍ତ୍ରୋପଚାର ପରେ ଶାହରୁଖଙ୍କ ନାକରେ […]

 ବାସ୍ତବ ବ୍ୟୁରୋ: ଦ କେରଳ ଷ୍ଟୋରୀର ଅଭିନେତ୍ରୀ ଅଦା ଶର୍ମା ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଅଦା ଶର୍ମା ନିଜେ ଟ୍ୱିଟ କରି ନିଜ ସ୍ୱାସ୍ଥ୍ୟବସ୍ଥାର ଅପଡେଟ ଦେଇଥିଲେ । ସେ ସୁସ୍ଥ ଥିବା କଥା ଜାଣିବା ପରେ ଫ୍ୟାନମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଅଦା ଶର୍ମା ଟ୍ୱିଟ କରି କହିଥିଲେ କି ସେ ଏବେ ପୂରା ସୁସ୍ଥ ଅଛନ୍ତି ତାଙ୍କ ସହ କୌଣସି ବଡ ଦୁର୍ଘଟଣା […]

ବାସ୍ତବ ବ୍ୟୁରୋ: ନୋକିଆ ଭାରତରେ ସ୍ୱଳ୍ପ ବଜେଟର ସ୍ମାର୍ଟଫୋନ୍ ସେଗମେଣ୍ଟରେ ନୋକିଆ ସି୧୨ ପ୍ଲସ୍ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନରେ କମ୍ପାନୀ ୟୁନିସୋକ ଅକ୍ଟା-କୋର ପ୍ରୋସେସର ବ୍ୟବହାର କରାଯାଇଛି ଯାହା ଆଣ୍ଡ୍ରଏଡ୍ ଗୋ ଏଡିସନରେ ଦେଖିବାକୁ ମିଳିଥାଏ । ଏହି ହ୍ୟାଣ୍ଡସେଟରେ ୬.୩ ଇଞ୍ଚ HD + ଡିସପ୍ଲେ, ୫ ମେଗାପିକ୍ସେଲ ସେଲଫି କ୍ୟାମେରା ଏବଂ ଫଟୋଗ୍ରାଫି ପାଇଁ ୮ ମେଗାପିକ୍ସେଲର ପଛ କ୍ୟାମେରା ରହିଛି । କମ୍ପାନୀ ନୋକିଆ […]

ବାସ୍ତବ ବ୍ୟୁରୋ: ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ପୂର୍ବତନ କ୍ରିକେଟର ସଲିମ ଦୁରାନୀଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ।ପୂର୍ବତନ କ୍ରିକେଟର ସଲିମ ଡୁରାନୀଙ୍କ ଆଜି (ରବିବାର) ଜାମନଗରରେ ଦେହାନ୍ତ ହୋଇଛି। ଦୁରାନୀ ହେଉଛନ୍ତି ପ୍ରଥମ କ୍ରିକେଟର ଯିଏକି ୧୯୬୦ ରେ ଅର୍ଜୁନ ପୁରସ୍କାର ପାଇଥିଲେ। ସେ ୨୯ ଟି ଟେଷ୍ଟ ମ୍ୟାଚ୍ ଖେଳି ୧୨୦୨ ରନ୍ ସ୍କୋର କରିଥିଲେ। ସେ ଏକ ଶତାବ୍ଦୀ ଏବଂ ୭ […]

ବାସ୍ତବ ବ୍ୟୁରୋ: ଯଦି ଆପଣ କମ୍ ମୂଲ୍ୟରେ ଅତ୍ୟାଧୁନିକ ଆଇଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଯଦି ଆପଣ କମ୍ ମୂଲ୍ୟରେ ଅତ୍ୟାଧୁନିକ ଆଇଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଲଞ୍ଚ ପରେ ଆଇଫୋନ୍ ୧୪ (ଆଇଫୋନ୍ ୧୪ ) ସର୍ବନିମ୍ନ ମୂଲ୍ୟରେ ଉପଲବ୍ଧ ହେଉଛି । ଏହି ଡିଲ୍ ଆପଲ୍ ର […]

ବାସ୍ତବ ବ୍ୟୁରୋ: ସୋମବାର ସକାଳେ ୯୫ ତମ ଓସ୍କାର ପୁରସ୍କାର ସମାରୋହରୁ ଭାରତ ପାଇଁ ଏକ ଖୁସି ଖବର ଆସିଛି । ଚଳଚ୍ଚିତ୍ର RRR ର ନାଟୁ ନାଟୁ କୁ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ପୁରସ୍କାର ଲାଭ କରିଥିବା ବେଳେ ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌ ବେଷ୍ଟ୍‌ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ବର୍ଗରେ ଜିତିଛି। କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ […]

ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ସକାଳେ ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ଘଟିଛି। ସେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ତାଙ୍କ ପୋଷ୍ଟମର୍ଟମ ଦିଲ୍ଲୀର ଡିନ୍ ଡାୟାଲ୍ ହସ୍ପିଟାଲରେ କରାଯିବ। ବର୍ତ୍ତମାନ ତାଙ୍କ ମୃତଦେହକୁ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ମୁମ୍ବାଇକୁ ନିଆଯିବ। ସେ ଏକାଧାରରେ […]

ବାସ୍ତବ ବ୍ୟୁରୋ: ସିନେମା କ୍ଷେତ୍ରରେ ଦେଶର ସର୍ବୋଚ୍ଚ ପୁରସ୍କାର ଦାଦାସାହେବ ଫାଲକେ ପୁରସ୍କାର। ସିନେମା କ୍ଷେତ୍ରରେ ଦାଦାସାହେବ ଫାଲକେ ପୁରସ୍କାର ହେଉଛି ଭାରତର ସର୍ବୋଚ୍ଚ ପୁରସ୍କାର । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ଏକ ସଂଗଠନ, ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଦ୍ୱାରା ଏହା ପ୍ରତିବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥାପିତ ହୁଏ । “ଭାରତୀୟ ସିନେମାର ଅଭିବୃଦ୍ଧି ତଥା ବିକାଶରେ ଉଲ୍ଲେଖନୀୟ ଅବଦାନ” ପାଇଁ […]

Pin It on Pinterest