କରୋନା ମହାମାରୀ ପାଇଁ ସରକାରୀ ଖର୍ଚ୍ଚରେ ଲାଗିଥିବା କଟକଣାକୁ କିଛି ମାତ୍ରାରେ ହଟାଇଛି ରାଜ୍ୟ ଅର୍ଥ ବିଭାଗ । ଏନେଇ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଅବଗତ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ପାଇଁ ଇ-ଚାଲାଣ ବ୍ୟବସ୍ଥା | ସ୍ୱଚ୍ଛତା ଓ ଉତ୍ତମ ପରିଚାଳନା ପାଇଁ ରାଜ୍ୟ ସରକାର, ମାନୁଆଲ ଚାଲାଣକୁ ଆଜିଠୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି |ଟ୍ରାଫିକ […]
ମନୋରଞ୍ଜନ
ପ୍ରଭୁଦେବା ତାଙ୍କ ଭାଣିଜୀକୁ ବିବାହ କରିପାରନ୍ତି ! ସତକେତେ ଅଛି ଜାଣନ୍ତୁ |ତାଙ୍କ ନୃତ୍ୟ ତଥା ବ୍ୟକ୍ତିଗତ ଜୀବନ ହେତୁ ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ପ୍ରଭାସ ଦେବ ଆଲୋଚନାରେ ରହିଛନ୍ତି। କିନ୍ତୁ ସେ ବ୍ୟକ୍ତିଗତ ଜୀବନରେ ଯେତିକି ସଫଳତା ପାଇଥିଲେ ସେତିକି ସଫଳ ହୋଇନଥିଲେ। ତାଙ୍କ ପତ୍ନୀ ରାମଲାଥାଙ୍କ ଛାଡପତ୍ର ପରେ ଦକ୍ଷିଣର ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲା। ଭାଣିଜୀ ସହିତ ସମ୍ପର୍କ ବିଷୟରେ […]
ବାସ୍ତବ ବ୍ୟୁରୋ-ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏବେ ଯାଏଁ ସଂଗ୍ରହ ହୋଇଥିବା ସମସ୍ତ ପ୍ରମାଣକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମ୍ କୋର୍ଟ ମୁମ୍ବାଇ ପୁଲିସକୁ କହିଛନ୍ତି । ଏଥିସହ ତଦନ୍ତରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତ ସିଂଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପାଟନାରେ […]
ବାସ୍ତବ ବ୍ୟୁରୋ-“ମଦର ଇଣ୍ଡିଆ”, “କୋହିନୂର”, “ଉଜାଲା”, “ଏକ ସପେରା” “ଏକ ଲୁଟେରା” ଏବଂ “ନୟା ଦୌର” ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଭେଟେରାନ ଅଭିନେତ୍ରୀ କୁମକୁମଙ୍କର ଆଜି ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବର ଅଭିନେତା ଜନ୍ନି ୱାକରଙ୍କ ପୁଅ, ନାସିର ଖାନ ଟ୍ୱିଟ କରି ଜଣାଇଛନ୍ତି । ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ନାସିର ଖାନ ଟ୍ୱିଟରରେ, ଜନ୍ନି ଓ୍ବାକର […]
ବାସ୍ତବ ବ୍ୟୁରୋ-ପରଲୋକରେ ବଲିଉଡ୍ ର ଭେଟେରାନ୍ ଅଭିନେତା ଋଷି କପୁର । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ୩ ଅକ୍ଟୋବର ୨୦୧୮ରେ ଋଷିଙ୍କୁ କ୍ୟାନ୍ସର ହୋଇଥିବା ଖବର ଆସିଥିଲା । ଏହା ପରେ ସେ ଏକ ବର୍ଷ କାଳ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ସେ ୨୦୧୯ ସେପ୍ଟେମ୍ବର ମାସରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । […]
ମହାବିଷୁବ ସଂକ୍ରାନ୍ତି ଅବସରରେ ନବବର୍ଷ ଉପଲକ୍ଷେ ଓଡ଼ିଶାର ସର୍ବପ୍ରଥମ ଇ — କବି ସମ୍ମିଳନୀ ଓ କବିତା ପାଠୋତ୍ସବ କେନ୍ଦ୍ରାପଡା ସ୍ଥିତ ନିଖିଳ ଉତ୍କଳ ସ୍ରଷ୍ଟା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଜ ନିଜ ଘରେ ରହି ମୋବାଇଲ କନଫରେନସ୍ ମାଧ୍ୟମରେ କବିମାନେ ସ୍ଵରଚିତ କବିତା ପାଠ କରିଥିଲେ । ଏତାଦୃଶ ଅଭିନବ କବିତା ପାଠୋତ୍ସବରେ ବିଶିଷ୍ଟ କଥାକାର ତଥା ବରିଷ୍ଠ […]
କୁରୁକ୍ଷେତ୍ର ଯୁଦ୍ଧ ପରେ ଥରେ ପାଞ୍ଚଭାଇ ଶ୍ରୀକୃଷ୍ଣ ଠାକୁର ଙ୍କୁ ପଚାରିଲେ ?ପ୍ରଭୁ ଏ ଦ୍ବାପର ଯୁଗପରେ ଯେଉଁ କଳିଯୁଗ ଆସିବ, ସେତେବେଳେ ସମାଜର, ବ୍ୟକ୍ତି ବିଶେଷଙ୍କ ସ୍ବଭାବ କେମିତି ରହିବ ? ଭଗବାନ କୃଷ୍ଣ ପାଞ୍ଚ ଭାଇଙ୍କୁ କହିଲେ ତୁମେମାନେ କିଛି ସମୟ ପାଇଁ ବାହାରେ ବୁଲିକି ଆସ, ଯିଏ ଯାହା ଦେଖିବ, ମୋତେ ଆସି କୁହ ତା’ପରେ ମୁଁ ତୁମ ପ୍ରଶ୍ନର ଉତ୍ତର ଦେବି ।ପାଞ୍ଚ ଭାଇ […]
୧-ଆହୁରି ୨, ୩ ଦିନ ବର୍ଷିବ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି। ୨-୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା : ମନ୍ତ୍ରୀ ୩-ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବରେ ବାଜିଲା ମୋହର, ସରକାରୀ ଚାକିରିଆଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରର ଜଣଙ୍କୁ ମିଳିବ ଗ୍ରୁପ ଡି ଚାକିରୀ।୧.୫୦ଲକ୍ଷ କୋଟିର ଚିଠା ବଜେଟକୁ ଅନୁମୋଦନ। ୪-ସଂଜୀବ ପାଣିଗ୍ରାହୀ ହେଲେ ଓଡ଼ିଶା ହାଇକୋର୍ଟ ବିଚାରପତି। ୫-ବେଜିଂ:’ବଜ୍ରକାପ୍ତାରୁ ବ୍ୟାପିଛି କରୋନା […]
ଖୟାମ ନାମରେ ପ୍ରସିଦ୍ଧ ଦିଗ୍ଗଜ ସଂଗୀତକାର ମହମ୍ମଦ ଜହୁର ଖୟାମଙ୍କର ୯୧ ବର୍ଷ ବୟସରେ ଗତ କାଲି ଦେହାନ୍ତ ହୋଇଛି, ଛାତିରେ ସଂକ୍ରମଣ ଏବଂ ନିମୋନିଆ ପାଇଁ ତାଙ୍କୁ ଗତ ଜୁଲାଇ ୨୮ ତାରିଖରେ ମୁମ୍ବାଇର ସୁଜୟ ହସ୍ପିଟାଲ ରେ ଭର୍ତି କରାଯାଇଥିଲା କିନ୍ତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା | ଡ଼କ୍ଟରଙ୍କ କହିବାନୁସାରେ ଚିକିତ୍ସିତ ହେଉଥିବା ସମୟରେ ରାତି ପ୍ରାୟ ସାଢେ ୯ଟାରେ ତାଙ୍କର ହୃଦଘାଟରେ ଦେହାନ୍ତ ହୋଇଯାଇଥିଲା […]


