ବାସ୍ତବ ବ୍ୟୁରୋ :ଏମ୍ସ ଭୁବନେଶ୍ଵର ଦ୍ଵାରା ଫେକଲ୍ଟି ପଦରେ ଆବେଦନ ପାଇଁ ନଭେମ୍ଵର ୧୩ରେ ବିଜ୍ଞାପନ ପ୍ରକାଶ ପାଇଥିଲା। ହେଲେ ନିଯୁକ୍ତି ପ୍ରକ୍ରିୟାରେ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ୪ ପ୍ରତିଶତ ସଂରକ୍ଷଣ ଅଧିନିୟମକୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଦ୍ଵାରା ଅଣଦେଖା କରାଯିବା ସହ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶନିବାର ତାମିଲନା଼ଡୁ ଗସ୍ତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ଗସ୍ତକାଳରେ ଏଆଇଏଡିଏମକେ ସଂଯୋଜକ ତଥା ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ପନିର […]

1.ନଭେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଉଭୟ ରାତି ଓ ଦିନର ତାପମାତ୍ରା ଆଖିଦୃଶିଆ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି।  2.ଭାରତୀୟ ରେଳପଥ ପକ୍ଷରୁ ଦକ୍ଷିଣ ଭାରତକୁ ଏକ ପର୍ଯ୍ୟଟନ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରି ୨ ତାରିଖ ରାତି ୧୦ଟାରେ ଭୁବନେଶ୍ୱରରୁ ଛାଡ଼ିବ। ଏହା ରାମେଶ୍ୱରମ୍‌, ମଦୁରାଇ ଓ ତିରୁପତି ଦର୍ଶନ ପାଇଁ ଯାତ୍ରା କରିବ। 3.ଏକ୍ସକ୍ଲୁସିଭ୍‌ ୱାର୍ଲଡ଼୍‌ ବୁକ୍‌ […]

ଦେଶରେ ବଢୁଥିବା କରୋନା ସଂକ୍ରମଣ ମାମଲା ସମ୍ଵଧ୍ୟରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ପ୍ରମୁଖ ଅଧିକାରୀଙ୍କ ସହ ଏକ ବ ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଟିକା ସମ୍ବନ୍ଧରେ ଦେଶରେ ପ୍ରସ୍ତୁତ ହେଉଥିବା ରଣନୀତି ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପିଏମ ମୋଦୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ଭାରତର ଟିକା ରଣନୀତି ଏବଂ […]

1.ସୁପ୍ରିମକୋର୍ଟ କହିଛନ୍ତି ଯେ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୌଣସି ମାମଲାର ତଦନ୍ତ ପୂର୍ବରୁ ବାଧ୍ୟତାମୂଳକ ଭାବେ ସେହି ରାଜ୍ୟର ସମ୍ମତି ହାସଲ କରିବା ଆବଶ୍ୟକ। ଆଠଟି ରାଜ୍ୟ ଦ୍ୱାରା ସାଧାରଣ ସମ୍ମତି ପ୍ରତ୍ୟାହାର ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏକ ରାୟରେ ସୁପ୍ରିମକୋର୍ଟ ଏହା ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ଏହି ବ୍ୟବସ୍ଥା ସମ୍ବିଧାନର ଫେଡେରାଲ୍ ଚରିତ୍ର ଅନୁଯାୟୀ ଅଟେ। ଅଦାଲତ କହିଛନ୍ତି ଯେ ଦିଲ୍ଲୀ […]

ବାସ୍ତବବ୍ୟୁରୋ:ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ , ଡିଜିପି ଏବଂ ପରିବହନ କମିସନରଙ୍କୁ ଲେଖିଥିବା ଏକ ଚିଠି ଅନୁଯାଇ, ହେଲମେଟ ନ ପିନ୍ଧି, ଦୁଇ ଚକିଆ ଯାନ ଚଲାଇବା‌ ଏଣିକି ଚାଳକଙ୍କୁ ମହଙ୍ଗା ପଡ଼ିବ। ରାସ୍ତାରେ ବିନା ହେଲମେଟରେ ଯଦି ପୁଲିସ ହାତରେ ଧରାପଡ଼ନ୍ତି ତେବେ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରାଯିବ ବୋଲି,ଶ୍ରୀ ପାଢ଼ୀ ରାଜ୍ୟ ପୁଲିସ ଏବଂ ପରିବହନ କମିସନରଙ୍କୁ ଜଣାଇ ଦେଇଛନ୍ତି। ପୁରୀରୁ ହାଜତ ମୃତ୍ୟୁର ସଙ୍ଗୀନ୍ […]

1.୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କମିଶନରେଟ୍ ପୋଲିସ୍‌ର ଏଏସ୍‌ଆଇ। ଧଉଳି ଥାନାର ଏଏସ୍‌ଆଇ ହେଉଛନ୍ତି ତୋଫାନ ଗୁରୁ। ପ୍ରଶାନ୍ତ କୁମାର ସାହୁଙ୍କଠୁ ଲାଞ୍ଚ ନେବା ବେଳେ ତୋଫାନ ଗୁରୁଙ୍କୁ ଭିଜିଲାନ୍ସ ଧରିଛି। ଏହି ଅଭିଯୋଗରେ ତୋଫାନ ଗୁରୁଙ୍କୁ ଗିରଫ କରାଯାଇଛି । 2.ଗଜପତି ଜିଲ୍ଲା ମୋହନା ଥାନା ର କପୁରୀପଟା ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକକୁ ଧକ୍କା […]

ଦୁଇ ଜଣ ମହିଳା ବ୍ରାଉନ୍‌ସୁଗାର ବ୍ୟବସାୟୀକୁ ଗିରଫ କରିଛି ,ବାଲେଶ୍ବରର ସହଦେବଖୁଣ୍ଟା ଥାନା ପୁଲିସ। ଉଭୟଙ୍କଠାରୁ ୮୬ ଗ୍ରାମ ବ୍ରାଉନ୍‌ସୁଗାର ଓ ୧୮ହଜାର ୭ଶହ ଟଙ୍କା ଜବତ କରିଛି। ବ୍ରାଉନ୍‌ସୁଗାରର ଆନୁମାନିକ ବଜାର ମୂଲ୍ୟ ସାଢ଼େ ୮ଲକ୍ଷ ଟଙ୍କା ହେବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାରଦିନ ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ ଅଥରିଟି ପକ୍ଷରୁ ୪୬୪.୭୨ କୋଟି ଟଙ୍କା ମୂଲ୍ୟର ୪ଟି ନିବେଶ ପ୍ରସ୍ତାବକୁ […]

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ‘ଜେଡି(ୟୁ)’ର ଅଧ୍ୟକ୍ଷ ନୀତୀଶ କୁମାରଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ,ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ଲଗାତାର ଚତୁର୍ଥ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ନୀତୀଶ କୁମାର ଜୀ ।” ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନା ଟ୍ଵିଟ୍ କରି କହିଛନ୍ତି, “ନୀତିଶ କୁମାର କେବଳ ନାମକୁ ମାତ୍ର ବିହାରର ମୁଖ୍ୟମନ୍ତ୍ରୀ। ବିଜେପି […]

ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳାବାସୀଙ୍କ ସହ ଆସନ୍ତା ୧୭ ତାରିଖରେ ପୂର୍ବାହ୍ନ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ, ଭିଡିଓ କନ୍‌ପରେନ୍‌ସିଂ ଜରିଆରେ କଥା ହେବେ। ଖବରକାଗଜ ସଂଗ୍ରହର ନିଶା ଯୋଗୁଁ ଏଯାବତ୍‌ ୧୩୮ ଦେଶର ୪୬୮୩ଟି ଖବରକାଗଜ ସଂଗ୍ରହ କରି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ଶଶାଙ୍କ। ପରାଜୟ ପାଇଁ ଆରଜେଡି ନେତା କଂଗ୍ରେସକୁ ଦାୟୀ କରିଛନ୍ତି ବୋଲି କହିଛନ୍ତି ରାହୁଲ […]

ବାସ୍ତବବ୍ୟୁରୋ :ଦିଲ୍ଲୀରେ ବଢୁଥିବା କରୋନା ମାମଲା ସମ୍ପର୍କରେ ,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଡକାଯାଇଥିବା ବୈଠକ ଶେଷ ହୋଇଛି। ବୈଠକ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ଉପରେ ନିୟନ୍ତ୍ରଣ ହାସଲ କରିବା ବିଷୟରେ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ DRDO କେନ୍ଦ୍ରରେ ୫୦୦ ଆଇସିୟୁ ବେଡ୍ ଯୋଗାଇବାକୁ କେନ୍ଦ୍ର କହିଛି। ଆହୁରି ମଧ୍ୟ ୨୫୦ ଟି ଶଯ୍ୟା କେନ୍ଦ୍ର ସରକାର ପ୍ରଦାନ କରିବେ। ସିଏମ୍ […]

Pin It on Pinterest