ବାସ୍ତବ ବ୍ୟୁରୋ: ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୫,୩୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୫୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି (ଗୁରୁବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୩୩୫ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୪,୩୩୫ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ୍ ଆରବିଆଇ ଆଜି (ଗୁରୁବାର) ରେପୋରେଟ ଅପରିବର୍ତ୍ତିତ ରଖିଛି। ଆରବିଆଇ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଚାହିଁ ରେପୋ ରେଟ୍ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିଛି ଆରବିଆଇ। ମନିଟାରି ପଲିସି କମିଟି (ଏମ୍ପିସି) ଏହି ନିଷ୍ପତ୍ତି […]
ବାସ୍ତବ ବ୍ୟୁରୋ: ଆଜି (ବୁଧବାର) ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୪,୪୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୦୦୦ ଉପରେ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୪୩୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍ […]
ବାସ୍ତବ ବ୍ୟୁରୋ: ଏ ବର୍ଷ ଫୋର୍ବସ୍ ବାର୍ଷିକ ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ରହିଛନ୍ତି ଫ୍ରାନ୍ସ ର ବର୍ନାର୍ଡ ଅର୍ନାଲ୍ଟ । ଫୋର୍ବସ୍ ମଙ୍ଗଳବାର, ଏପ୍ରିଲ ୪ ରେ ବିଶ୍ୱର କୋଟିପତିଙ୍କ ୩୭ ତମ ବାର୍ଷିକ ତାଲିକା ପ୍ରକାଶ କରିଛି । ତାଲିକା ଅନୁସାରେ, ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଟପ୍ -୧୦ ରେ ସ୍ଥାନ ପାଇଛନ୍ତି। […]
ବାସ୍ତବ ବ୍ୟୁରୋ: ଫିନଲ୍ୟାଣ୍ଡ ହେଲା ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ) ର ଏକ ନୂଆ ସଦସ୍ୟ । ଫିନଲ୍ୟାଣ୍ଡ ହେଉଛି ୩୧ ତମ ଦେଶ ଯିଏକି ଏହି ମିଲିଟାରୀ ଆଲିଆନ୍ସରେ ସାମିଲ ହୋଇଛି । ନାଟୋ ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲେନବର୍ଗ ଆଜି (ମଙ୍ଗଳବାର) ଘୋଷଣା କରିଛନ୍ତି ଯେ ଫିନଲ୍ୟାଣ୍ଡ ବର୍ତ୍ତମାନ ନାଟୋର ସଦସ୍ୟ ହୋଇଛି। ଅନ୍ୟପକ୍ଷରେ ରୁଷ ନାଟୋର ସମ୍ପ୍ରସାରଣକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। କ୍ରେମଲିନ […]
ବାସ୍ତବ ବ୍ୟୁରୋ: ପୁଣି ଥରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମକରଣ କଲା ଚୀନ । ୫ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଏହିପରି କାର୍ଯ୍ୟ କରିଛି ଡ୍ରାଗନ୍ । ଏହି ଅଞ୍ଚଳଗୁଡ଼ିକର ନାମକରଣ କରିବା ସହ ଚୀନ ଏହାକୁ “ତିବତ୍ର ଦକ୍ଷିଣ ଭାଗ ଜାଙ୍ଗନାନ୍” ବୋଲି କହୁଛି। ପୂର୍ବରୁ ମଧ୍ୟ ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳର ନାମକରଣ କରିଥିବା ବେଳେ ଚୀନ ଏବେ ବି ଉଦ୍ୟମ ଜାରି […]
ବାସ୍ତବ ବ୍ୟୁରୋ: ଆମେରିକାରେ ହିନ୍ଦୁ ସମ୍ପ୍ରଦାୟର ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୧୫ ବର୍ଷ ମଧ୍ୟରେ ଆମେରିକାରେ ହିନ୍ଦୁମାନଙ୍କର ଜନସଂଖ୍ୟା ଦ୍ୱିଗୁଣିତ ହୋଇ ପ୍ରାୟ ୨୨.୨୫ ଲକ୍ଷରେ ପହଞ୍ଚିଛି। ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ଅନୁଯାୟୀ ୨୦୨୫ ସୁଦ୍ଧା ହିନ୍ଦୁମାନଙ୍କର ଜନସଂଖ୍ୟା ପ୍ରାୟ ୨୮ ଲକ୍ଷ ହେବ। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ଲୁରିଜିମ୍ ପ୍ରୋଜେକ୍ଟ ଅନୁଯାୟୀ, ୨୦ ବର୍ଷ ପୂର୍ବେ ଆମେରିକାରେ ୪୩୫ ଟି ମନ୍ଦିର ଥିଲା, ଯାହାର […]
ବାସ୍ତବ ବ୍ୟୁରୋ: ଆଜି (ଶନିବାର) ସକାଳେ ପ୍ରୟାଗରାଜର ନେହେରୁ କମ୍ପ୍ଲେକ୍ସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ସୂଚନାନୁସାରେ, ୨୧୦ ଟି ଦୋକାନରେ ନିଆଁ ଲାଗିଯାଇଛି। ସେଥିମଧ୍ୟରୁ ୩୦ ଟି ଦୋକାନ ସଂପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହେଇଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବିଭାଗର ୨୦ ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । କ୍ରୁମାନେ ୪.୩୦ ଘଣ୍ଟା ପରେ […]
ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ରାମନବମୀ ଅବସରରେ ମହାରାଷ୍ଟ୍ର, ଗୁଜୁରାଟ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଥିବା ସୂଚନା ମିଳିଛି । ଗୁଜରାଟର ଭଦୋଦରାର ଦୁଇଟି ସ୍ଥାନରେ ରାମ ନବମୀ ଶୋଭା ଯାତ୍ରା ସମୟରେ ପ୍ରବଳ ହଙ୍ଗାମା ହୋଇଥିଲା । ସହରରେ ରାମନବମୀ ଶୋଭାଯାତ୍ରା ଯାଉଥିବା ସମୟରେ ପଥର ମାଡ଼ ହୋଇଥିଲା, ଯାହାକୁ ନେଇ ହଇଚଇ ସୃଷ୍ଟି […]
ବାସ୍ତବ ବ୍ୟୁରୋ:ଭାରତରେ ବିବାହରେ ବରକୁ ଯୌତୁକ ଦେବା ଏହା ଏକ ସାଧାରଣ କଥା, କିନ୍ତୁ ଚାଇନାରେ ଏହାର ବିପରୀତ ଘଟଣା ଘଟୁଛି। ଏଠାରେ ବରକୁ ବିବାହ ପାଇଁ ଯୌତୁକ ଦେବାକୁ ପଡେ । ଚାଇନାରେ ସାଧାରଣ ଭାଷାରେ ବାହାଘର ପାଇଁ ବର ଦେଉଥିବା ଯୌତୁକକୁ କେଲ୍ଲୀ କୁହାଯାଏ । ଏଥିପାଇଁ ସରକାର ମହିଳାମାନଙ୍କୁ ଯୌତୁକ ନ ନେବା ପାଇଁ ଶପଥ କରାଉଛନ୍ତି। କେତେକ ପ୍ରଦେଶରେ ବରକୁ ୧୬ ଲକ୍ଷ ୪୭ […]


