ନୂଆଦିଲ୍ଲୀ:ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ’ରେ ମଧ୍ୟ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି। ଏହା ପରେ କଂଗ୍ରେସ ଏହାର ପ୍ରତିଶୋଧ ପରାୟଣ ହୋଇ ହୋଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା କହିଛନ୍ତି ଯେ ମୋଦୀ ସରକାର ସର୍ବଦା ମିଥ୍ୟା ପ୍ରଚାର କରି ରାଜନୈତିକ ଫାଇଦା ଖୋଜୁଛନ୍ତି। ସୁରଜେୱାଲା ଗୋଟିଏ ପରେ ଗୋଟିଏ ଟୁଇଟରରେ ପୋଷ୍ଟ […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୭୭୨ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୭୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୬୭୮୨ଜଣ ସୁସ୍ଥ ହୋଇଛନ୍ତି ।  ଆସନ୍ତା ୨୫ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ […]

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୬୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୫୧ଟି ଆକ୍ଟିଭ୍‌ କେସ୍‌ ରହିଥିବା […]

ରାଜ୍ୟରେ ଆଜି ଶେଷ ହୋଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ପ୍ରାୟ ସବୁ ଜିଲ୍ଲାରେ ଶାସକ ବିଜେଡି ଅଧ୍ୟକ୍ଷ ପଦ ପୋଛି ନେଇଛି । ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର କୁନ୍ତୀ ପ୍ରଧାନ ସଭାପତି ନିର୍ବାଚିତ ହୋଇଛନ୍ତି । ସେହିଭଳି ମୟୂରଭଞ୍ଜରେ ଭାରତୀ ହାଂସଦା (ବିଜେଡି) ନୟାଗଡ଼ରେ ଦେବାଶିଷ ପଟ୍ଟନାୟକ (ବିଜେଡି) ନବରଙ୍ଗପୁରରେ ମୋତିରାମ ନାୟକ (ନିଜେଡି) ମାଲକାନଗିରିରେ ସମାରି ତାଙ୍ଗୁଲୁ (ବିଜେଡି)ରୁ ନିର୍ବାଚିତ ହୋଇଛନ୍ତି ।  ଆସନ୍ତା ୧୭ […]

ବାସ୍ତବବ୍ୟୁରୋ:ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ସମସ୍ତ ପ୍ରକାର କଳ୍ପନାଜଳ୍ପନା କରାଯାଉଛି। ଏହି ସମୟରେ, ଇଣ୍ଡିଆନ ଅଏଲର ଶ୍ରୀଲଙ୍କା ସ୍ଥିତ ସହାୟକ ଦେଶବାସୀଙ୍କୁ ଏକ ବଡ ଝଟକା ଦେଇଛି। ବାସ୍ତବରେ, ଶ୍ରୀଲଙ୍କା ଟଙ୍କାର ମୂଲ୍ୟ ହ୍ରାସ ହେତୁ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ବୃଦ୍ଧି କରିଛି। ଏହି ମୂଲ୍ୟ ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହୋଇଛି। କମ୍ପାନୀ ଏକ ମାସରେ ତୃତୀୟ ଥର ଇନ୍ଧନ ମୂଲ୍ୟ […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୪୫୭ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୬୨୮୫ଜଣ ସୁସ୍ଥ ହୋଇଛନ୍ତି ।   ଏପ୍ରିଲ ୨୯ ତାରିଖରୁ ମେ ୬ ତାରିଖ ଯାଏଁ […]

ବାସ୍ତବବ୍ୟୁରୋ: ଉତ୍ତରପ୍ରଦେଶ,ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଆଜି ଘୋଷିତ ହେଉଛି ଏହା ସକାଳ ୮ ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଛି। ଗତ ଦୁଇ ମାସ ଧରି ଚାଲିଥିବା ନିର୍ବାଚନରେ ​​ଉତ୍ତେଜନା ଦେଖାଦେଇଥିବା ବେଳେ ରାଜନୈତିକ ଦଳ ପରସ୍ପର ଉପରେ ଅନେକ କାଦୁଅ ଫିଙ୍ଗିଛନ୍ତି,ଯାହାର ପରିଣାମ ଆଜି ଜନସାଧାରଣଙ୍କ ସମ୍ମୁଖରେ | ଉତ୍ତରପ୍ରଦେଶରେ ବିଜେପି ଓ ଏସପିଙ୍କ ମଧ୍ୟରେ ଏକ ବଡ଼ ଟକ୍କର ଚାଲିଥିବାବେଳେ ପଞ୍ଜାବରେ କଂଗ୍ରେସ […]

 ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୫୯୮୦ଜଣ ସୁସ୍ଥ ହୋଇଛନ୍ତି ।  ଆଜି […]

ବାସ୍ତବ ବ୍ୟୁରୋ(ନୂଆଦିଲ୍ଲୀ):ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ ନାରାଭାନେ କହିଛନ୍ତି ଯେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ବିବାଦ ଦର୍ଶାଉଛି ଯେ ଏକ ପାରମ୍ପାରିକ ଯୁଦ୍ଧ ହୋଇପାରେ ଏବଂ ଭବିଷ୍ୟତ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ହେବା ଆବଶ୍ୟକ। ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ ନାରାଭାନେ ମଙ୍ଗଳବାର ଦିନ କହିଛନ୍ତି ଯେ ବର୍ତ୍ତମାନ “ଚାଲୁଥିବା ରୁଷ-ୟୁକ୍ରେନ ଯୁଦ୍ଧରୁ ଆମେ ସବୁଠାରୁ ବଡ଼ ଶିକ୍ଷା ପାଇପାରିବା ଯେ ଭାରତକୁ […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୯ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୮୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୦୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୫୨୨୮ଜଣ ସୁସ୍ଥ ହୋଇଛନ୍ତି […]

Pin It on Pinterest