ଶ୍ରୀରାମ ମନ୍ଦିର ନିଧି ସମର୍ପଣ ଅଭିଯାନରେ ରାଜ୍ୟରୁ ସଂଗ୍ରହ ହୋଇଛି ୪୨ କୋଟିରୁ ଅଧିକ ଟଙ୍କା । ଏହି ଅର୍ଥକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ବିକାଶ ପାଇଁ ପଠାଯାଇଛି । ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ)ରୁ ବିଦ୍ୟୁତ ଉତ୍ପାଦନ ଆଜିଠାରୁ ବନ୍ଦ ହୋଇଛି। କେନ୍ଦ୍ର ପ୍ରଦୂଷଣ ବୋର୍ଡର ମଂଜୁରି ନ ଥିବାରୁ ଏହି ପ୍ଲାଣ୍ଟ ଆସନ୍ତା ୩୧ ତାରିଖରୁ ସବୁଦିନ ପାଇଁ ବନ୍ଦ ହେବାକୁ ବସିଥିଲାବେଳେ ପର୍ଯ୍ୟାୟକ୍ରମେ ଉତ୍ପାଦନ ବନ୍ଦ […]
ଦେଶ ଓ ବିଦେଶ
କରୋନା ସଂକ୍ରମଣ ରୋକିବାରେ ଆଷ୍ଟ୍ରାଜେନେକା ଟିକା ୭୯ % ଫଳପ୍ରଦ ବାସ୍ତବବ୍ୟୁରୋ:ଯୁକ୍ତରାଷ୍ଟ୍ରରେ,କରୋନା ଟିକା ଆଷ୍ଟ୍ରା ଜେନେକା ର ତୃତୀୟ ପରୀକ୍ଷା ୭୯ ପ୍ରତିଶତ ପର୍ଯ୍ୟନ୍ତ ସଫଳ ହୋଇଛି। ତେଣୁ ବ୍ରିଟେନର ପରୀକ୍ଷା ଫଳାଫଳ ତୁଳନାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ | ଏଥି ସହିତ, ଆଭ୍ୟନ୍ତରୀଣ ତଥ୍ୟ ଅନୁଯାୟୀ, ଏହି ଟିକା ୬୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଶତପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି | […]
ବାସ୍ତବବ୍ୟୁରୋ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ପହଂଚିବା ପରେ ଗଜପତି ମହାରାଜ ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ସ୍ବାଗତ କରିଥିଲେ।ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତିଙ୍କ ସହ ଶ୍ରୀଜିଙ୍କୁ ଦର୍ଶନ କରିଛନ୍ତି | ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗର୍ଭଗୃହରୁ ଶ୍ରୀଜୀଙ୍କ ଦର୍ଶନ ପରେ ମା’ ବିମଳା, ମହାଲକ୍ଷ୍ମୀ […]
ବାସ୍ତବବ୍ୟୁରୋ:ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଉରକେଲାର ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି | ଆସନ୍ତାକାଲି ସନ୍ଧ୍ୟା ୬ଟା ୨୫ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ।ବିମାନ ବନ୍ଦରରୁ ସିଧାସଳଖ ରାଜଭବନ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ।ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ରାଉରକେଲା, ପୁରୀ ଓ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୨୧ ତାରିଖରେ ରାଉରକେଲାର ଏନଆଇଟିର ୧୮ତମ ସମାବର୍ତ୍ତନ […]
କରୋନା ଭାଇରସର ଗତି ପୁଣି ଭୟଙ୍କର ହେଲା, ଦେଶର କେଉଁଠି ରାତି କର୍ଫ୍ୟୁ ତ,କେଉଁଠି୧୪୪ ଧାରା | ବାସ୍ତବବ୍ୟୁରୋ:ଦେଶରେ କରୋନା ଜୀବାଣୁର ଗତି ପୁଣି ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ପରିସ୍ଥିତି ଏତେ ଖରାପ ହେଉଛି ଯେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ଦେଶରେ କରୋନାର ଦ୍ୱିତୀୟ ତରଙ୍ଗକୁ ଭୟ କରି ପ୍ରଧାନମନ୍ତ୍ରୀ ଦ୍ରୁତ ଗତିରେ ବଢୁଥିବା […]
ଆଜି ଆସାମ ଏବଂ ବଙ୍ଗଳାରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିବେ ବାସ୍ତବବ୍ୟୁରୋ:ଆସାମ ଓ ପଶ୍ଚିମବଙ୍ଗରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବଙ୍ଗଳା ଲୋକଙ୍କ ମନରେ ପରିବର୍ତ୍ତନର ଇଚ୍ଛା ଜାଗ୍ରତ ହୋଇଛି ଏବଂ ଭଲ ଶାସନର ବିଜେପିର ଏଜେଣ୍ଡା ଲୋକଙ୍କ ମଧ୍ୟରେ ସ୍ଥାନ ସୃଷ୍ଟି କରୁଛି। ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ଆସନ୍ତାକାଲି ମାର୍ଚ୍ଚ ୧୮ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୪୦୫ରେ ପହଞ୍ଚିଛି । ଏଥି ମଧ୍ୟରୁ ୬୩୮ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୫୭୯୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଏପ୍ରିଲ ୨ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଜି ବି ବିଧାନସଭା […]
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଓଡ଼ିଶାର ଧାନ କିଣା ପ୍ରସଙ୍ଗ ଏବେ ଦିଲ୍ଲୀ ଦରବାରରେ, ଚାଷୀଙ୍କ ଧାନ କିଣା ନେଇ ଓଡ଼ିଶା ସରକାରଙ୍କୁ ହଙ୍ଗେରୀଛନ୍ତି ବିଜେପି ଓ କଂଗ୍ରେସ ବିଧାୟକ। ସରକାରଙ୍କ ଠାରୁ ଠୋସ୍ ପ୍ରତିଶ୍ରୁତି ମାଗି ବିଧାନସଭାକୁ ଚାରି ଦିନ ହେଲା ଅଚଳ କରିଛନ୍ତି । ସରକାର ସବୁ ଧାନ କିଣିବାକୁ ନିର୍ଭର ପ୍ରତିଶ୍ରୁତି ଦେଲେ ଯାଇ ଗୃହ ଚାଲିବ ବୋଲି ସେମାନେ ଅଡ଼ି ବସିଥିବାବେଳେ,ସେପଟେ ବିଜେଡି ବିଜେପି କେନ୍ଦ୍ରସରକାରଙ୍କ ହସ୍ତକ୍ଷେପ ଲୋଡୁଛନ୍ତି […]
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ଧାରୁଆ ପଂଚାୟତରେ,ବହୁ ବର୍ଷ ଧରି ଇଏସ୍ଆଇ ସୁପର ସ୍ପେସାଲିଟି ହସ୍ପିଟାଲ ନିର୍ମାଣ ପାଇଁ ଜାଗା ସ୍ଥିର ହୋଇଥିଲେମଧ୍ୟ ହୋଇପାରୁନଥିବାରୁ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିନ୍ତାବ୍ୟକ୍ତ କରିଛନ୍ତି |ଏଥିପାଇଁ ସେ କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ତୁରନ୍ତ ଏହି ହସ୍ପିଟାଲ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି । ଏହି ହସ୍ପିଟାଲକୁ ପୂର୍ବରୁ ସ୍ଥାନ ନିରୂପଣ କରାଯାଇଥିବା ଜଟଣୀ ନିର୍ବାଚନ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୩୨୩ରେ ପହଞ୍ଚିଛି । ଏଥି ମଧ୍ୟରୁ ୬୨୨ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୫୭୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ଶାସକ ଦଳ କ୍ଷମା ପ୍ରାର୍ଥନା ପାଇଁ ଅଡି ବସିଥିବାବେଳେ ବିରୋଧୀ ମଣ୍ଡି ଅବ୍ୟବସ୍ଥାକୁ […]


