ପ୍ରମୋଦ ନାୟକ(ଭୁବନେଶ୍ବର) : କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲଗାତାର ତୃତୀୟ ବର୍ଷ ଧରି ରାଜ୍ୟରେ ସାର ସଙ୍କଟ ଉତ୍କଟ ରୂପ ନେଇଛି। ବନ୍ୟା ସମୟରେ କ୍ଷତିଗ୍ରସ୍ତ ଫସଲ ପାଇଁ ସାରର ଆବଶ୍ୟକତା ଅଧିକ ଥାଏ। ଠିକ୍ ସେହିସମୟରେ ଚାଷୀଙ୍କ ପାଖରେ ଡିଏପି ଏବଂ ଏମ୍ଓପି ଭଳି ସାର ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କେନ୍ଦ୍ର ସରକାରଙ୍କ […]
ରାଜ୍ୟ
ପ୍ରମୋଦ ନାୟକ(ଭୁବନେଶ୍ବର):ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲିଖି ଛୁଟି ମାଗିଛନ୍ତି ।ତାହା ସରକାରୀ ଛୁଟି ଘୋଷଣା ପାଇଁ ଶ୍ରୀ ମିଶ୍ରଙ୍କ ଦାବି । ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ‘ନୂଆଖାଇ’ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବା ନେଇ ଶ୍ରୀ ମିଶ୍ର ଦାବି କରିଛନ୍ତି। ଚିଠିରେ ସେ ଲେଖିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର […]
ସଂଜୟ ଶତପଥୀ(କଟକ): ଆମ ଓଡ଼ିଶାର ଗୌରବ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ରେ ଚିକିତ୍ସିତ ହେଉଥିବାରୁ, ମା’ଙ୍କୁ ଭେଟିବା ପାଇଁ କଟକନଗର ଭାଜପାର ଏକ ଟିମ ଆଜି ମେଡ଼ିକାଲ ପହଞ୍ଚିଥିଲେ। ଭାଜପା କଟକନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ରାଜ୍ୟ ସଂଖ୍ୟା ଲଘୁମୋର୍ଚା ସଭାପତି ସିକନ୍ଦର ଅଲ୍ଲି,ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱରଂଜନ ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର ପ୍ରମୁଖ […]
ବରଗଡ଼୨୫/୮(ନବୀନ ଦାଶ): ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ମଧ୍ୟରେ ବେଶ୍ ପରିଚିତ ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ କଡ ସ୍ଥିତ ସରଣ୍ଡା ବିଶ୍ୱେଶ୍ୱର୍ ବାବା ଶୈବ ପୀଠରେ ଓଡିଶା ରାଜ୍ୟ କୋଶଲିଆ ମାଳି ସମାଜ ବିକାଶ ପରିଷଦ ପକ୍ଷରୁ ସାମାଜିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ସମାଜ ପକ୍ଷରୁ ବିଶ୍ଵେଶ୍ୱର୍ ବାବା ଙ୍କ ଚରଣାରବିନ୍ଦ ହୋଇ ସମାଜ ର ଉନ୍ନତି ଓ ଉତ୍ତରୋତ୍ତର କାମନା […]
ଏସ.ବାସ୍ତବ: ଅନେକ ଥର ଏହା ଘଟେ ଯେତେବେଳେ ଏପରି ଲଜ୍ଜାଜନକ କାର୍ଯ୍ୟ କ୍ୟାମେରାରେ ଧରାଯାଏ ଯାହା ଲୋକଙ୍କ ପାଇଁ ଲଜ୍ଜାଜନକ ହୋଇଯାଏ | ଅନେକ ଥର ଲାଇଭ୍ ମ୍ୟାଚ୍ ସମୟରେ ଷ୍ଟାଡିୟମରୁ ଏଭଳି ମାମଲା ମଧ୍ୟ ଆସିଥାଏ | ଆମେରିକାରୁ ଏକ ସମାନ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଲାଇଭ ମ୍ୟାଚ୍ ଚାଲିଛି ଏବଂ ଏହି ସମୟ ମଧ୍ୟରେ ଷ୍ଟାଡିୟମରେ ବସିଥିବା ଏକ ଦମ୍ପତିଙ୍କର ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା […]
ବାସ୍ତବବ୍ୟୁରୋ ୨୫|୦୮: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ।ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗର ପୂର୍ବାନୁମାନ ଅନୁଯାଇ ୨୫ ଓ ୨୭ ତାରିଖ ଦୁଇ ଦିନ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼ ଓ କେନ୍ଦୁଝରରେ ଆଜି ଅର୍ଥାତ ୨୫ରେ ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ […]
ବରଗଡ଼(ନବୀନ ଦାଶ) ୨୫।୦୮: ଦୁଇ ବର୍ଷ ବ୍ୟବଧାନ ପରେ ଏଥର ଧୁମଧାମରେ ପାଳନ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। କୋଭିଡ କଟକଣା ଯୋଗୁ ବରଗଡ଼ ଧନୁଯାତ୍ରା ବନ୍ଦ ରହିଥିଲା।ଏ ବର୍ଷ ଡିସେମ୍ବର ୨୭ ରୁ ୨୦୨୩ ଜାନୁୟାରୀ ୬ ପର୍ଯ୍ୟନ୍ତ ଧନୁଯାତ୍ରା ପାଳନ ହେବ। ଏଥିପାଇଁ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି(ଗୁରୁବାର) ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଧନୁଯାତ୍ରା ମହୋତ୍ସବ […]
ବରଗଡ଼୨୫/୮(ନବୀନ ଦାଶ ବାସ୍ତବ ଟିଭି):ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୧୪ ତାରିଖ ଦିନ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲସ୍ତଲା ର ଅନିଲ ସରାଫ ଙ୍କ ସୁନା ଗହଣା ଦୋକାନରୁ ରାତିରେ ସିନ୍ଧି ଫୋଡ଼ି ଚୋରୀ ହୋଇଥିବା ଦୋକାନ ମାଲିକ ଲିଖିତ ଅଭିଯୋଗ ଅତାବିରା ଥାନାରେ ଦେଇଥିଲେ।ଏହା ପରେ ଖରମୁଣ୍ଡା ସ୍କୁଲ୍ ରୁ ଚାଉଳ ସହ ଗ୍ୟାସ ସିଲିଣ୍ଡର ଓ ଗ୍ୟାସ ଚୁଲା ମଧ୍ୟ ଚୋରି ଅଭିଯୋଗ […]
ଚାନ୍ଦବାଲି(ଦେବକାନ୍ତ ମହାନ୍ତି):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ଯାଳୟ ପରିଶରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ଯ ଶୀବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମଆରସିଏଫ ର ୧୧୫ଜଣ,ଇଏନଟି ର ୮୯ଜଣ,ଭିଜୁଆଲ ର ୭୨ଜଣ,ଲୋକାଲମଟର ର ୧୬୮ଜଣଙ୍କୁ ମିଶାଇ ମୋଟ ୪୪୪ଜଣ ପଞ୍ଜୀକ୍ରୁତ ହୋଇଥିବା ଜଣାପଡିଛି ।ଏମାନଙ୍କ ମଧ୍ଯରୁ ମୋଟ ୩୯୪ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଦିଆଯାଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡିଏସଏସଓ ସୁରେନ୍ଦ୍ର ଗମାଙ୍ଗ,ବିଏସଏସଓ ବିଶ୍ବରଞ୍ଜନ […]
ସଂଜୟ ସତପଥୀ(କଟକ): ଆସନ୍ତା ଶ୍ରୀଗଣେଶ ପୂଜା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାସମାରୋହରେ ଏହି ଉତ୍ସବ ପାଳନ କରିବାର ସଙ୍କଳ୍ପ ନେଇ ଆଜି କଟକର ପ୍ରସିଦ୍ଧ ବାଲିଯାତ୍ରା ପଡିଆରେ କଟକ-ଭୁବନେଶ୍ବର ଦ୍ବୈତ୍ଯନଗରୀ ଗଣେଶ ମହୋତ୍ସବ କମିଟି ପକ୍ଷରୁ ପୁର୍ବତନ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରାଙ୍କ ଦ୍ବାରା ପଣ୍ଡିତମାନଙ୍କ ମନ୍ତ୍ରୋଚାରଣ ଓ ବେଦଧ୍ଵନି ମଧ୍ଯରେ ଭୂମି ପୂଜନ ଓ ଶୁଭ ସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ […]


