ବରଗଡ଼(ନବୀନ ଦାଶ ବାସ୍ତବ ଟିଭି):ବରଗଡ଼ ଜିଲ୍ଲାଅତାବିରା ବ୍ଲକ ବାବେବୀରା ଗ୍ରାମର ପ୍ରକୃତି ପ୍ରେମୀ ରବୀନ୍ଦ୍ର ବାରିକ୍ ଆଉ ନାହାନ୍ତି । ଆଜି ସକାଳ ପ୍ରାୟ ୯ ଟା ସମୟରେ ହୃଦ ଘାତରେ ତାଙ୍କର ବିୟୋଗ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ତାଙ୍କର ଦୃଢ଼ ମନୋବଳ ଯୋଗୁଁ ୯୮ ବର୍ଷରେ ପଦାର୍ପଣ କରି ମଧ୍ୟ ,ତାଙ୍କୁ ବାର୍ଦ୍ଧକ୍ୟ କବଳିତ କରିପାରି ନଥିଲା । ସେ ପରିଣତ […]
ରାଜ୍ୟ
ନବୀନଙ୍କୁ ଦଳ ଗ୍ରହଣ କରିବନି: ବିଜେପି ରାଜ୍ୟ ସ୍ବାର୍ଥ ପାଇଁ ଏନ୍ଡିଏକୁ ସମର୍ଥନ: ବିଜେଡି ଅଘୋଷିତ ମେଣ୍ଟ ଚାଲିଛି: କଂଗ୍ରେସ ପ୍ରମୋଦ ନାୟକ(ଭୁବନେଶ୍ବର): କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ସୋମବାର ଗଣମାଧ୍ୟମ ଜରିଆରେ ଙ୍କୁନବୀନ ପଟ୍ଟନାୟକଙ୍କୁ ଏନ୍ଡିଏରେ ମିଶିବା ପାଇଁ ଗାନ ମାଧ୍ୟମ ଜରିଆରେ ପ୍ରସ୍ତାବ ଦେଇଥିଲେ। ଅଠାୱଲେଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡି-ବିଜେପି ସମ୍ପର୍କ ନେଇ ପୂର୍ବରୁ ଯେଉଁ ଆଲୋଚନା ହେଉଥିଲା ତାହା ଏବେ ଜୋର୍ ଧରିଛି। ବିରୋଧୀ […]
ବରଗଡ଼:-୨୪/୮(ନବୀନ ଦାଶ ବାସ୍ତବ ଟିଭି)ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ୫୩ନଂ ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ଭେଦ କରି ଯାଇଛି।ଏହି ରାସ୍ତା ଦେଇ ଦିନ ରାତି ହଜାର ହଜାର ଛୋଟ ବଡ ଗାଡ଼ି ମଟର,ଭାରୀ ଯାନବାହାନ ସହ ଲୋକ ତଥା ସ୍କୁଲ କଲେଜ ପିଲା ଯାତା ୟତ କରିଥାନ୍ତି।ଏହି ରାସ୍ତା ଟି ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ହେବା ସହ ରକ୍ଷଣାବେକ୍ଷଣ ଅଭାବ ରୁ ଡିଭାଇଡର ତଥା ରାସ୍ତା […]
ଭୁବନେଶ୍ୱର:ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ରେଞ୍ଜରୁ,ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO) ଏବଂ ଭାରତୀୟ ନୌସେନାର ମିଳିତ ସହଯୋଗରେ ମଙ୍ଗଳବାର ଭର୍ଟିକାଲ ଲଞ୍ଚ ସଟ୍ ରେଞ୍ଜ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରୁଥିବା କ୍ଷେପଣାସ୍ତ୍ର(VL-SRSAM)ର ସଫଳ ପରୀକ୍ଷଣ କରାଯାଇଛି। ଆଶା ମୁତାବକ କ୍ଷେପଣାସ୍ତ୍ର ସଠିକ୍ ଲକ୍ଷ୍ୟଭେଦ କରିଛି। ମିସାଇଲ ନିଜର ଗତି ଏବଂ ମାରକ କ୍ଷମତା ପାଇଁ ପରିଚିତ। ସ୍ୱଦେଶୀ ଜ୍ଞାନ କୌଶଳରେ କ୍ଷେପଣାସ୍ତ୍ରର ନିର୍ମାଣ କରାଯାଇଛି। ଏହାର […]
ବରଗଡ(ନବୀନ ଦାଶ ବାସ୍ତବ ଟିଭି):ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କୃଷିମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ଇଂସ୍ୟୁରେନ୍ସ କରିଥିବା ବରଗଡ଼ର ସମସ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କୁ କ୍ଷତିପୂରଣ ଅର୍ଥ ତୁରନ୍ତ ଦିଆଯିବା ଓ ଏଚଡିଏଫସି ଇରଗୋ କମ୍ପାନୀ କୁ କଳାଭୁକ୍ତ କରିବା ପାଇଁ ଦାବି ଜଣାଇଛନ୍ତି । ରାଜ୍ୟରେ ତଥା ବରଗଡ଼ ଜିଲ୍ଲାରେ ହେଉଥିବା ବ୍ୟାପକ ସାର କଳାବଜାରୀ ରୋକିବାକୁ ସମବାୟ ସଂସ୍ଥା […]
ଏସ୍.ବାସ୍ତବ:ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତରେ ଘେରି ରହିଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଅସୁବିଧା ଅନ୍ୟ ଏକ ମାମଲାରେ ବଢିପାରେ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମାଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କାମ୍ରୁପରେ ଥିବା ସିଜେଏମ୍ କୋର୍ଟ ମନୀଷ ସିସୋଦିଆଙ୍କୁ ନୋଟିସ ଜାରି କରିଛନ୍ତି । ସେପ୍ଟେମ୍ବର ୨୯ ରେ ତାଙ୍କୁ ହାଜର ହେବାକୁ କୁହାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ଜୁନ୍ ୩୦ ରେ […]
ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ କିଏ ହେବେ, ତାହା ୫ ସେପ୍ଟେମ୍ବରରେ ନିଷ୍ପତ୍ତି ନିଆଯିବ। ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟାରେ ନିର୍ବାଚନ ଶେଷ ହେବ। ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଭାରତୀୟ ବଂଶୋଭ ରୁଷି ସୁନାକ ଏବଂ ବୈଦେଶିକ ସଚିବ ଲିଜ ଟ୍ରସ୍ ଦୋୖଡରେ ଅଛନ୍ତି। ଏସ. ବାସ୍ତବ:ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଆଗରେ ଥିବା ଭାରତୀୟ ବଂଶୋଭ ରୁଷି ସୁନାକ ସକରାତ୍ମକ ଶକ୍ତି ପାଇଁ ଶ୍ରୀମଦ୍ ଭଗବଦ୍ ଗୀତା […]
ବାସ୍ତବବ୍ୟୁରୋ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି ଏବଂ ଓ୍ୱେଷ୍ଟର୍ଣ୍ଣ ସିଡନୀ ବିଶ୍ୱବିଦ୍ୟାଳୟ(ଡବ୍ଲୁଏସୟୁ)ରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟରଙ୍କ ସହ ଅଷ୍ଟ୍ରେଲିଆ ଭାରତ ଶିକ୍ଷା ପରିଷଦ(ଏଆଇଇସି)ର ଷଷ୍ଠ ବୈଠକର ସହ-ଅଧ୍ୟକ୍ଷତା କରିଛନ୍ତି । ଏହି ଦ୍ୱିପାକ୍ଷିକ ବୈଠକ ବେଳେ ଦୁଇ ମନ୍ତ୍ରୀ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ […]
ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସତର୍କ ସୂଚନା ଅନୁଯାଇ, ମିଆଁମାର ଉପକୂଳରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ଠାରୁ ୪.୫ କିଲୋମିଟରରୁ ୫.୮ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ସୂଚନା ଅନୁଯାଇ, ଆସନ୍ତା ୨୩ ତାରିଖ, […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗୋପୀନାଥପୁର ପଞ୍ଚାୟତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଜେଡି ଏବଂ ବିଜେପି ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣେ ବିଜେପି କର୍ମୀ ଗୁରୁତ୍ୱର ଆହତ ହୋଇଥିଲେ ।ଯାହାକୁ ନେଇ ଗତ ୧୬ ତାରିଖରେ ଚାନ୍ଦବାଲି ବାଂଶଡ଼ା ଥାନାରେ ୧୧ ଜଣଙ୍କ ନାମରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ଏକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରୁଥିବା […]


