ନବୀନ ଦାଶ(ବରଗଡ଼): ସ୍ୱର୍ଗତ ସରୋଜ ମେହେର ଙ୍କ ଶୁଦ୍ଧିକ୍ରିୟା ଅବସରରେ ତାଙ୍କ ବାସଭବନ ଜାଣ୍ଡୋଲ, ଭେଡେନ,ବରଗଡ଼ ଠାରେ ନିଷ୍ଠା ପରିବାର ସହଯୋଗ ରେ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳୀ ପୂର୍ବକ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା।ଏହି ଶିବିର ରେ ସାତ ଯୋଡ଼ା ଦମ୍ପତ୍ତି, ହେଲ୍ପିଂ ହାର୍ଟ ର ମୁଖ୍ୟ ସତ୍ୟାନନ୍ଦ ପାଣ୍ଡେଙ୍କ ସମେତ ସର୍ବମୋଟ୍ ୪୨ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହେଇଥିଲା। ଏହି […]
ରାଜ୍ୟ
ଏସ.ବାସ୍ତବ: ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁଠାରୁ ଲୋକପ୍ରିୟ ନେତା, ଏହା ଅନେକ ନିର୍ବାଚନ ଫଳାଫଳ ଦ୍ୱାରା ପ୍ରମାଣିତ ହୋଇଛି | ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ସେ ବହୁ ସଂଖ୍ୟାରେ ସରକାର ଗଠନ କରିଥିଲେ। କିନ୍ତୁ ପ୍ରଥମ କରୋନା ମହାମାରୀ ମଧ୍ୟରେ ଏବଂ ବର୍ତ୍ତମାନ ବିରୋଧୀଙ୍କ ଦ୍ୱାରା ମୁଦ୍ରାସ୍ଫୀତି-ବେକାରୀ ସମସ୍ୟା ମଧ୍ୟରେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ଜନତା ପାର୍ଟି ୨୦୨୪ ଲୋକସଭା ନିର୍ବାଚନରେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାଷୀ ମାରଣ ନୀତିକୁ ବିରୋଧ କରି ଚାଷୀ ସଂଘଠନ ଓ ବିଜେପି ଦଳ ପକ୍ଷରୁ ରାସ୍ତା ରୋକ ଆନ୍ଦୋଳନ କରାଯାଇଛି । ଭଦ୍ରକ ଜିଲ୍ଲା ନରେନ୍ଦ୍ରପୁର ସେବା ସମବାୟ ସମିତି କୁ ଧାନ କ୍ରୟ କରିବାର ଅନୁମତି ପ୍ରଦାନ ଦାବି କରି ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ଗଦି ବଜାର ଠାରେ ଶତାଧିକ ଚାଷୀ ରାସ୍ତା ରୋକ କରିଛନ୍ତି।ଫଳରେ ଭଦ୍ରକ ଠାରୁ ଚାନ୍ଦବାଲି ଓ ଚାନ୍ଦବାଲି ରୁ […]
ଜୟନ୍ତ ଶତପଥୀ(ଡେରାବିଶି):ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଭଣାଗାଁ ଦଶ ନମ୍ବର ୱାର୍ଡ ରେ ଚାଲିଥିବା କଂକ୍ରିଟ ରୋଡ ଅତି ନିମ୍ନ ମାନର ହେଉଛି ବୋଲି ଗ୍ରାମବାସୀ ମାନେ କାମ ବନ୍ଦ କରି ଦେଇଛନ୍ତି | ଗୋଡି, ମେଣ୍ଟାଲ ଅତି ନିମ୍ନ ମାନର ଓ ସେଗୁଡାକ ସବୁ ଧଳା, ଚିଲା ବୋଲି କାମକୁ ଏକ ବର୍ଷ ହେଲାଣି ବନ୍ଦ କରିଥିଲେ |ହେଲେ ପୁଣି କାଲି କାମ ଆରମ୍ଭ କରାଯାଇଥିବା ବେଳେ, କୌଣସି […]
ଏସ୍.ବାସ୍ତବ:କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଶୁକ୍ରବାର ଦିନ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବିବୃତ୍ତି ପାଇଁ ରାଷ୍ଟ୍ର ପତିଙ୍କୁ ଏକ ଚିଠି ପଠାଇ କ୍ଷମା ମାଗିଛନ୍ତି। ଅଧୀର ଚିଠିରେ ଲେଖିଛନ୍ତି – ମୁଁ ହଠାତ୍ ଆପଣଙ୍କ ପାଇଁ ଭୁଲ ଶବ୍ଦ ବ୍ୟବହାର କଲି | ମୋ ଜିଭ ଖସିଗଲା| ମୁଁ କ୍ଷମା ମାଗୁଛି ଏବଂ ଏହାକୁ ଗ୍ରହଣ କରିବାକୁ ଆପଣଂକୁ ଅନୁରୋଧ କରୁଛି | ବୁଧବାର ଦିନ ଦିଲ୍ଲୀର […]
ଅଭୟ ସାହୁ(ସାଲେପୁର):କଟକ ଚାନ୍ଦବାଲି ରୋଡ଼,ସାଲେପୁର ହୋଟେଲ ମାରିୟାନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ ହୋଇଥିବା ବେଳେ କଟକ ଚାନ୍ଦବାଲି ରାସ୍ତାର ସାଲେପୁର ହୋଟେଲ ମାରିୟାନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ମାନଙ୍କୁ ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ଅନୁଯାଇ, କଟକରୁ ରାଜନଗର ଯାଉଥିବା […]
ଏସ୍.ବାସ୍ତବ:କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କ ବିବୃତ୍ତି ନେଇ ଲୋକସଭାରେ ହଂଗାମା ସୃଷ୍ଟି ହୋଇଛି । ମୁଦ୍ରାସ୍ଫୀତି, ଅଗ୍ନିପଥ, ବେକାରୀ ଭଳି ପ୍ରସଙ୍ଗରେ ବିରୋଧୀଙ୍କ ତୀବ୍ର ଆକ୍ରମଣର ସମ୍ମୁଖୀନ ହେଉଥିବା ସରକାର ବର୍ତ୍ତମାନ ସଂସଦରୁ ରାଜରାସ୍ତା ଯାଏଁ ଫ୍ରଡ଼ଫୁଟରେ ଅଛନ୍ତି। ଏହି ପୂରା ପର୍ଯ୍ୟାୟରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ମହାମହିମ ରାଷ୍ଟ୍ରପତିଙ୍କ ଆସନମାନକୁ ନେଇ କଂଗ୍ରେସ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଏବଂ […]
ସଞ୍ଜୟ ଶତପଥୀ(କଟକ):କଟକ ସହରରେ ବାସ କରୁଥିବା ଦଳିତ ଲୋକମାନଙ୍କର କଟକ ଉନ୍ନୟନ କର୍ତ୍ତୁପକ୍ଷଙ୍କ ଅଧୀନସ୍ଥ ସେକ୍ଟର-୧୩ ନମ୍ବର ଥିବା ୧୮୦ ଏକର ଜମିକୁ ଚଂଚକତା କରି ପୁଞ୍ଜିପତି ମାନଙ୍କୁ ହସ୍ତାନ୍ତର କରିବାର ତଦନ୍ତ ଦାବୀରେ କଟକର ଯୁବ ସମାଜସେବୀ ଶ୍ରୀ ସଞ୍ଜିତ୍ ସାମଲଙ୍କ ନେତୃତ୍ବ ରେ ଶତାଧିକ ଦଳିତ ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ମାନନୀୟ ମହାନିର୍ଦ୍ଦେଶକ, ଓଡିଶା ପୋଲିସ୍ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାରୁ ଜଣାଯାଏ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭାରତର ସ୍ବାଧ୍ଵତାରର ୭୫ ବର୍ଷକୁ ‘ଆଜାଦିର ଅମୃତ ମହୋତ୍ସବ’ ଭାବେ ପାଳନ କରାଯାଇଛି, ଏହି ପରିପ୍ରେକ୍ଷିରେ ଶକ୍ତି ମନ୍ତ୍ରାଳୟ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗୁଡ଼, ଓପିଟିସିଏଲ ଏବଂ ଟିପିନଓଡ଼ିଏଲର ମିଳିତ ଭାବେ ଚାନ୍ଦବାଲି ବିଜୁସ୍ମୃତି ଭବନରେ ବିଜୁଳି ମହୋତ୍ସବ ଆୟୋଜନ କରାଯାଇଛି । ଏହି ବିଜୁଳି ମହୋତ୍ସବରେ ବିଶେଷ ଅତିଥ୍ ଭାବେ ବିଜୁଳି ବିଭାଗର ଏସି ଶ୍ରୀକାନ୍ତ କୁମାର ପାଣି, ଚାନ୍ଦବାଲି ତହସିଲଦାର, […]
ସଞ୍ଜୟ ଶତପଥୀ(କଟକ):କଂଗ୍ରେସ ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ ଙ୍କ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦି ମୁର୍ମୁଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ-ସେ ରାଷ୍ଟ୍ରପତି ନୁହନ୍ତି,ରାଷ୍ଟ୍ରପତ୍ନୀ, ବିରୋଧରେ ୨୮ଜୁଲାଇ ସନ୍ଧ୍ୟା ୫ଘଟିକାରେ କଟକନଗର ଭାଜପା ତରଫରୁ କଲେଜଛକ ସୁବାଷ ବୋଷ ମୂର୍ତ୍ତି ନିକଟରେ ପ୍ରତିବାଦ ସଭା ଓ ତାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। କଟକନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭାରେ ବକ୍ତାମାନେ କଂଗ୍ରେସ […]


