ସଞ୍ଜୟ ଶତପଥୀ (କଟକ):ବିଜେପିର କାଠଯୋଡ଼ି ମଣ୍ଡଳରେ ମଣ୍ଡଳ ସଭାପତି ଶ୍ରୀ ରତନ ମହାନ୍ତିଙ୍କ ନେତୃତ୍ବ ରେ ମଣ୍ଡଳ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା।ଏଥିରେ ରାଜନୈତିକ ଚିଠା ପ୍ରସ୍ତାବରେ କଟକ ସିଏମସି,ତଥା ରାଜ୍ୟ ବିଜୁ ଜନତା ଦଳର ଅପାରଗ ପଣିଆ ଓ ଦୁର୍ନୀତି କୁ ଘୋର ବିରୋଧ କରାଯାଇଥିଲା।କଟକରେ ମଶା,ପରିମଳ, ନାଳ ନର୍ଦ୍ଧମା,ପଙ୍କ ଉଦ୍ଧାର, ରାସ୍ତା ଘାଟ ଅବ୍ୟବସ୍ଥା, ବର୍ଷା ଜଳ ନିଷ୍କାସନ, ବିଜୁଳି ବିଭ୍ରାଟ,ଦୂଷିତ ପାନୀୟ ଜ୍ଵଳ ଓ ଜଳ ଯୋଗାଣରେ […]
ରାଜ୍ୟ
ସଞ୍ଜୟ ଶତପଥୀ (କଟକ):କଟକ ମହାନଗର ନିଗମ ଅନ୍ତର୍ଗତ ୨୮ ନମ୍ବର ଓ୍ବାର୍ଡ ରାଜା ବଗିଚା ସର୍ବୋଦୟପୁର ଅଂଚଳର ସ୍ବର୍ଗତଃ ବୁଲୁ ନାୟକଙ୍କ ଧର୍ମପତ୍ନୀ ବାସନ୍ତୀ ନାୟକ ବଜାରରୁ ଘରକୁ ଫେରୁଥିବା ସମୟରେ କଟକ ତଳତେଲେଂଗା ବଜାର ର ଶାନ୍ତିଲତା ଗଡା ନିକଟରେ ଅସୁସ୍ଥତା ଅନୁଭବ କରିବାରେ ନିକଟସ୍ଥ ଦୋକାନରୁ ପାଣି ମାଗି ପିଉଥିବା ସମୟରେ ହଠାତ୍ ତଳେ ପଡିଯାଇଥିଲେ। ତଳେ ପଡିଗଲା ପରେ ସେହି ବୟସ୍କ ମହିଳା ଛଟପଟ ହେବାସହ […]
ଏସ.ବାସ୍ତବ: ନବୋଦୟ ବିଦ୍ୟାଲୟ ସମିତି ଜବାହର ନବୋଦୟ ବିଦ୍ୟାଲୟାରେ ଏକାଦଶ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଛି। ଛାତ୍ରମାନେ ଅଗଷ୍ଟ ୧୮ ପର୍ଯ୍ୟନ୍ତ ନାମଲେଖା ପାଇଁ ପଞ୍ଜୀକୃତ କରିପାରିବେ | ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ପାଇଁ ନାମାଙ୍କନ ନିଆଯିବ | ସରକାରୀ କିମ୍ବା ସରକାରୀ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ୍ କରୁଥିବା ଛାତ୍ରମାନେ ଆବେଦନ କରିପାରିବେ। novodaya. gov. in ରେ ଆବେଦନ କରି ପାରିବ | […]
ଏସ.ବାସ୍ତବ: ଚୀନ୍ର ସମସ୍ତ ଚେତାବନୀକୁ ଅଣଦେଖା କରି ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସି ତାଇୱାନ ଗସ୍ତ କରିଛନ୍ତି। ଏହି ସମୟରେ ଚାଇନାର ବିମାନଗୁଡ଼ିକ ମଧ୍ୟ ତାଇୱାନ ସୀମାରେ ପ୍ରବେଶ କରି ଆକାଶରେ ବୁଲୁଥିଲେ। କେବଳ ଏତିକି ନୁହେଁ, କ୍ରୋଧିତ ଚୀନ୍ ଆମେରିକାର ରାଷ୍ଟ୍ରଦୂତଙ୍କୁ ଡକାଇ ଏହି କାର୍ଯ୍ୟରେ ଆପତ୍ତି ଜଣାଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଏକ ନିମ୍ନ ସ୍ତରରେ ପହଞ୍ଚିଛି ଏବଂ […]
ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ,ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଅଧୀନରେ ସଂରକ୍ଷିତ ସମସ୍ତ ସ୍ମାରକରେ ଅଗଷ୍ଟ ୫ରୁ ଅଗଷ୍ଟ ୧୫ ମଧ୍ୟରେ ପ୍ରବେଶ ଶୁଳ୍କ ନିଆଯିବ ନାହିଁ | ଅର୍ଥାତ ଯେ କୌଣସି ବି ବ୍ୟକ୍ତି ଏସବୁ ସ୍ମାରକ ଭିତରକୁ ମାଗଣାରେ ଯାଇପାରିବେ | ଅର୍ଥାତ୍ ଦେଶର ସମସ୍ତ ସଂରକ୍ଷିତ ସ୍ମାରକୀରେ ପ୍ରବେଶ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ମିଳିଥିବା ସୂଚନା ମୁତାବକ ୭୫ତମ ସ୍ୱାଧୀନତା […]
ମନୋଜ ମହାନ୍ତି(ଭୁବନେଶ୍ୱର):ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି କି, ଆସନ୍ତା ୫ ତାରିଖରୁ ରାଜ୍ୟରେ ସାମାନ୍ୟ ବଷା ବଢ଼ିବ । ୫ ତାରିଖରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି, ଏଥି ସହ ଏ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଛି ପାଣିପାଗ ବିଭାଗ । ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା […]
ପ୍ରମୋଦ ନାୟକ(ଭୁବନେଶ୍ୱର)୦୩।୦୮: ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ । ଡ୍ରପ ଆଉଟ୍ ରୋକିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦକ୍ଷେପ ନିଆଯାଉଛି ।ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜାନ ଦାଶ । ସେ ଆହୁରୀ ଏକ ସୂଚନା ଦେଇଛନ୍ତି କି, ଯେଉଁ ବ୍ଲକ୍ ରେ ପ୍ଲସ ଟୁ କଲେଜ୍ ନାହିଁ ସେଠାରେ ହାଇସ୍କୁଲ ଗୁଡ଼ିକୁ ଅପଗ୍ରେଡ କରାଯିବ। ମାଟ୍ରିକ ପାସ ପରେ ପାଖରେ […]
ଯେତେବେଳେ ଆମେ କୌଣସି ରାଜପଥରେ ଯିବାବେଳେ ଟୋଲ ପ୍ଲାଜାରେ ଆମକୁ ଲମ୍ବା ଲାଇନର ସାମ୍ନା କରିବାକୁ ପଡି ଥାଏ | କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ FASTag ଆସିଛି | ତଥାପି, ଟୋଲ ପ୍ଲାଜାରେ ଲମ୍ବା ଲାଇନ | ଏହିସବୁ ଅସୁବିଧାକୁ ନଜରେ ରଖି ବଦଳିବା କୁ ଯାଉଛି ଅଧିକ ଉଚ୍ଚ-ବୈଷୟିକ ଜ୍ଞାନକୌଶଳ କୁ ନେଇ, ANPR ସିଷ୍ଟମ, (ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର୍) ର ଭୂମିକା କାର୍ଯ୍ୟକାରୀ […]
ମନୋଜ ମହାନ୍ତି(ଭୁବନେଶ୍ୱର):ଆଜିଠାରୁ ଭୋଟର ପରିଚୟପତ୍ରରେ ଆଧାର ନମ୍ବର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ପ୍ରକ୍ରିୟା ଅଫଲାଇନ୍ ସହ ଅନଲାଇନରେ ବି ଆବେଦନ କରିହେବ । ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଥିବା ଫର୍ମରେ ସଂଶୋଧନ ହୋଇଛି । ନୂଆ ନିୟମ ଅନୁଯାୟୀ, ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଥିବା ଫର୍ମଗୁଡ଼ିକରେ କେତେକ ସଂଶୋଧନ କରାଯାଇଛି । ଭୋଟର ତାଲିକାରେ ନୂତନ ଭାବେ ନାମ ପଞ୍ଜୀକରଣ ନିମନ୍ତେ […]
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା CAA ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ବିରୋଧୀଦଳର ନେତା ସୁଭେନ୍ଦୁ ଆଦିକାରୀଙ୍କୁ ଭେଟିବା ପରେ ଶାହା ଅବୈଧ ପ୍ରବାସୀମାନଙ୍କ ସହ ଆଇନ କାର୍ଯ୍ୟକାରୀ ହେବାର ସମୟସୀମା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ ଟୀକାକରଣ ଅଭିଯାନ ଶେଷ ହେବା ପରେ ନାଗରିକତ୍ୱ (ସଂଶୋଧନ) ଆଇନ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ […]


