ଦେଶର ନବୋଦୟ ବିଦ୍ୟାଲୟସରେ ଶିକ୍ଷକଙ୍କ ଅଭାବକୁ ଦୂର କରିବା ପାଇଁ ନବୋଦୟ ବିଦ୍ୟା ସମିତି (ଏନଭିଏସ୍) ଏହି ନିଯୁକ୍ତି ସୂଚନା ଦେଇଛି। NVS ତରଫରୁ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ୱେବସାଇଟରେ ଅପଲୋଡ୍ ହୋଇଛି | ଏହା ଅଧୀନରେ ଏକରୁ ଅଷ୍ଟମ ଶ୍ରେଣୀ ଏବଂ ଦଶରୁ ଦ୍ୱାଦଶ ଶ୍ରେଣୀର ଶିକ୍ଷକ ନିଯୁକ୍ତ ହେବେ। ପ୍ରିନ୍ସିପାଲ୍ ନିଯୁକ୍ତି ପାଇଁ ମଧ୍ୟ ନିମନ୍ତ୍ରଣ କରାଯାଇଛି | TGT, PGT, ପ୍ରିନ୍ସିପାଲ୍ ଏବଂ ଅନ୍ୟ ଶିକ୍ଷକମାନଙ୍କର […]

ଏସ ବାସ୍ତବ(ମୁମ୍ବାଇ): ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପରେ ଏକନାଥ ସିନ୍ଦେ ହୁଏତ ବିଜେପି ସହାୟତାରେ ଏକ ନୂତନ ସରକାର ଗଠନ କରିଥାଇ ପାରନ୍ତି, କିନ୍ତୁ ତାଙ୍କର ଅସୁବିଧା ଏପର୍ଯ୍ୟନ୍ତ ସୁଧୁରି ନାହିଁ। ରବିବାର(ଆଜି) ମହାରାଷ୍ଟ୍ର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ବାଚସ୍ପତି ନିର୍ବାଚିତ ହେବେ। ଏହି ନିର୍ବାଚନ ପାଇଁ ଶିବସେନାର ଉଭୟ ଦଳରୁ ହୁଇପ ଜାରି କରିବାକୁ ପଡିବ। ଗୋଟିଏ ପଟେ ଉଦ୍ଧଲ ଠାକରେ ଦଳର […]

ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଛି।ରାଜରାସ୍ତା ରେ ଦିନରାତି ହଜାର ହଜାର ସଂଖ୍ୟାରେ ଛୋଟ ମୋଟ ଗାଡ଼ି ମଟର ଠାରୁ ଆରମ୍ଭ କରି ବଡ ବଡ ଭାରିଯାନ ସହ ଲୋକେ ଯିବା ଆସିବା କରିଥାନ୍ତି।ଏବେ ପୁଣି କିଛି ଅସାଧୁ ବ୍ୟକ୍ତି ବିଶେଷ ମାନେ ନିଜ ସ୍ବାର୍ଥ ହାସଲ ପରେ ଗାଈ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ବାଂଶଡ଼ା ଥାନା ଅନ୍ତର୍ଗତ ଜଳେଶ୍ଵରପୁର ପଂଚାୟତରେ ରାଜନୈତିକ ଗୋଷ୍ଟି ସଂଘର୍ଷ ଘଟି ଜଣେ ବ୍ୟକ୍ତିକୁ ଗୋଢ଼େଇ ଗୋଢ଼େଇ ହାଣିବା ପରେ ସେ ଗରୁତ୍ଵର ଆହାତ ହୋଇଛନ୍ତି । ପଂଚାୟତ ନିର୍ବାଚନ ପରେ କଂଗ୍ରେସ ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଗୋଷ୍ଟି ସଂଘର୍ଷ ଘଟିବା ପରେ ସେଥିରେ ଉଭୟ ପକ୍ଷରୁ ଆହାତ ହୋଇଥିଲେ , ପୁଣି ଆଜି ସେହି ହିଂସା ପୂନର୍ବାର ଦେଖାଦେଇଛି । କଂଗ୍ରେସ କର୍ମୀ ଅରବିନ୍ଦ ଭଳ […]

ନବୀନ ଦାଶ(ଅତାବିରା):ଉତ୍କଳ ର ମଣି ଗୋପବନ୍ଧୁ ଦାସ ଙ୍କ ୯୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶାର ପୂର୍ ପଲ୍ଲୀ ମାନଙ୍କରେ ତାଙ୍କର ସେବା ଓ ସେବକ ସପ୍ତାହ ପାଳନ କରାଯାଉଛି।ଅନେକ ସ୍ଥାନରେ ତାଙ୍କ ତ୍ୟାଗ ,ଆଦର୍ଶ ସେବା ର ଗୁଣ ଗାନ କରାଯାଉଛି ।କେଉଁଠି ସଭା ସମିତିର ଆୟୋଜନ ତ ଆଉ କେଉଁଠି ତାଙ୍କ ଆତ୍ମ ଜୀବନୀର କବିତା ପାଠୋତ୍ସବ କରାଯାଉଛି । କିନ୍ତୁ ଜଣେ ଶିକ୍ଷୟିତ୍ରୀ ବୃକ୍ଷ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଥାନା ଅନ୍ତର୍ଗତ ଭୁଇଁବୃତି ଗାଁରେ ରାଜନୈତିକ ଗୋଷ୍ଟି ସଂଘର୍ଷ ଘଟି ଗୋଟିଏ ରାଜନୈତିକ ଦଳର ଜଣେ କର୍ମୀ ଓ ତାଙ୍କ ପୁଆ ଆହାତ ହୋଇଛନ୍ତି । ଚାନ୍ଦବାଲି ମଧୁବାବୁ ଛକ ନିକଟରେ ରାଜନୈତିକ ଶତୃତାକୁ ନେଇ କୁଦାଳ ବେଣ୍ଟ ଓ ଲୁହା ରଡ଼ରେ ଉଦକର ସେଠୀ ଓ ପୁଅକୁ ସେହି ଗାଁର ୩ ଜଣ ଅଭିଯୁକ୍ତ ମିଟୁ ସେଠୀ, କମ୍ବୁ ସେଠୀ ଓ ପ୍ରଫୁଲ ସେଠୀ ଆକ୍ରମଣ […]

ନବୀନ ଦାଶ(ବରଗଡ଼):ପଦ୍ମଶ୍ରୀ ହଳଧର ନାଗଙ୍କ ଚଣା ତରକାରୀ ଯିଏ ଠାରେ ଖାଇଛି ସେ ଜୁରିଛି ।ଏ ବର୍ଷ ପବିତ୍ର ରଥଯାତ୍ରା ଦିନ ପଦ୍ମଶ୍ରୀ ହଳଧର ନାଗ ପୁଣିଥରେ ଲୋକଙ୍କୁ ନିଜ ହାତରନ୍ଧା ଚଣା ତରକାରି ଚଖେଇଛନ୍ତି। ଏହି ତରକାରି ଖାଇବାକୁ କବି କୁଟୀରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।ଶ୍ରୀ ନାଗଙ୍କ କହିବାନୁଯାଇ, ୧୨ହଜାର ଟଙ୍କାର ଚଣା ତରକାରି ବିକ୍ରି ହୋଇଛି । ଗତ ଦୁଇବର୍ଷ ହେଲା କରୋନା ପାଇଁ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଆରଡ଼ି ପଂଚାୟତ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରୁ ମଇଁଷି ଭିଡିନେଲା କୁମ୍ଭୀର ।ଆରଡି ନିକଟସ୍ଥ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରେ କେତେକ ମଇଁଶି ଚରୁଥିବା ବେଳେ ଗୋଟିଏ ମଇଁଶି ନଦୀରୁ ପାଣି ପିଉଥିବା ବେଳେ ନଦୀରେ ଥିବା ୧୪\୧୫ଫୁଟ ଲମ୍ବର ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା।ଦେବକାନ୍ତ ମହାନ୍ତି(ଚାନ୍ଦବାଲି) :ଆରଡ଼ି ପଂଚାୟତ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରୁ ମଇଁଷି ଭିଡିନେଲା କୁମ୍ଭୀର ।ଆରଡି ନିକଟସ୍ଥ ମୁଆଁ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ମାଣିପୁର ନୂଆସାହି ନିକଟରେ ଜଣେ ବୃଦ୍ଧ ବ୍ୟକ୍ତି ବାଇକରେ ଯାଉଥିବା ସମୟରେ ବାଇକରୁ ଖସି ପଡ଼ିଥିଲେ ।ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।ମୃତ ବ୍ଯକ୍ତି ହେଉଛନ୍ତି ସ୍ଥାନୀୟ ବଜରାପୁର ଗ୍ରାମର ରାମଚନ୍ଦ୍ର ସାହୁ ବୋଲି ଜଣାପଡିଛି ।ମୃତକଙ୍କୁ ଉଦ୍ଧାର କରି ପରିବାରଲୋକେ ଘଣ୍ଟେଶ୍ୱର ଫାଣ୍ଡିରେ ଅଭିଯୋଗ କରିଛନ୍ତି ।ପରେ ଘଣ୍ଟେଶ୍ୱର ଫାଣ୍ଡି ପକ୍ଷରୁ ଏକ ଅପମୃତୁ ମାମଲା ରୁଜୁ କରି ସବ ବ୍ୟବଚ୍ଛେଦ ପାଇଁ ଭଦ୍ରକ […]

ନମୋଗୁରୁ ହୋତା(ସୋନପୁର)୦୧/୦୭ :ଭକ୍ତଙ୍କ ଗହଳି ଆନନ୍ଦ ଉଲ୍ଲାସରେ ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷତ୍ରରେ ଏଥର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇଛି।ନିର୍ଦ୍ଧାରିତ ସମୟରେ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ କୋଟସମଲାଇର ଛଳିଆ ପାହଡ଼ର ଶ୍ରୀମନ୍ଦିରରୁ, ପ୍ରାୟ ୨୦୦ଫୁଟ ତଳକୁ ଧାଡ଼ିହଣ୍ଡିରେ ବିଗ୍ରହମାନେ ଆସି ରଥାରୁଢ ହୋଇଥିଲେ।ଏହି ଅନନ୍ୟ ରଥଯାତ୍ରାର ରଥାରୁଢ଼ ବାମନ ଭଗବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା। ଶ୍ରୀ ପାତାଳୀ କ୍ଷେତ୍ରରେ ମହାପ୍ରଭୁ ୧୪୪ ବର୍ଷ ପାତାଳୀ […]

Pin It on Pinterest