ଦେବକାନ୍ତ ମହାନ୍ତି( ଚାନ୍ଦବାଲି) ୨୭//୪//୨୦୨୨ – ଚାନ୍ଦବାଲି ଫଚାୟତ ସମିତିର ୩ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି , ବୈଠକ ଆରମ୍ଭରୁ ୩୬ ଫଚାୟତର ସରପଞ୍ଚ ଓ ସମିତିସଭ୍ୟ, ଏବଂ ଜିଲ୍ଲାପରିଷଦର ସଭ୍ୟ ସଭ୍ୟା ମାନେ ସେମାନଙ୍କର ପରିଚୟ ପ୍ରଦାନ ପରେ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ମିନତି ସୂତାରଙ୍କ ଅଧ୍ୟକ୍ଷତାରେ ଚାନ୍ଦବାଲି ବିଧାୟକ ଡ଼. ବୋମକେଶ ରାୟ, ବିଡ଼ିଓ ଯୋତି ପ୍ରକାଶ ଦାସ […]

ପୁରୀ ୨୭।୦୪ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ଚାରିଘଣ୍ଟା ବନ୍ଦ ।ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯାଇଥାଏ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି […]

ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରନ୍ତି | ଯାହା ସିଧାସଳଖ ମାନବ ଜୀବନକୁ ପ୍ରଭାବିତ କରିଥାଏ | ଗ୍ରହମାନଙ୍କର ରାଜା ସୂର୍ଯ୍ୟ ୧୪ ଏପ୍ରିଲରେ ମେଷ ରାଶିକୁ ଚଳନ କରିଛନ୍ତି | ମେ ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ଏହି ରାଶିରେ ରହିବେ | ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଶକ୍ତି, ସାହସ ଏବଂ ସମ୍ମାନର ଏକ କାରକ ଭାବରେ […]

ନବୀନ ଦାଶ(ଅତାବିରା): ବରଗଡ଼ଜିଲ୍ଲା ଅତାବିରାବ୍ଲକ ସିଲେଟ ପଞ୍ଚାୟତ ସିଲେଟ ଗ୍ରାମରେ ଦେବଦେବ ମହାଦେବ ତ୍ରିଲୋଚନ ବାବା ଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଅବସରରେ ନିକଟସ୍ଥ ଜଳାଶୟକୁ ବିଧିପୂର୍ବକ (ବନ୍ଧବିବାହ) କରାଯାଇଛି।କର୍ତ୍ତା ଆସନରେ ଭାବରେ ଶିଶିର ସାହୁ ସପତ୍ନିକ ଲଳିତା ସାହୁ,ଭୁବନ ଓ ଧନମତୀ କାର୍ଯ୍ୟ ତୁଳାଇ ଥିଲେ।ପ୍ରତିଷ୍ଠା ଉତ୍ସବ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ପୂଜକ ଭାବରେ […]

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ମଇ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି।ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ ରହିବ। ହେଲେ ପରୀକ୍ଷା, ମୂଲ୍ୟାୟନ ଆଦି ଜାରି ରହିବ। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ […]

ଭୁବନେଶ୍ବର:ଆଜିବି ଜଳୁଛି ସାରା ଓଡିଶା,ଅପରାହ୍ନ ସାଢ଼େ ୨ଟାରେ ରାଜଧାନୀ ଭୁବନେଶ୍ବରରେ ୩୮ ଡିଗ୍ରି ତାପାମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ, ଆଜି ଦିନ ସାଢ଼େ ୨ଟାରେ ଝାରସୁଗୁଡ଼ା ସହରରେ ସର୍ବାଧିକ ୪୩.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮, କେନ୍ଦୁଝରରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା କୁହାଯାଇଛି। ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ ରାଜ୍ୟ ସରକାର,ସ୍କୁଲ ଓ […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୦୭ ଜଣକୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୭୫୦ ଜଣ ସୁସ୍ଥ ହୋଇଛନ୍ତି ।  ଆଜି ସକାଳ ୬ଟା ୫୦ରେ ଝଙ୍କଡ଼ବାସିନୀ […]

ନବୀନ ଦାଶ(ତାବିରା) :-ବରଗଡ଼ଜିଲ୍ଳା ଅତାବିରା ଏନଏସି ଦୀର୍ଘ ୯ବର୍ଷରୁ ଉର୍ଦ୍ଧ୍ବ ହେବ ୧୨ଟି ୱାର୍ଡ କୁ ନେଇ ଗଠିତ ହେଇଛି ସତ।ହେଲେ ଏବେବି ଲୋକେ ପାନୀୟ ଜଳ,ଶୌଚାଳୟ ସହ ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ଲୋକେ।ରାଜରାସ୍ତାରୁ କିଛି ଦୂରରେ ରହିଥିବା ୱାର୍ଡ ମାନଙ୍କ କଥା ତ ତେଣିକି ଥାଉ ଏନଏସି ମଧ୍ୟ ଦେଇ ଯାଇଥିବା ରାଜରାସ୍ତା ଉପରେ କୁଢ଼ କୁଢ଼ ଅଳିଆ ଆବର୍ଜନା ସହ ଛକ ମାନଙ୍କରେ […]

ଶୁଭ୍ରକାନ୍ତ ରାଉତରାୟ (ଭଦ୍ରକ): ବକେୟା ଦରମା ପ୍ରଦାନ ଦାବିରେ ଭଦ୍ରକ ବରପଦା ବୈଷୟିକ ଯାନ୍ତ୍ରିକ ଅନୁଷ୍ଠାନର କର୍ମଚାରୀ ମାନେ ଆନ୍ଦୋଳନ ର ପନ୍ଥା ଆପଣେଇଛନ୍ତି |୧୭ ମାସର ବକେୟା ଦରମା ଦିଅ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ମଧ୍ୟ ବକେୟା ପାରିଶ୍ରମିକ ଦିଅ , ନହେଲେ କଲେଜ ସମ୍ମୁଖ ରାସ୍ତାରେ ଲୋକଙ୍କୁ ହାତ ପତାଇ ଭିକ ମାଗିବୁ । ଏମିତି କିଛି କହିଛନ୍ତି ଧାରଣାରେ ବସିଥିବା କଲେଜର କର୍ମଚାରୀ । ସୂଚନାଯୋଗ୍ୟଯେ ଭଦ୍ରକ […]

ସନ୍ତୋଷ ପାତ୍ର(ନର୍ଲା): ନର୍ଲା ବ୍ଲକ୍ ସଦରମହକୁମା ନର୍ଲା ଠାରେ ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ଏଠାକାର ହାଇସ୍କୁଲ୍ ଖେ ଳ ପଡିଆ କୁ ଏକ ମିନିଷ୍ଟଡିୟମ୍ ର ରୂପ ଦେବା ପାଇଁ ସମସ୍ତ ପ୍ରକାର ଆନୁଶାଙ୍ଗିକ କାର୍ଯ୍ୟ ସମାପ୍ତ ହୋଇସାରିଥିଲେ ମଧ୍ୟ, ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ନ ପାରିବା ବ୍ଲକ ପ୍ରଶାସନ ର ଆନ୍ତରିକତା କୁ ପଦାରେ ପକାଇ ଦେଇଛି । ଷ୍ଟାଡିୟମ୍ କାର୍ଯ୍ୟ ପାଇଁ ଭୂମିପୂଜା […]

Pin It on Pinterest