ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୫/୧/୨୦୨୨ ଚାନ୍ଦବାଲି ଥାନା ଅଧୂ ଭୁଇଁବୃତି ଫଚାୟତ ବହଡ଼ିଆ ଗାଁରେଫଚାୟତ ନିର୍ବାଚନକୁ ନେଇ ଦେଖାଦେଇଛି ରାଜନୈତିକ ଗୋଷ୍ଟି ସଂଘର୍ଷ, ବିଜେଡ଼ି କର୍ମୀ ଗୁଣ୍ଡାରାଜ ଚଳାଇବା ସହ ରାତ୍ରୀରେ କରିଛନ୍ତି ମରଣାତ୍ମକ ଆକ୍ରମଣ , ଏହି ଆକ୍ରମଣରେ ଶିକାର ହୋଇଛନ୍ତି ୨ ଜଣ ବିଜେପି କର୍ମୀ । ବହଡ଼ିହ ଗାଁରେ ବିଜେପିକର୍ମୀ ଗଣେଷ ଦାସ ଚାନ୍ଦବାଲି ରୁ ନିଜ ଗାଁକୁ ଫେରୁଥିଵା ସମୟରେ ପ୍ରତିପକ୍ଷ ବିଜେଡ଼ିର ୭ ଜଣ କର୍ମୀ […]

ଆଜିକାଲି ହାଇ-ଟେକ୍ ସ୍ମାର୍ଟଫୋନର ଚାର୍ଜରଗୁଡ଼ିକ ମଧ୍ୟ ବହୁତ ଉନ୍ନତ ହୋଇଛି | ସାଧାରଣ ଚାର୍ଜର ତୁଳନାରେ ନୂତନ ଚାର୍ଜିଂ ଟେକ୍ନୋଲୋଜି ସହିତ ଏହି ଚାର୍ଜରଗୁଡ଼ିକ ମଧ୍ୟ ମହଙ୍ଗା | ଏଥି ସହିତ, ଆଜିକାଲି ଏକ ଧାରା ଦେଖାଯାଉଛି, ଯେଉଁଥିରେ ବଡ କମ୍ପାନୀଗୁଡିକ ସେମାନଙ୍କର ପ୍ରିମିୟମ ସ୍ମାର୍ଟଫୋନ୍ ସହିତ ଚାର୍ଜର ପ୍ରଦାନ କରୁନାହାଁନ୍ତି | ଏହି ସ୍ମାର୍ଟଫୋନ୍ କିଣୁଥିବା ଉପଭୋକ୍ତାଙ୍କୁ ଚାର୍ଜର ପାଇଁ ଅଲଗା ପଇସା ଦେବାକୁ ପଡିବ | ଆଇଫୋନ୍ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗାଁ ଗହଳିରେ କଥାରେ ଅଛି ” ଆଶ୍ରିତ ଜନ ରକ୍ଷା ପାଇଁ , ଦଳପତି ସିନା ସାଜିଛି ମୁହିଁ ” । ହେଲେ ଏହାକୁ କାମରେ କରି ଦେଖାଇଛନ୍ତି ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତ ର ଯୁବ ସରପଞ୍ଚ ପ୍ରଭାସ ନାୟକ । ବାତ୍ୟା ହେଉ ଅବା ବନ୍ୟା ବା କରୋନା ପରି ମହାମାରୀ । ସବୁବେଳେ ସବୁ ସମୟରେ ଲୋକଙ୍କ ପାଖରେ ପହଞ୍ଚନ୍ତି ଲୋକଙ୍କ ଦୁଃଖ ସୁଖ […]

ଲୋଭ ସବୁବେଳେ ବିପଦରେ ପକାଏ, ପତଂଗ ଜାଣିଥାଅ ନିଆଁ ପାଖକୁ ଜାଗେ ମରିବ ତଥାପି ଯାଏ, ସ୍ୱାର୍ଥପର ମଣିଷ ଏଥିରୁ ବାଦ ଯିବ କିପରି ।ଅନେକ ଦେଶର ସରକାରୀ ସେବାରେ, ଏହା ଏକ ନିୟମ ଯେ ଯେତେବେଳେ ବି ପେନସନଭୋଗୀମାନେ ସେମାନଙ୍କ ପେନ୍ସନ୍ ଟଙ୍କା ଉଠାଇବାକୁ ଯାଆନ୍ତି, ସେମାନେ ନିଜକୁ ଉପସ୍ଥାପନ କରିବା ଉଚିତ୍ କିମ୍ବା ସେମାନଙ୍କ ଉପସ୍ଥିତିର ଅନ୍ୟ କିଛି ପ୍ରମାଣ ସଂପୃକ୍ତ କାର୍ଯ୍ୟାଳୟରେ ଦାଖଲ କରାଯିବା ଉଚିତ୍ […]

ମାର୍ଚ୍ଚ ୨୯ରେ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ପାଇକଙ୍କ ଭୁବନେଶ୍ଵରରେ ଜନଗର୍ଜନ ସମାବେଶ ଭୁବନେଶ୍ୱର ୨୪.୦୧ : ପାଇକ ବିଦ୍ରୋହର କର୍ଣଧାର ବକ୍ସି ଜଗବନ୍ଧୁଙ୍କ ପୂଣ୍ୟତିଥିରେ ପାଇକ ରେଜିମେଣ୍ଟଗଠନ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି, ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ହସ୍ତାନ୍ତର କରିବାପାଇଁ ଆଜି ଓଡ଼ିଶା ପାଇକ ଏକାଡ଼େମୀ ପକ୍ଷରୁ ଭୁବନେଶ୍ୱର କଳ୍ପନାଛକ ନିକଟସ୍ଥ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେଏକ ସଭା, ତଥା ପାଇକ ଆଖଡ଼ା […]

ମନୋଜ ମହାନ୍ତି: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳକୁ ଟେଷ୍ଟ ପରେ ଏକ ଦିବସୀୟ ସିରିଜରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା | ରବିବାର ଖେଳାଯାଇଥିବା ତୃତୀୟ ଏକଦିବସୀୟରେ ୪ ରନ୍ ରେ ପରାଜୟ ପରେ ଟିମ୍ ଇଣ୍ଡିଆ ଏକ ଦିବସୀୟ ସିରିଜ୍ ୦ -୩ ରେ ହାରିଛି | ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଭାରତୀୟ ଦଳର ଅବସ୍ଥା ବିଗିଡି ଯାଇଥିଲା। ଟେଷ୍ଟ ପରେ ଟିମ୍ ଇଣ୍ଡିଆକୁ ମଧ୍ୟ […]

ଓମିକ୍ରନ୍ ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି | ଜୀବାଣୁର ଡେଲଟା ଭାରିଆଣ୍ଟ ପରେ, ଓମିକ୍ରନ୍ ବର୍ତ୍ତମାନ ଏକ ପ୍ରମୁଖ ଭାରିଆଣ୍ଟରେ ପରିଣତ ହୋଇଛି ଯେଉଁଥିପାଇଁ ଲୋକମାନେ ସଂକ୍ରମିତ ହେଉଛନ୍ତି | ଏହି ଭାରିଆଣ୍ଟ ସର୍ବନିମ୍ନ ସମ୍ପର୍କ ରେ ଶୀଘ୍ର ବିସ୍ତାର କରିବାକୁ ଜଣାଶୁଣା | ଯଦିଓ ଓମିକ୍ରନ୍ ହେତୁ ସଂକ୍ରମଣର ଅଧିକ ଗୁରୁତର ଘଟଣା ହୋଇନାହିଁ, ଏହି ପ୍ରକାରଟି ଲୋକଙ୍କୁ ଅସୁରକ୍ଷିତ କରିଦେଉଛି | ଏବଂ ସବୁଠାରୁ ଖରାପ […]

ଦୀପକ ବେଉରା(କଟକ): ଆଜି ଦେଶ ପାଳନ କରୁଛି ଭାରତ ମାତାର ସୁଯୋଗ୍ୟ ତଥା ଅତ୍ୟତମ ଯୋଗ୍ୟ ସନ୍ତାନ,ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ।ଏଥିପାଇଁ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ, ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଆଜି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନି, ବାରବାଟୀ […]

କୋମନା: ବୟସର ଅପରାହ୍ନ ରେ ବାପା ମା ଆଜିର ସନ୍ତାନ ମାନଙ୍କ ପାଇଁ ବୋଝ ପାଲଟି ଥିବା ବେଳେ, ୭୦ ଵର୍ଷୀୟା ବୃଦ୍ଧା ମା’ ଙ୍କୁ ବଞ୍ଚାଇଵା ପାଇ କୂଅକୁ ଡେଇଁଲା ପୁଅ ।ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାର କୋମନା ଵ୍ଳକ ସଦର ମହକୁମାର ଵଙ୍ଗଲାପଡାର ଘଟଣା । ଶନିଵାର ସକାଳେ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ, ସୁର୍ଯ୍ୟକିରଣ ପଡୁଥିଵା ନିଜ ଵାଡିରେ ଥିଵା କୂଅର ଚାନ୍ଦିନିରେ, ଶଶିପ୍ରଭା […]

ଡ଼.ନବକିଶୋର ମିଶ୍ର ଗୁରୁ ଅର୍ଥାତ୍ ବୃହସ୍ପତି ୧୯ ଫେବୃଆରୀ ୨୦୨୨ ରେ ଶନିବାର ଦିନ ୧୦ :୨୩ ରୁ ୨୦ ମାର୍ଚ୍ଚ ୨୦୨୨ ରବିବାର ସନ୍ଧ୍ୟା ୭ .୫୦ ପର୍ଯ୍ୟନ୍ତ ଅସ୍ତ ହେବେ | ଜ୍ୟୋତିଷବିଶାରଦ ଡ଼.ନବକିଶୋର ମିଶ୍ର ଙ୍କ ମତରେ ,ବୃହସ୍ପତି ଗ୍ରହ ୨୦ ନଭେମ୍ବର ୨୦୨୧ ର ରାତିରେ ୧୧ .୧୭ ରେ କୁମ୍ଭ ରାଶିରେ ପ୍ରବେଶ କଲାବେଳେ ଧନିଷ୍ଠା ନକ୍ଷତ୍ରର ତୃତୀୟ ପର୍ଯ୍ୟାୟରେ ଗମନାଗମନ କରିଥିଲା। […]

Pin It on Pinterest