ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):୨୪/୧୧- ମୋଦୀ ସରକାର ସଂସଦର ଶୀତକାଳୀନ ଅଧିବେଶନ ପାଇଁ ୨୬ ଟି ବିଲ୍ ତାଲିକାଭୁକ୍ତ କରିଛନ୍ତି। ସମସ୍ତ ତିନୋଟି କୃଷି ନିୟମ, କ୍ରିପ୍ଟୋକ୍ୟୁରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ନିୟାମକ ବିଲ୍ ପ୍ରତ୍ୟାହାର କରିବା ପାଇଁ ବିଲ୍ ପ୍ରସ୍ତୁତ | ମଙ୍ଗଳବାର ଲୋକସଭା ସଚିବାଳୟ ଏହି ସୂଚନା ଦେଇଛନ୍ତି। ଲୋକସଭା ସଚିବାଳୟ ଅନୁଯାୟୀ ,କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ନିୟାମକ ବିଲ୍ ୨୦୨୧ ଆରବିଆଇ ଦ୍ୱାରା ଜାରି ହେବାକୁ […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୨ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୬ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୯୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୬୭୪୬ ଜଣ ସୁସ୍ଥ ହୋଇଛନ୍ତି । […]

ବବିତା ସାମଲ(ଭଦ୍ରକ):ବହୁ ପ୍ରତିକ୍ଷିତ ତିନିଟି କୃଷି ଆଇନ କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପରେ ସାରା ଦେଶରେ କୃଷକ ମାନଙ୍କ ତରଫରୁ ଖୁସି ଜାହିର କରାଯାଇ କୃଷକ ବିଜୟ ଦିବସ ମଧ୍ୟ ପାଳନ କରାଯାଉଛି |ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ରାଲି ବାହାରି ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ଜିଲ୍ଲା କଂଗ୍ରେସ ତରଫରୁ ସବୁ କର୍ମୀ ଏକ ହୋଇ କେନ୍ଦ୍ର ସରକାର ଙ୍କ କୃଷି […]

କଣାସ(ତ୍ରିନାଥ ବାରିକ):୨୨/୧୧ -ବିଶ୍ୱ ଶିଶୁ ଦିବସ କୁ ଏକ ଅଭିନବ ପ୍ରୟାସ ରେ ପାଳନ କରାଯାଇଛି । କଣାସ ଅଞ୍ଚଳ ରେ ଥିବା ରେଡିଓ ଅଭିନନ୍ଦନ କେନ୍ଦ୍ର ଠାରେ ଅଞ୍ଚଳର ଛାତ୍ରଛାତ୍ରୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଛି । ବିଶ୍ୱ ପାଳନ କରୁଛି ୬୭ ତମ ବିଶ୍ୱ ଶିଶୁ ଦିବସ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କଣାସ ର ରେଡ଼ିଓ ଅଭିନନ୍ଦନ କେନ୍ଦ୍ର ଠାରେ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୨-୧୧-କେନ୍ଦ୍ର ସରକାରଙ୍କ ରନ୍ଦନ ଗ୍ୟାସ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଚାନ୍ଦବାଲିରେ ଆଜି ବିଜୁ ମହିଳା ଦଳ, ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା ସହ ଧାରଣା ଦିଆଯାଇଥିଲା। ଏଥିନେଇ ମହିଳାଙ୍କ ବିଜେଡ଼ି ଦଳର ଏକ ପ୍ରତିବାଦ ରାଲି ଚାନ୍ଦବାଲି ମା କାଳି ମନ୍ଦିର ନିକଟରୁ ବାହାରି ନାରୀସଭାନେତ୍ରୀ ମାନସୀ ପାଢ଼ୀଙ୍କ ନେତ୍ଵତ୍ବରେ ଶତାଧିକ ମହିଳା କର୍ମୀ ମାନେ […]

ବବିତା ସାମଲ(ଭଦ୍ରକ): ଧାର ଟଙ୍କାକୁ ନେଇ ଧମକ ଚମକ, ଥାନାରେ ଅଭିଯୋଗ କରିବାରୁ ଘରେ ନିଆଁ ଲଗେଇ ଦେଲେ। ଏଭଳି ଘଟଣା ଦେଖି ବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ପାଞ୍ଚପଡା ଗାଁରେ। ଏହି ଗାଁ ହରିଶ ରାଓଙ୍କ ଭିନ୍ନକ୍ଷମ ପୁଅ ପାଣିରେ ପଡିଯାଇଥିଲା। ପୁଅର ଅସୁସ୍ଥତା ପାଇଁ ସେହି ଗ୍ରାମର ବିରେନ୍ଦ୍ର ମହାନ୍ତିଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ। ଠିକ ସମୟରେ ପରିଶୋଧ କରି ପାରିନଥିଲେ। […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୩ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୭୦୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୬୨୩୦ ଜଣ ସୁସ୍ଥ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୦-୧୧-ଭଦ୍ରକ ବନଖଣ୍ଡ ବନ ବିଭାଗ ଓ ଚାନ୍ଦବାଲ ବନ ବିଭାଗ ପକ୍ଷରୁ ଏସିଏଫ ସାଧନା ବେହେରାଙ୍କ ନେତୃତ୍ବରେ ଚାନ୍ଦବାଲି ଶାସ୍ତ୍ରୀ ନଗରରେ ୩ ଟି କାଠ ଡ଼ିପୋ ଉପରେ ଚଢ଼ାଉ କରି ବିପୁଳ ପରିମାଣରେ କାଠକୁ ଜବଦ କରିଛି ବନ ବିଭାଗ । ସେହି ୩ ଟି ଡ଼ିପୋରେ ଲାଇସେନ୍ସ ନଥିବା ବେଳେ ସେମାନେ ଚୋରାରେ କାଠ ବ୍ୟବସାୟ କରୁଥିଲେ ,ବନ ବିଭାଗ ଖବର ପାଇ ଅଚାନକ ଚଢ଼ାଉ […]

ଭୁବନେଶ୍ବର(ବାସ୍ତବବ୍ୟୁରୋ): ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଗ୍ରୀନ୍‌ ସିଗନାଲ୍ । ଆଜି ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କୋଭିଡ କଟକଣା ଭିତରେ ଏସବୁ ଉତ୍ସବ ପାଳନ କରିବାକୁ ସରକାରଙ୍କ ଅନୁମତି । ମହାମାରୀ କରୋନା ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ରାଜ୍ୟର ପ୍ରାୟତଃ ସବୁଅନୁଷ୍ଠାନ ଖୋଲି ସାରିଥିଲା ।ସ୍ୱତନ୍ତ୍ର ରିଲିଫ କମିଶନରଙ୍କ( ଏସ୍‌ଆରସି) ପକ୍ଷରୁ ନୂଆ ଗାଇଡଲାଇନ୍‌ […]

ଭୁବନେଶ୍ବର(ବାସ୍ତବବ୍ୟୁରୋ): ଆଗକୁ ପଂଚାୟତ ନିର୍ବାଚନ ସାଙ୍ଗକୁ ପୌରନିର୍ବାଚନ ପାଇଁ ଜୋରଦାର ସଜ ହେଲେଣି ରାଜ୍ୟ ସରକାର।ମୁଖ୍ୟମନ୍ତ୍ରୀ ବଭିନ୍ନ ଜିଲ୍ଲା ଗସ୍ତ କରି, ସ୍ମାର୍ଟ ହେଲଥ କାର୍ଡ,ସହ ବିଭିନ୍ନ ଯୋଜନାର ଭିତ୍ତିପ୍ରସ୍ଥର ସ୍ଥାପନ ତ କିଛି ଉଦ୍ଘାଟନ କରି ଭୋଟରଙ୍କୁ ଆକୃଷ୍ଠ କରିବାରେ,ଶାସକଦଳ ଲାଗିପଡ଼ିଛି । ପଂଚାୟତ ପରେ ପୌରାଞ୍ଚଳ ପାଇଁ ପୌର ନିର୍ବାଚନ | ତେଣୁ ପୌର ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ କ୍ଷତିଗ୍ରସ୍ତ ହୋଇ ପଡ଼ିଥିବା ରାସ୍ତାଘାଟ,ନାଳ […]

Pin It on Pinterest