ଦେବାଶିଷ ମିଶ୍ର (କଟକ) ଆଜି କଟକ ତଥା ଓଡିଶା ର ଗର୍ବ ଭାରତର ବିଶିଷ୍ଟ ବିଶ୍ବବିଦ୍ୟାଳୟ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରାବାସ କର୍ମଚାରୀ ସଂଘ ତରଫରୁ ରେଭେନ୍ସା ବିଶ୍ବବିଦ୍ୟାଳୟ ହଷ୍ଟେଲ ଆଉଟ୍ ସୋରସିଂ ସମ୍ପର୍କରେ ବିଶ୍ବବିଦ୍ୟାଳୟ ପରିସରରେ ସଭାପତି ଶ୍ରୀ ପ୍ରକାଶ ଦାଶଙ୍କ ଆହ୍ବାନ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ହଷ୍ଟେଲ କର୍ମଚାରୀମାନଙ୍କ ନିଯୁକ୍ତିକୁ ଘରୋଇ କମ୍ପାନୀକୁ ଦେବା ମସୁଧା କୁ ବାତିଲ୍ କରି ବର୍ତ୍ତମାନ କାର୍ଯ୍ଯରତ ୧୩୦ ଜଣ ହଷ୍ଟେଲ […]
ରାଜ୍ୟ
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୪/୯-ଚାନ୍ଦବାଲି ବ୍ଲକ ଧାମରା ଜାଗୁଳା ଫଚାୟତ ଅଡ଼ାବନ୍ଧ ଗାଁ ଆଜି ୬୦ ପରିବାର ଚାନ୍ଦବାଲି ତହିସିଲ କାର୍ଯ୍ୟାଳୟରେ ପହଁଚି ନିଜର ହକ ମାଗିବା ସାହି ସେମାନଙ୍କୁ ଭୂମିହିନ ବସୁନ୍ଦରା ଯୋଜନାରେ ସ୍ଥାୟୀ ଘରପଟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ଚାନ୍ଦବାଲି ତହସିଲଦାରଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏଥିନେଇ ଚାନ୍ଦବାଲିର ଅଗ୍ରଣୀ ସ୍ଵଛାସେବୀ ସଂଗଠନ ସଂଗ୍ରାମ ସେନା ସେମାନଙ୍କ ଏହି ଲଢ଼େଇର ସାମିଲ ହୋଇଛନ୍ତି । […]
ଭଦ୍ରକ(ବବିତା ସାମଲ)ସ୍ନେହ ମମତା ଆଉ ଆଦର ପାଇଁ ଏହି ଦୁନିଆରେ ସମସ୍ତେ ପାଗଳ |ଟିକିଏ ଭଲ ପାଇବାରେ ହିଁ ସମ୍ପର୍କ ମଧୁର ଆଉ ଦୀର୍ଘସ୍ଥାୟୀ ହୁଏ |ଏମତି ଏକ ସ୍ନେହ ଓ ମମତାର ଉଦାହରଣ ଆଜି ଭଦ୍ରକର ଚରମ୍ପା ବଜାରରେ ଦେଖାଇବୁ ମିଳିଛି | ଚମ୍ପିର ଏକାଦଶାହ କ୍ରିୟା, ଲୋକ ମାନେ ଶୁଦ୍ଧି ହୋଇଛନ୍ତି ଖାଇବା ପିଇବା ମଧ୍ୟ ଚାଲିଛି |ତେବେ କିଏ ଏହି ଚମ୍ପି କିଏ, କଣଚମ୍ପିର ପରିଚୟ […]
ନମୋଗୁରୁ(ସୋନପୁର)ଗତ କିଛି ଦିନ ଧରି ଖମେଶ୍ୱରୀ ପାଳି ରୁ ଡୁଙ୍ଗରି ପାଳି ରାସ୍ତା ବେଶ ସଚୋନିଜ ହୋଇଛି, ରାସ୍ତା ର ଦୁଇ କୋଡ଼ ରେ ଥିବା ଡ୍ରେନ କୁ ଲୋକେ ପୋତି ଜବର ଦଖଲକରି ରଖି ଥିବା ବେଳେ ଘର ର ପାଣି ରୋଡ଼ ଉପରେ ବୋହି କେନାଲ ହେଉଛିତେବେ ଏ ହି ରୋଡ଼ ବହୁତ ଦିନ ରୁ ହେଵା କୁ ଥିବା ବେଳେ , ଏ ବେ ପର୍ଯନ୍ତ […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ):ଗତ କାଲି (ବୁଧବାର) ହୋଇଥିବା ଘୂର୍ଣ୍ଣିବଳୟ ମିଆଁମାର ଉପକୂଳ ଓ ତତ୍ସଂଲଗ୍ନ ମାର୍ଟାବାନ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ।ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାଇ, ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । […]
ଆଶିଷ ନାୟକ(ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ପଶ୍ଚିମ କନିକା ଅନ୍ତର୍ଗତ ଓଳାଭର ଅଧିନସ୍ଥ ଓଳାଭର କଲେଜ ରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ବିଶାଳ ମେଗା ରକ୍ତ ଦାନ ଶିବିର ବିଜୁ ଜନତାଦଳ ଓ ପ୍ରତାପ କେଶରୀ ଦେବ ଫ୍ୟାନ୍ କ୍ଲବ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ରାଜକନିକା ବ୍ଲକ ଅଧକ୍ଷା ସାବିତ୍ରୀ ଦାସ ପ୍ରଦୀପ ପ୍ରଯୋଳନ କରି ରକ୍ତ ଦାନ ଶିବିର କୁ ଉଦ୍ଘାଟନ […]
ମାଲକାନଗିରି(ପ୍ରଭାତ ସାହା) କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିଗୁଡା କଲୋନୀ ରେ ଘଟିଯାଇଛି ଏକ ଅଘଟଣ । କୋରକୁଣ୍ଡା ଅଞ୍ଚଳର ସନୀଆ ମାଢୀ ପି- ନରସିଂ ମାଢୀ (ବୟସ-୩୦) ନାମକ ବ୍ୟକ୍ତି ଜଣକ ନିଜ ଶ୍ୱଶୁର ଘର ଗୁଣ୍ଡୁରିଗୁଡା ପ୍ରାୟ ୪ ମାସ ହେବ ବୁଲିବାକୁ ଆସିଥିଲେ । ଏହି ସମୟ ମଧ୍ୟରେ ସେ ଲୋକମାନଙ୍କ ଘର କାର୍ଯ୍ୟ ରେ ମୁଲ ଲାଗି ସ୍ୱଳ୍ପ ରୋଜଗାର ମଧ୍ୟ କରୁଥିଲେ, କିନ୍ତୁ […]
ସୁବର୍ଣପୁର(ଶାନ୍ତନୁ ପଣ୍ଡା) ସୁବର୍ଣପୁର ଜିଲ୍ଲା ବିନିକା ବ୍ଲକ ବାଙ୍କୀଘିର୍ଡି ପଞ୍ଚାୟତ ସାରଙ୍ଗପାଲି ଗ୍ରାମରେ ଜଣେ ସ୍ୱାମୀ ତା ସ୍ତ୍ରୀ କୁ ମାଡ଼ମାରି ତାର ୨ବର୍ଷ ର ଶିଶୁକୁ ଲୁଚେଇ ରଖିଥିଲା |ସ୍ତ୍ରୀ ଥାନାର ଦ୍ୱାରସ୍ତ ହେବା ପରେ ତାର ଶିଶୁ କୁ ଫେରି ପାଇଛି | ସୂଚନାଯୋଗ୍ୟ ଯେ ସାରଙ୍ଗପାଲି ଗ୍ରାମର କୀର୍ତନ ସନ୍ୟାସୀ ସିନ୍ଦୁରପୁର ପଞ୍ଚାୟତ ସାଲମାଟିକ୍ରା ର ଗଣେଶ କୁଅର ଙ୍କ ଝିଅ ଲକ୍ଷ୍ମୀପ୍ରିୟା ଙ୍କୁ 3ବର୍ଷ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୨ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସଂକ୍ରାମିତଙ୍କ ମଧ୍ୟରୁ ସେମାନଙ୍କ ମଧ୍ୟରୁ ୭୦ ଜଣ ୧୮ ବର୍ଷରୁ କମ୍ ବର୍ଗର । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୪୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୧୨୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ […]
ସୁବର୍ଣପୁର (ଶାନ୍ତନୁ ପଣ୍ଡା): ସୁବର୍ଣ୍ଣପୁର ସହରର ଗୋକରନେଶ୍ୱର ପଡାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଅସଦାଚରଣ କରିବା (ଦୁଷ୍କର୍ମ ) ତଥା ଅନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସହରର ଗୋକରନେଶ୍ୱର ପଡା ରାସ୍ତାରୁ ନିଶାସକ୍ତ ଯୁବତୀକୁ ପୋଲିସ ଉଦ୍ଧାର କରି ପିସିଆର ଭେନରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ନିଶା ଫାଙ୍କିବା […]


