ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୩/୯- ଚାନ୍ଦବାଲି ଏନ ଏସିରେ ବିଧାୟକଙ୍କ ବାସଭାବନ ପରିସରରେ ବିଜେଡ଼ି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ ତେନ୍ତୁଲିଡ଼ିହ ଫଚାୟତର କଣ୍ଡିଆସାହି , ଡିହବିଲ ଓ ତେନ୍ତୁଲିଡ଼ିହ ଗାଁରେ ୧୫ ପରିବାର ବିଧାୟକ ଡ଼ ବ୍ୟମୋକେଶ ରାଏଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବ ନେତା ତଥା ରାଜ୍ୟ ବିଜୁ ଯୁବଜନତା ଦଳର ସମ୍ପାଦକ ପ୍ରିନ୍ସ ରାକେଶ ନାୟକଙ୍କ […]
ରାଜ୍ୟ
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୩\୯-ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁ ଅଶାନ୍ତ ହୋଇଥିବା ସମୁଦ୍ରରୁ ଉଠି ଆସୁଛି ଉଚ୍ଚ ଜୁଆରପାଣି। ଯାହାର ପ୍ରଭାବରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଥିବା ବେଳେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚରୁ ପାଣି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ):ବର୍ଷାରେ ବେହାଲ ଭୁବନେଶ୍ୱର,ଭାଙ୍ଗିଛି ୬୩ ବର୍ଷର ରେକର୍ଡ।ଏହି ବର୍ଷାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତୁତୁ ମେ ମେ ।ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ଘେରିଛନ୍ତି ରାଜ୍ୟ ସରକାରଙ୍କୁ ।ରାଜ୍ୟ ସରକାର କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି? ପାଣି ନିଷ୍କାସନ ପାଇଁ କାହିଁକି ବ୍ୟବସ୍ଥା ହୋଇନାହିଁ? କାହିଁକି ୧୧୦ କୋଟି ଟଙ୍କା ଠିକ୍ ଭାବେ ଖର୍ଚ୍ଚ ହୋଇନାହିଁ?ରାଜନୈତିକ ଅଭିସନ୍ଧି ନୁହେଁ, ଜଣେ ନାଗରିକ ହିସାବରେ ମୋର ପଚାରିବାର ଅଧିକାର ରହିଛି।ମୋ’ ପରି […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ):ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ଓଡିଶା ।ରାଜ୍ୟରେ ଗତକାଲି ଠାରୁ ଜାରି ରହିଛି ଲଗାଣ ବର୍ଷା ।ହେଲେ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାନୁଯାଇ,ପୁଣି ଆସନ୍ତା ୧୭ ତାରିଖରୁ ହୋଇପାରେ ବର୍ଷା। ଶ୍ରୀ ମହାପାତ୍ର କହିଛନ୍ତି କି,ଉତ୍ତର ବଙ୍ଗୋପ ସାଗରରେ ୧୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୧୮ ତାରିଖ ସକାଳ ପାଖାପାଖି ଉତ୍ତର ଓଡ଼ିଶା […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)-ଭାରତୀୟ କ୍ରିକେଟରେ ହୋଇପାରେ ବଡ ପରିବର୍ତ୍ତନ।ଏମିତିବି ହୋଇପାରେ ବିରାଟ କୋହଲି ଟିମ୍ ଇଣ୍ଡିଆର ଏକମାତ୍ର ଅଧିନାୟକ ହୋଇ ନ’ ପାରନ୍ତି। ବିସିସିଆଇ ବର୍ତ୍ତମାନ ବିଭିନ୍ନ ଫର୍ମାଟ ପାଇଁ ବିଭିନ୍ନ କ୍ୟାପଟେନଙ୍କ ସିଦ୍ଧାନ୍ତ ଉପରେ କାମ କରୁଛି | ଯଦି ଏହା ଘଟେ, ତେବେ ରୋହିତ ଶର୍ମା ଏକଦିବସୀୟ ଏବଂ ଟି -୨୦ର ନୂତନ ଅଧିନାୟକ ହୋଇପାରନ୍ତି ଯେତେବେଳେ କି ବିରାଟ କୋହଲି କେବଳ ଟେଷ୍ଟ ଦଳର ପୁନଃଦାୟିତ୍। ଗ୍ରହଣ କରିବେ। […]
ବବିତା ସାମଲ(ଭଦ୍ରକ):୧୨/୦୯-ଆସିଯାଇଛି ପାର୍ବଣର ଋତୁ!ଏହି ଋତୁକୁ ସ୍ୱାଗତକରିବା ପାଁଇ ପ୍ରକୃତିରାଣୀ କାଶତଣ୍ଡି ଅବତରଣ କରିଛି ଧରାପୃଷ୍ଠରେ ।ଶରତ ଋତୁର ଆଗମନରେ ଏହି ଫୁଲ ପ୍ରଚୁରମାତ୍ରାରେ ଫୁଟିଥାଏ,ନଦୀ କୂଳରେ କାଶତଣ୍ଡି ପବନରେ ଦୋଳିଖେଳି ରାସ୍ତାରେ ଯାଉଥିବା ପଥିକକୁ ସ୍ୱାଗତ କରୁଥାଏ ।ଯେପରି ହସି ହସି ନଦୀପଠା, ବିଲହୁଡା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରୁଥାନ୍ତି । ଯେପରି ମନେହୁଏ ପ୍ରକୃତିରାଣୀ କାଶତଣ୍ଡି ଫୁଲର ଗାଲିଚା ବିଛାଇ ଅନାଇରହିଛି ଦେବାଦେବୀଙ୍କ ଆଗମନକୁ ।”କଥାରେ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୯୮କୁ ବୃଦ୍ଧି ପାଇଛି । ୬୪୯ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୩ ଜଣ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୬୩୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ […]
ନୂଆଦିଲ୍ଲୀ: ଆଜି ପବିତ୍ର ନୂଆଁଖାଇ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ନୂଆଁଖାଇ ଜୁହାର। ଏହି ପବିତ୍ର ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ। ନୂଆଁଖାଇରେ ଆମେ ଆମ କଠିନ-ପରିଶ୍ରମୀ କୃଷକମାନଙ୍କର ଉଲ୍ଲେଖନୀୟ ଉଦ୍ୟମ ଏବଂ ଦେଶ ଗଠନରେ ସେମାନଙ୍କର ଭୂମିକାକୁ ପ୍ରଶଂସା କରନ୍ତି। […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମାହାଙ୍ଗା ବିଧାୟକ ତଥା ନଗର ଉନ୍ନୟନ,ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ଥିବାର ସୂଚନା ମିଳିଛି। ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କର ଛାତିରେ ଦୁଇଟି ବ୍ଲକେଜ ଥିବା ଜଣାପଡ଼ିଲା। ଏହାପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଛି।ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାଇ ବର୍ତ୍ତମାନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାସ୍ଥ୍ୟାବସ୍ଥା […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୯୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ୍ ବର୍ଗର । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦, ୧୫, ୭୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୦, […]


