ଭୁବନେଶ୍ୱର(ବାସ୍ତବବ୍ୟୁରୋ):ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୦ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୧୧୬ ଜଣ ୧୮ ବର୍ଷରୁ କମ୍ ବୟସର ଚିହ୍ନଟ ହୋଇଛନ୍ତି ।ଏହି ସଂକ୍ରାମିତଙ୍କ ମଧ୍ୟରୁ ମଧ୍ୟରୁ ୩୬୮ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ,ବାକି ୨୬୨ ଜଣ ହେଉଛି ସ୍ଥାନୀୟ ବାସିନ୍ଦା । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୮ ଜଣ […]
ରାଜ୍ୟ
ଦେବକାନ୍ତ ମହାନ୍ତି , ଚାନ୍ଦବାଲି,୧୦//୦୯//୨୦୨୧ଚାନ୍ଦବାଲି ବ୍ଲକରେ ସାରର ଅଭାବି ବିକ୍ରି ପାଇଁ ଏବେ ବହୁଳ ମାତ୍ରାରେ ବଢ଼ି ଚାଲିଛି ସାରର କଳାବଜାରୀ , କିଛି ଅସାଧୁ ବ୍ୟବସାୟୀ ନକଲି ସାର ଆଣି ଚାଷୀଙ୍କୁ ଠକୁଥିବାର ଅଭିଯୋଗ ହୋଇଛି । ଅଂଚଳରେ ଥିବା ସମବାୟ ସମିତି ମାନଙ୍କରେ ସାରର ଘୋର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ନକଲି ସାର ଚାଷୀ ମାନଙ୍କୁ ଅସୁବିଧାରେ ପକାଉଛି । ଚାଷୀମାନେ ସାରଦୋକାନୀ ମାନଙ୍କ ଠାରୁ […]
ବବିତା ସାମଲ(ଭଦ୍ରକ)ପୁଣି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବଡ ସଫଳତା ହାସଲ କରିଛି,କିଛି ଦିନହେବ ଧଳା ଜହର ଜବତ ମାମଲାରେ ଜିଲ୍ଲାରେ ସବୁଠୁ ଆଗରେ ଥିବାବେଳେ ପୁଣି ଏକ ବଡ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ ଓ ପୁଣି ଥରେ ଚର୍ଚାରେ ଥାନାଧିକାରୀ ଆଲୋକ ଜେନା | ସୂଚାନୁସାରେ ଗତ ୨୨/୭ ରେ ଗ୍ରାମାଞ୍ଚଳ ଥାନା ଅଧୀନ ଦେଉଳପାଳରେ ବିଧାନ ଚୌଧୁରୀଙ୍କ ଘରୁ ଚୋରିହୋଥିବା ଅଭିଯୋଗ ହୋଇଥିଲା, ଅଭିଯୋଗ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୮୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୫୦୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୦୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୯୯୮୫୯ ଜଣ ସୁସ୍ଥ ହୋଇ […]
ବାସ୍ତବବ୍ୟୁରୋ: ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଫେରାର,ପତ୍ତା ପାଉନି ପୋଲିସ ।ଭୁବନେଶ୍ବର ସ୍ଥିତ ବିଧାୟକଙ୍କ ସରକାରୀ ବାସଭବନରେ ପୋଲିସ ଚଢଉ କରି ଫେରିଲେ ଖାଲି ହାତରେ ।ବିଜୁ ଜନତା ଦଳରୁ ଗତକାଲି ନିଲମ୍ବିତ ହେବାପରେ ଫେରାର ଅଛନ୍ତି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ଏନଏସି ଅଫିସ ଆଗରେ ଗଣ୍ଡଗୋଳ କରି ବିଜେପି ନେତାଙ୍କୁ ମାଡ଼ ମାରିବା ମହଙ୍ଗା ପଡିଲା । ବିଜେଡି ସୁପ୍ରିମୋ ବାହୁବଳୀଙ୍କୁ ଦଳରୁଗତକାଲି(ବୁଧବାର) ନିଲମ୍ବିତ […]
ବାସ୍ତବବ୍ୟୁରୋ(ବୌଦ୍ଧ) ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ବିରୁଧ୍ୟରେ ଅଭିଯୋଗ ଆଣି କହିଛନ୍ତି କି,ଦୀର୍ଘ ବର୍ଷ ଧରି ବିଜେଡି ବିଧାୟକ ପ୍ରଦୀପ ଅମାତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ମଧ୍ୟ ନିଜର ମାଟି ପ୍ରତି ଚରମ ଅବହେଳା କରିଛନ୍ତି। ଲେଖାଶ୍ରୀ ସାମନ୍ତ ଦୁଇଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ମଧ୍ୟ […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୮/୯- ଚାନ୍ଦବାଲି ତହସିଲ ଅଧନ ତେନ୍ତୁଲିଡ଼ିହ ଫଚାୟତରେ ବାତ୍ୟା ୟାସରେ କ୍ଷତିଗ୍ରସ୍ତ ହିତାଧିକାରୀ ଙ୍କ ତାଲିକାରେ ବ୍ୟାପକ ଭାବରେ ଅନିୟମିତା କରାଯାଇଛି ବୋଲି ଅଭିଯୋଗ ଆଣି ବିଜେପି ଦଳ ପକ୍ଷରୁ ତହିସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି । ତେନ୍ତୁଲିଡ଼ିହ ଫଚାୟତରେ ଘରଭଙ୍ଗା ତାଲିକାରେ ପ୍ରଶାସିନକ ଅଧିକାରୀ ବାସ୍ତବ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ନକରି କୋଠାଘର ଥିବା ଅଯୋଗ୍ୟ ବ୍ୟକ୍ତିଙ୍କୁ ଘରଭଙ୍ଗା ଅର୍ଥ ପ୍ରଦାନ କରାଯାଉଛି […]
ଭୁବନେଶ୍ୱର(ବାସ୍ତବବ୍ୟୁରୋ)କରୋନାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ୍ ପରିସ୍ଥିତିର ସମୀକ୍ଷା କରି କରୋନା ର ତୃତୀୟ ଲହରକୁ ନେଇ ସମସ୍ତଙ୍କୁୂ ସତର୍କ କରାଇଛନ୍ତି। କୋଭିଡ୍ ନିୟମ ନମାନିଲେ ରାଜ୍ୟରେ ପୁଣିଥରେ ଲକଡାଉନ୍ ଫେରିବ ବୋଲି ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଥିଲେ କି , ଆମେରିକାଠୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ […]
ମୁରଲୀ ମିଶ୍ର(ଭୁବନେଶ୍ୱର)୭/୯-ଦୀର୍ଘ ଦିନ ଧରି ଆଳି ରାଜକନିକା ରେ ଖରସ୍ରୋତା ବଞ୍ଛାଅ ଆନ୍ଦୋଳନ ଚାଲୁ ରହିଥିବା ବେଳେ ଆଜି ଶତାଧିକ ଜନସାଧାରଣ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆହ୍ୱାନରେ ବିଧାନସଭା ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି। ବିକ୍ଷୋଭ ସ୍ଥଳ ପ୍ରତିବାଦ ସଭାରେ ଦଳ ମତ ନିର୍ବିଶେଷରେ ବହୁ ରାଜନୈତିକ ନେତୃବର୍ଗ ଓ ସାମାଜିକ କର୍ମୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବକ୍ତବ୍ୟ ରଖିଥିଲେ । ଖରସ୍ରୋତା ବଞ୍ଛାଅ ସଂଗ୍ରାମ ସମିତିର ସଭାପତି […]
ବାସ୍ତବବ୍ୟୁରୋ:(ଡ଼.ନବକିଶୋର ମିଶ୍ର) ମାଙ୍ଗଳିକ ଦୋଷ ବିଷୟରେ ଲୋକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ଅଛି | କିନ୍ତୁ ଶାସ୍ତ୍ର ଅନୁଯାୟୀ, ମାଙ୍ଗଳିକ ହେବା ଚିନ୍ତାର କାରଣ ନୁହେଁ। ଯଦି ତୁମର ପୁଅ କିମ୍ବା ଝିଅର ରାଶିରେ ମାଙ୍ଗଳିକ ଦୋଷ ଅଛି ,ତେବେ ଭୟଭୀତ ହୁଅ ନାହିଁ, ମଙ୍ଗଲ ଦୋଷ ଅପସାରଣ କରିବାର ପ୍ରତିକାର ଶାସ୍ତ୍ରରେ ଉପଲବ୍ଧ | ଜନ୍ମ ଜାତକରେ,ଯେତେବେଳେ ମଙ୍ଗଳ ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ, ଦ୍ୱାଦଶ ଘରେ […]


