ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଚାନ୍ଦବାଲି ଥାନା ଅଧିନ ବାଘନଟା ଗାଁରେ ଦେଖୁବକୁ ମିଳିଛି ଅଭାବନିୟ ଘଟଣା , ପାରିବାରିକ କଳିକୁ ନେଇ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଛି । ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୁଣ୍ଡ ଓ ଦାନ୍ତ ଗୁଡ଼ିକ ଭାଙ୍ଗି ଯାଇଥିବା ବେଳେ ସ୍ତ୍ରୀ ମଧ୍ୟ ପ୍ରତି ଆକ୍ରମଣ ଦା ସାହାର୍ଯ୍ୟରେ ସ୍ବାମୀର ଗୁପ୍ତାଙ୍ଗକୁ କାଟିବା ସହ ବେକକୁ କାଟିଛି । ଗ୍ରାମବାସୀ ଖବର […]

ଦୀପକ ସାହୁ(କଳାହାଣ୍ଡି)କଥାରେ ଅଛି ଧାର୍ଯ୍ୟଓ ଏକାଗ୍ରତାର ସହ କୌଣସି ପରିଶ୍ରମ ର ମୂଲ୍ୟ କେବେ ବେକାର ଯାଏନା । ଆମେ ଆଜି ଏମିତି ଜଣେ କର୍ମ ବୀରଙ୍କ କଥା କହୁଚୁ ଯିଏ, ଦୀର୍ଘ ୪୦ ବର୍ଷର ଅନବରତ ପରିଶ୍ରମ ନିଷ୍ଠା ଦ୍ୱାରା ସୃଷ୍ଟି କରିଛନ୍ତି ଏକ ଔଷଧୀୟ ବୃକ୍ଷବଣ ।ଏ ହେଉଛନ୍ତି ନାନ୍ଦୋଳ ଗାଁର ପଟ୍ଟାୟତ ସାହୁ । ଯୁବାବସ୍ଥାରୁ ପଟ୍ଟାୟତ ନିଜର ପେଶା ରୂପେ ଔଷଧୀୟ ବଗିଚା ତିଆରି […]

ପ୍ରଶାନ୍ତ କୁମାର ଦାସ (ବାଲିଆପାଳ) ‘ଯୁବ ବିକାଶ’ ସଂଗଠନତରଫରୁ ବନ୍ୟା ରେ ଦୀର୍ଘ ଦିନ ଧରି ବୁଡି ରହିଥିବା ଏବଂ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ବାଲିଆପାଳ ବ୍ଲକ୍ ଅସ୍ତି ପଞ୍ଚାୟତର ପଳାଚମ୍ପି ଗାଁ ରେ ତିନିଦିନ ରନ୍ଧା ଖାଦ୍ୟ ବଣ୍ଟନ କରାଗଲାବାଲିଆପାଳ ବ୍ଲକର ଅସ୍ତୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଳାଚମ୍ପି ଗ୍ରାମରେ ବନ୍ୟା ବିପନ୍ନ ଲୋକଙ୍କୁ ତିନିଦିନ ଧରି ବାଲେଶ୍ଵର ଯୁବ ବିକାଶ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର):ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ, ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ବୁଧବାର ଭୁବନେଶ୍ୱର ଫେରିବେ ।ଏହା ପରେ ଅକ୍ଟୋବର ୪ ତାରିଖରେ ଗଜପତି ଓ ୮ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଏହି ଦୁଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲାରେ […]

କୋଣାର୍କ(ସୋମ୍ୟରଞ୍ଜନ):ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ବିସ୍ଫୋରଣ ହୋଇ ଥାନାର ଛାତ ଉଡ଼ିଯାଇଛି।ଥାନାର ସେଣ୍ଟ୍ରି ସରୋଜ ବେହେରା ଏହି ବଡ଼ ଦୁର୍ଘଟଣାରୁ ସୌଭାଗ୍ୟ ବଶତଃବର୍ତ୍ତି ଯାଇଛନ୍ତି। ପୁରୀ ଏସ୍‌ପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।କେଉଁ କାରଣରୁ ବିସ୍ଫୋରଣ ହେଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।ଏହି ବିସ୍ଫୋରଣରେ ଥାନାଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଅନେକ କାଗଜପତ୍ର ଓ ଆସବାବପତ୍ର ନଷ୍ଟ ହୋଇଯାଇଛି।ସୂଚନା ଅନୁଯାଇ,ଥାନାର ମାଲଖାନାରେ ଜବତ […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୨୮/୯-ପିରାହାଟ ଥାନା ଅଧୀନ ନରେନ୍ଦ୍ରପୁର ପଂଚାୟତ ନଛିବିନ୍ଧା ଗାଁରେ ଜଣେ ମହିଳାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ପିରାହାଟ ଥାନା ପୋଳିସ ପହଁଚି ଶବକୁ ଜବଦ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ହେଉଛନ୍ତି ସ୍ଥାନୀୟ ଘଂଟେଶ୍ଵର ବାଲିପଦା ଗାଁର ରମାକାନ୍ତ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୭\୯-ବାତ୍ୟା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ବର୍ଷା ଓ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିବା ଫଳରେ ଚାନ୍ଦବାଲି ବ୍ଲକର ବୈତରଣୀ ନଦୀ ସମେତ ସମସ୍ତ ନଦୀ ଉଛୁଳା ରହିଛି। ଫଳରେ ନଦୀରେ ସନ୍ତରଣ କରୁଥିବା ହିଂସ୍ର କୁମ୍ଭୀର ନଦୀପଠା ସମେତ ଅନେକ ଗାଁ ନିକଟରେ ଶୋଇ ରହୁଛନ୍ତି। ଆଜି ସକାଳୁ ଆରଡି ନିକଟସ୍ଥ ଦୋହରା ଗାଁ ନିକଟସ୍ଥ ବୈତରଣୀ ନଦୀପଠାରେ କେତେକ ଘୁଷୁରୀ ଚରୁଥିବା ବେଳେ ଗୋଟେ […]

ପ୍ରଭାତ ସାହା(ମାଲକାନଗିରି)ତା:୨୭/୦୯ : ଗୁଲାବ ବାତ୍ଯା ପ୍ରଭାବରେ ଗତ କାଲି ସନ୍ଧ୍ଯା ୫ଟା ଠାରୁ ଆଜି ଦ୍ୱିପ୍ରହର ପର୍ଯ୍ୟନ୍ତ ଝଡ ବର୍ଷା ମାଲକାନଗିରି ଜିଲ୍ଲାରେ ଲାଗି ରହିଛି । ରାତ୍ର ୩ ଘଣ୍ଟିକା ସମୟରୁ ସକାଳ ୫ ଘଣ୍ଟିକା ପର୍ଯ୍ୟନ୍ତ ପ୍ରବଳ ବେଗରେ ପବନ ପ୍ରବାହିତ ।ହେବା ସାଙ୍ଗକୁ ମୂଶଳ ଧାରାରେ ବର୍ଷା ହେବା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ବଡ ବୃକ୍ଷ ଉପୁଡି ପଡି ଧରାଶାୟୀ ହୋଇ […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲ}୨୭//୦୯ କେନ୍ଦ୍ର ସରକାରଙ୍କ ଦ୍ୱାରା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଓଡ଼ିଶାରେ ଏହି ୧୦ ଘଣ୍ଟିଆ ଭାରତ ବନ୍ଦକୁ କୃଷକ ସଂଗଠନ ଓ ଏଆଇଏସଏଫ୍,କଂଗ୍ରେସ, ବାମ ଦଳ ସମେତ ବିଭିନ୍ନ ରାଜନୈତିକ ଦଳ,ସାମାଜିକ ସଂଗଠନ ସମର୍ଥନ ଦେଇଇଛନ୍ତି। ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ଚାନ୍ଦବାଲିରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଅତ୍ୟାବଶ୍ୟକ […]

ଢେଙ୍କାନାଳ(ଦୁଃଶାସନ ପୃଷ୍ଟି)ଭୁବନ ଥାନା ଓଡିଶ ଓ ଆଖପାଖ ଅଂଚଳ ରେ ଥିବା ବୁଦିଦୁକିଆ ଜଙ୍ଗଲ ରେ, କାଜୁ ଜଙ୍ଗଲରେ ଲୁହା ଆଙ୍ଗଲ୍ ପଡିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା|. ରବିବାର ରାତି ରେ ଆଙ୍ଗଲ୍ ସହ ଓଡିଶ ମେଡିକାଲ ନିକଟସ୍ଥ କାଜୁ ଜଙ୍ଗଲରୁ ଟ୍ରକ ଜବତ କରିଥିଲେ | ସୋମବାର ସକାଳୁ ଛାନ ଭିନ କରି ଓଡିଶ ମଠ ପରିସରରେ ଅନଲୋଡ଼ ହୋଇଥିବା ପ୍ରାୟ ପନ୍ଦର ଟନ ଲୁହା […]

Pin It on Pinterest