ଦେବାଶିଷ ମିଶ୍ର(କଟକ)ଆଜି କଟକ ମହାନଗର ହିନ୍ଦୁ ସେନା ପକ୍ଷରୁ ରାଜ୍ଯ ସଭାପତି ଶ୍ରୀ ଦେବାଶିଷ ରାଉତଙ୍କ ନେତୃତ୍ବ ରେ ଜିଲ୍ଲା ସଭାପତି ଶ୍ରୀ ଆଶିଷ ମହାପାତ୍ରଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ କଟକ ମହାନଗର ଅଧୀନରେ ଥିବା ଦରଘା ବଜାର, ତିନିକୋଣିଆ ବଗିଚା, ହାତୀ ପୋଖରୀ ଇତ୍ୟାଦି ଅଂଚଳରେ ସଂପ୍ରତି ସଂକ୍ରମଣ କରୁଥିବା ମହାମାରୀ ଡେଂଗୁ ଲାଗି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସେନାର ସଦସ୍ଯ ଶ୍ରୀ ଜ୍ଯୋତି ପ୍ରକାଶ […]
ରାଜ୍ୟ
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୧-୯-୨୦୨୧-ଚାନ୍ଦବାଲି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ ହୋଇଛି , ଚାନ୍ଦବାଲି ବିଡ଼ିଓ ଯୋତି ବିକାଶଦାସ ଓ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧ ରଂଜନ ସାହୁ ସବୁଜ ପତାକା ଦେଖାଇ ଏହାର ସୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧକାରୀ ରଘୁନାଥ ପତି ,ଚାନ୍ଦବାଲି ସହ କୃଷି ଅଧିକାରୀ ଦେବସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୃଷି […]
ପ୍ରଭାତ ସାହା(ମାଲକାନଗିରି) ୦୧/୦୯- ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ସହ ଦାବିପତ୍ର ପ୍ରଦାନ କଲେ ଶହ ଶହ ଗ୍ରାମସାଥି । ରାଜ୍ୟରେ ପ୍ରତ୍ୟେକ ଗାଁର ବିକାଶ ପାଇଁ ସରକାର ଯୋଜନା ଉପରେ ଯୋଜନା ମାନ ପ୍ରସ୍ତୁତ କରିବା ସହ ସେହି ଯୋଜନାକୁ କିପରି ଭାବେ କାର୍ଯ୍ୟକାରୀ କରାଯିବ ସେ ନେଇ ପ୍ରତ୍ୟେକ ଗ୍ରାମରେ ଗ୍ରାମ ରୋଜଗାର ସେବକ , ପି.ଇ.ଓ ଙ୍କ ବ୍ୟତିତ ଗାଁ ସାଥଙ୍କୁ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୨୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୮୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୫୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୯୩୨୩୫ ଜଣ […]
ବାସ୍ତବବ୍ୟୁରୋ:ସର୍ବପ୍ରଥମେ,ଆପଣ ଜାଣିବା ଉଚିତ୍ ଯେ ଆମପାଇଁ ଡାଲଚିନି କାହିଁକି ଏତେ ଲାଭଦାୟକ ବୋଲି ବିବେଚନା କରାଯାଏ | ଆୟୁର୍ବେଦରେ ପ୍ରତ୍ୟେକଙ୍କ ପାଇଁ ଡାଲଚିନି ଖାଇବାକୁ ପରାମର୍ଶ ଦିଆଯାଇଛି। ମହୁ ଏବଂ ଡାଲଚିନି ଚିନ୍ତା ହ୍ରାସ କରିଥାଏ ଏବଂ ଆଲର୍ଜି ସମସ୍ୟା ମଧ୍ୟ ଶେଷ କରିଥାଏ | ମହୁ ଡାଲଚିନି ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ | ଚା’ରେ ମହୁ ଏବଂ ଡାଲଚିନି ମିଶାଇ ପିଇଲେ ଆପଣ […]
ଦେବାଶିଷ ମିଶ୍ର(କଟକ) ପବିତ୍ର ନନ୍ଦୋତ୍ସବ ଅବସରରେ ପ୍ରତି ବର୍ଷ ଭଳି ଏବଂ ରୌପ୍ୟ ନଗରୀ କଟକର ଅନ୍ୟ ସାହି ଭଳି ବିଡାନାସୀ ଦୁର୍ଗାପୁଜା କମିଟି ପକ୍ଷରୁ ଆସନ୍ତା ମା’ଦୁର୍ଗାଂକର ଦଶହରା ପୁଜା ଲାଗି ପୂଣ୍ଯତୋୟା ମହାନଦୀ କୁଳରୁ ମାଟି ଅନୁକୁଳ ବିଧି କୋଭିଡ୍ କଟକଣାକୁ ମାନି ମହାସମାରୋହରେ ପଣ୍ଡିତ ଶ୍ରୀ ପ୍ରଦୀପ୍ତ କୁମାର ଦେବତା ଓ ପଣ୍ଡିତ ଶ୍ରୀ ବଳରାମ ମିଶ୍ରଂକ ମନ୍ତ୍ରୋଚାରଣ ମଧ୍ଯରେ ସମ୍ପନ୍ନ ହୋଇଯାଇଛି। ଏହି ପବିତ୍ର […]
ପ୍ରଭାତ ସାହା(ମାଲକାନଗିରି)ତା:୩୧/୮/୨୧ ରିଖ,ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଵିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ଵଣ୍ଟନ କରିଯାଇଅଛି । ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କୁଡୁମୁଲୁଗୁମ୍ମା ର ଭାରପ୍ରାପ୍ତ ତହସିଲଦାର ରାମଚନ୍ଦ୍ର ନାୟକ , ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ସାଧୁ ହନ୍ତାଳ, ସରପଞ୍ଚ ପହଲା ପାଙ୍ଗି, ପୂର୍ବତନ ସରପଞ୍ଚ ଗୋପୀ ପାଙ୍ଗି ପ୍ରମୁଖ ଯୋଗଦେଇ କାର୍ଡ ବଣ୍ଟନ […]
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି)୩୧-୮-୨୦୨୧-ଚାନ୍ଦବାଲି ଏନ ଏ ଏସିରେ ସ୍ଵାୟତ ଶାସନ ଦିବସ ପାଳିତ ହୋଇଯାଇଛି । ସ୍ଵାୟତ ଶାସନ ଦିବସରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼. ବ୍ୟମୋକେଶ ରାଏ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ରାମଚନ୍ଦ୍ର ପଣ୍ଡା ଏବଂ ଏନ ଏ ସି ଅଧିକାରୀ ଭାଗିରଥ ପ୍ରଧାନ ,ସାଂସଦ ଙ୍କ ପ୍ରତିନିଧି ଅଶୋକ ବଳ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ବିଜବର ରାଉତ, ଯୁବନେତା ପ୍ରିନ୍ସ ରାକେଶ ନାୟକ, ରଞ୍ଜନ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ସେପ୍ଟେମ୍ବର ମାସ ପାଇଁ ରାଜ୍ୟବାସୀଙ୍କ ମନରେ ନାନା କଳ୍ପନା ଜଳ୍ପନା ଲାଗିରହିଥିଲା କୋଭିଡ ଗାଇଡ଼ ଲାଇନ୍କୁ ନେଇ,ଯାହା ଆଜି ସରକାରୀ ସ୍ତରରେ ସେପ୍ଟେମ୍ବର ମାସକୁ ନେଇ କୋଭିଡ୍ ଗାଇଡଲାଇନ ଜାରି କରାଯାଇଛି । ଦୀର୍ଘ ୪ମାସ ଧରି ଜାରି ରହିଥିବା ରାଜ୍ୟବ୍ୟାପୀ ସାପ୍ତାହିକ ଶଟଡାଉନକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ଏଥିସହ ବିବାହ ଓ ବ୍ରତଘରରେ ସର୍ବାଧିକ ୨୫୦ଜଣ ଏବଂ ବର ରୋଷଣୀ ବା ବର […]
ପ୍ରଦୀପ ନାୟକ(ଭୁବନେଶ୍ୱର)ଗୀତସହିତ ମିତ ବସିଗଲା ପରେ ଜୀବନଟା ମଧୁର ହୋଇଯାଏ ।ଫଗୁଣ ବଉଳ, କୋଇଲି , ଫୁଲ ମଳୟ ,ଜହ୍ନ ,ତାରା ଆପଣା ପଣରେ କୋଳେଇ ନିଅନ୍ତି ବର୍ଷା ବସନ୍ତ ବୈଶାଖ ଶୀତ କାକର ନିଜର ହୋଇ ଯାଆନ୍ତି ।ଝଡ ବାତ୍ୟା ଆଉ ଜୀବନର କଠୋର ସମୟ କେଉଁ ବାଟେ ବାଟ ଭାଙ୍ଗି ଯାଆନ୍ତି ଭାବିଲା ବେଳକୁ ସମୟ ତା ବାଟରେ ନିଗିଡି ଯାଇଥାଏ ।କଳିର କରାଳରେ କଳଙ୍କିତ ପୃଥିବୀ […]


