ଦେବାଶିଷ ମିଶ୍ର (କଟକ)ଓଡିଶା ର ଶ୍ରେଷ୍ଠ ସହର ଭାବେ ଜଣାଶୁଣା ‘କଟକ ସହର’ ଆଜି ଏତେ ଅବହେଳିତ ହୋଇ ପଡିଛି ତାହାର ହିସାବ ନାହିଁ। କଟକ ମହାନଗର ନିଗମ ଅଧୀନ ରେ ଥିବା ଏହି ସହରରେ ନାଳ ନର୍ଦ୍ଦମା ସଫା ନହେବା କାରଣରୁ ଡେଂଗୁ ଜ୍ବର ବ୍ଯାପିବାର ସମ୍ଭାବନା କୁ ଏଡାଇ ଦିଆଯାଇ ନ ପାରେ। ଅନ୍ୟ ପକ୍ଷରେ ନିଗମର ସ୍ବାସ୍ଥ୍ଯ ବିଭାଗରେ ମ୍ଯାଲେରିଆ ନିରୀକ୍ଷକ ନାହାଁନ୍ତି। ଜଣେ ମାତ୍ର […]

ବାସ୍ତୁ ଶାସ୍ତ୍ରର ଘର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ | ଘରର ପ୍ରତ୍ୟେକ ଦିଗ ଏବଂ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ନିଜସ୍ୱ ସକାରାତ୍ମକତା ଅଛି | କେଉଁ ଦିଗରେ ରଖାଯିବା ଉଚିତ ତାହା ମଧ୍ୟ ମନେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ବାସ୍ତବବ୍ୟୁରୋ:ବାସ୍ତୁ ଶାସ୍ତ୍ର ଘର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ | ଘରର ପ୍ରତ୍ୟେକ ଦିଗ ଏବଂ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ନିଜସ୍ୱ ସକାରାତ୍ମକତା ଅଛି | କେଉଁ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୩୦/୦୮/୨୧-ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ତରଫରୁ ଆଜି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଳିଡିହ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବିଜେଡ଼ିର ଯୁବ ରାଜ୍ୟ ସମ୍ପାଦକ ପ୍ରିନ୍ସ ରାକେଶ ନାୟକ ଜନ୍ମଦିନ ଅବସରରେ ଏହି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି l ଏହି ରକ୍ତଦାନ ଶିବିରକୁ ବରିଷ୍ଠ ବିଜେଡି ନେତା ସୁଦାମ […]

ପ୍ରଭାତ ସାହା(ମାଲକାନଗିରି) ୩୦/୦୮ ସମ୍ପ୍ରତି କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଆଖି ଆଗରେ ରଖି ସରକାର ଚଳିତ ବର୍ଷ କେବଳ ଦଶମ ଓ ଯୁକ୍ତ ୨ ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ କୁ ଯାଇ ଅଧ୍ୟୟନ କରିବା ସୁବିଧା ଯୋଗାଇ ଦେଇଛନ୍ତି କିନ୍ତୁ ଅନ୍ୟ କ୍ଲlସ ଗୁଡ଼ିକ ଅନଲାଇନ ମାଧ୍ୟମରେ ପଢ଼ାଯିବ ବୋଲି ସରକାର ନିୟମ କରିଛନ୍ତି ହେଲେ ମାଲକାନଗିରି ଜିଲ୍ଲାର […]

ବାସ୍ତବବ୍ୟୁରୋ:ଆମେରିକାର ଜଣେ ବ୍ୟକ୍ତି ମଜାକ୍ ରେ ନିଜ ପୁଅର ଡିଏନ୍ଏ ପରୀକ୍ଷା କରିବା ପରେ ସେ ଯାହା ଜାଣିବାକୁ ପାଇଲେ ଆପଣବି ଜାଣିଲେ ହଇରାଣ ହୋଇଯିବେ। ୧୨ ବର୍ଷର ପୁଅର ପରୀକ୍ଷା ରିପୋର୍ଟ ଆସିବା ପରେ ସେ ତାଙ୍କ ସହ କାହିଁକି ଏପରି ଘଟିଲା ସେ ବୁଝିପାରୁ ନାହାଁନ୍ତି | ବାସ୍ତବରେ, ତାଙ୍କ ଡିଏନ୍ଏ ଟେଷ୍ଟରେ ସତ୍ୟ ଅନ୍ୟ କିଛି ହୋଇଗଲା, ଯାହାକୁ ସେ ନିଜ ପୁଅ ବୋଲି ଭାବୁଥିଲେ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୩୦/୦୮/୨୦୨୧-ଧାମରା ରେଳଲାଇନ୍ କଟି ୪୦ବର୍ଷ ର ବ୍ଯକ୍ତି ଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଛି, ସୂଚନା ଯୋଗ୍ୟ ମୃତ ବ୍ୟକ୍ତିଙ୍କ ଘର ନୂଆଗାଁଆଡିଆ ବୋଲି ଯଣାପଡି ଥିବାବେଳେ ,ମୃତ ବ୍ୟକ୍ତିଙ୍କ ନାମ କୁହ୍ଲ ଖିଲାର ବୋଲି ସୂଚନା ମିଳିଛି। କୁହ୍ଲ ଖିଲାର ଚିଙ୍ଗୁଡ଼ି ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ ଗତକାଲି ବିଳମ୍ବିତ ରାତ୍ରିରେ ନିଜ ଘରକୁ ଖାଇବା ପାଇଁ ଆସିଥିଲେ ଖାଇସାରି ଘରୁ ଚିଙ୍ଗୁଡ଼ି ଘେରିକୁ ଫେରୁଥିବା […]

ପ୍ରଦୀପ ନାୟକ (ଭୁବନେଶ୍ୱର)ଅଭିନଵ ଢଙ୍ଗରେ ଗଂଜେଇ ଚାଲାଣର ପର୍ଦାଫାସ ।ଗଂଜେଇ ଚାଲାଣର ନୂଆ ଟ୍ରେଣ୍ଡ, କୋରିଅର ମାଧ୍ୟମରେ ଭୁବନେଶ୍ୱରରୁ ୪୫ କିଲୋ ଗଂଜେଇ ଦିଲ୍ଲୀ ଚାଲାଣ ହେଉଥିବାବେଳେ ପୋଲିସ କବ୍ଜାରେ ଅଭିଯୁକ୍ତ । ପ୍ରଥମେ ଗଂଜେଇକୁ ଏକ କାର୍ଟୁନ ରେ ଭାଗ ଭାଗ କରି ପ୍ୟାକେଟ କରି ରଖୁଛନ୍ତି ଏହାପରେ ଉଭୟ ପାର୍ଶ୍ୱରେ ଶାର୍ଟ , କପଡା ରଖୁଛନ୍ତି । କେହି ଯେଭଳି ସନ୍ଦେହ ନକରିବେ ଉପରେ ତଳେ ନୂଆ […]

ଭଣ୍ଡାରିପୋଖରୀ- ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧା ମନ ଗର୍ ଛକ ବ୍ରିଜ ଉପରେ ଏକ ସିମେଣ୍ଟ ବୋଝେଇ ଟ୍ରକ ରେ ନିଆଁ ଲାଗିଥିବା ବେଳେ ଭଣ୍ଡାରି ପୋଖରୀ ଅଗ୍ନିଶମ ବିଭାଗ ଆସି ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର କୁ ମେଡିକାଲ୍ ପଠାଇବା ସହ ଗାଡ଼ି କୁ ଏକ ବଡ଼ ଧରଣର ଦୁର୍ଘଟଣା ରୁ ଉଦ୍ଧାର କରିଥିଲେ ।ଏବଂ ସୂଚନା ଥାଉ କି ସେ ଗାଡ଼ିର ନିଆଁ ଲାଗିବା ର ତତ୍ […]

ବବିତା ସାମଲ(ଭଦ୍ରକ) ଆଜି ରାଜ୍ୟ ବିଜେପି ସଂଖ୍ୟାଲଘୁ ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ରାଜ୍ୟ ସଭାପତି ଓ ଉପ ସଭାପତି ଏକ ପ୍ରେସମିଟ କରିବା ସହିତ ଭଦ୍ରକ ର ବହୁ ସଂଖ୍ୟାଲଘୁଙ୍କୁ ନେଇ ଏକ ବୈଠକ କରିଛନ୍ତି l ପ୍ରେସମିଟ ରେ ନବୀନ ସରକାର ଙ୍କ ଉପରେ ବର୍ଷିଲେଥିଲେ ରାଜ୍ୟ ସଭାପତି l ପ୍ରଧାନମନ୍ତ୍ରୀ ସଂଖ୍ୟାଲଘୁଙ୍କ ପାଇଁ ବହୁ ଯୋଜନା ଓଡ଼ିଶା […]

ବବିତା ସାମଲ(ଭଦ୍ରକ)ଭଦ୍ରକ କୁ ଆଜି ଉଚ୍ଚନ୍ୟାୟାଳୟ ମୁଖ୍ୟବିଚାର ପତି ଏସ ମୁରଲୀଧର ଙ୍କ ଗସ୍ତ କରିଛନ୍ତି ,ଗତକାଲି ବାଲେଶ୍ୱର କୋର୍ଟ ପରିଦର୍ଶନ ପରେ ଆଜି ଭଦ୍ରକ ଜିଲ୍ଲା ରେ କୋର୍ଟ ପରିଦର୍ଶନ ଓ ଅଭିଲେଖ କକ୍ଷ ଯାଞ୍ଚ କରିଥିଲେ ମୁଖ୍ୟ ବିଚାରପତି ଏସ ମୁରଲୀଧର,ଏବେ ସମସ୍ତ ଜୁଡିସିଆଲ କୋର୍ଟରେ ରେ ଇ ଫାଇଲିଙ୍ଗ ସୁବିଧା ଉପଲବ୍ଧ ହେବ, ସେଥି ନିମନ୍ତେ ଓଡିଶା ହାଇ କୋର୍ଟ ମୁଖ୍ୟ ବିଚାରପତି ଶ୍ରୀ ଏସ […]

Pin It on Pinterest