ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୨ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସଂକ୍ରାମିତଙ୍କ ମଧ୍ୟରୁ ସେମାନଙ୍କ ମଧ୍ୟରୁ ୭୦ ଜଣ ୧୮ ବର୍ଷରୁ କମ୍ ବର୍ଗର । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୪୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୧୨୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ […]

ସୁବର୍ଣପୁର (ଶାନ୍ତନୁ ପଣ୍ଡା): ସୁବର୍ଣ୍ଣପୁର ସହରର ଗୋକରନେଶ୍ୱର ପଡାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଅସଦାଚରଣ କରିବା (ଦୁଷ୍କର୍ମ ) ତଥା ଅନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସହରର ଗୋକରନେଶ୍ୱର ପଡା ରାସ୍ତାରୁ ନିଶାସକ୍ତ ଯୁବତୀକୁ ପୋଲିସ ଉଦ୍ଧାର କରି ପିସିଆର ଭେନରେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ନିଶା ଫାଙ୍କିବା […]

ଭୁବନେଶ୍ୱର(ବାସ୍ତବବ୍ୟୁରୋ):ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ,ସେମାନଙ୍କ ମଧ୍ୟରେ ୭୦ ଜଣ ୧୮ ବର୍ଷରୁ କମ୍ ବୟସର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ,ବାକି ୧୯୪ଟି ହେଉଛି ସ୍ଥାନୀୟବାସିନ୍ଦା । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୧ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଅନୁଗୋଳ ଜିଲ୍ଲାରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ,ବାଲେଶ୍ୱରରୁ […]

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ଭୁବନେଶ୍ୱର ସ୍ଥିତ ଷ୍ଟେଟ୍‌ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରିରେ,ଶେଷରେ ଆଜି ବିଦ୍ୟାଭାରତୀ ପଣ୍ଡାଙ୍କର ହେଲା ଲାଇ ଡିଟେକ୍ସନ। ଆପଣମାନେ ଜାଣିଥିବେ ବିଦ୍ୟାଭାରତୀ ପଣ୍ଡା ହେଉଛନ୍ତି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ। ଜୁଲାଇ ୧୩ ତାରିଖରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ଘଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏସିଏଫ୍‌ ସୌମ୍ୟ ରଂଜନଙ୍କ ମୃତ୍ୟୁ ଘଟଣାର ଦୁଇ ମାସ ପରେବି,ତଦନ୍ତକାରୀ ସଂସ୍ଥାର ହାତ ଖାଲି।ଖୋଲୁନି ମୃତ୍ୟ ରହସ୍ୟର […]

ବବିତା ସାମଲ(ଭଦ୍ରକ): ଓଡିଶା ସାମ୍ୱାଦିକ ସଂଘ ଭଦ୍ରକ ତରଫରୁ ୧୦ ମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି|ଭଦ୍ରକ ଜିଲ୍ଲା ସଭାପତି ଜ୍ଞାନପାଣୀଙ୍କ ସଭାପତିତ୍ୱରେ ଆୟୋଜନ ସଭାରେ ଉଦଘାଟକ ଭାବେ ମାନ୍ୟବର ବିଧାୟକ ସଂଜୀବ ମଲ୍ଲିକ ସମ୍ମିଳନୀକୁ ଉଦଘାଟନ କରିଥିଲେ | ଏହି ଅବସରରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଉପଜିଲ୍ଲାପାଳ ପିତାମ୍ବର ସାମଲ,ରାଜ୍ୟସଂଗଠନର ସାଧାରଣ ସମ୍ପାଦକ ଶଶୀଭୁଷଣ ପ୍ରହରାଜ, ରାଜ୍ୟ ସଂଯୋଜକ ବିଶ୍ୱରଂଜନ ପାଣିଗ୍ରାହୀ […]

ବବିତା ସାମଲ(ଭଦ୍ରକ):ଆସନ୍ତା ୨୪ ତାରିଖରେ ଭଦ୍ରକରେ ପାଳିତ ହେବାକୁ ଥିବା ହାଜରତ ସରକାର ବାବାଙ୍କ ଫତେ ଉତ୍ସବ ପାଇଁ, ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଏସ୍‌.ପି. ଯତୀନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ପିତାମ୍ବର ସାମଲ ପ୍ରମୁଖ ଏହି ବୈଠକରେ ଯୋଗଦେଇ ପର୍ବ ପାଳନ ନେଇ ଆଲୋଚନା ରଖିଥିଲେ ।ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଅନୁପାଳନ […]

ବବିତା ସାମଲ ଭଦ୍ରକ – ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ କଲେଇ ପଂଚାୟତର ମଙ୍ଗଳପଦା ସ୍କୁଲରେ ଆଜି ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି,ଏହି ରକ୍ତଦାନ ଶିବିରରେ ଭଦ୍ରକର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ ମୋହଦୟ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ କୃତଜ୍ଞତା ଦେବାସହିତ ରକ୍ତଦାନ ଶିବିର ଆୟୋଜନ କରିଥିବା କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ […]

ଦେବକାନ୍ତ ମହାନ୍ତି ,ଚାନ୍ଦବାଲି,୧୯/୦୯/୨୦୨୧ଘଣ୍ଟେଶ୍ୱର ଫାଣ୍ଡିର ନାଇଟ ପ୍ରଟୋଲିଙ୍ଗ ଟିମ ବିଳମ୍ଭତ ରାତ୍ରୀରେ ଏକ ନମ୍ବର ବିହୀନ ଅଟୋକୁ ଦିଗଛିଆ ପଳେଇସାହି ନିକଟରେ ଜବାଦ କରିଛି l ଅଟୋରେ ଥିବା ୩ ଅଭିଯୁକ୍ତଙ୍କ ମଧ୍ୟ ପୋଲିସ ଗିରଫ କରିଛି l ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ବାଂଶଡା ଥାନା ଏ ଏସ ଆଇ ଗଙ୍ଗାଧର ସିଙ୍ଗ ଏବଂ ଥାନା ଷ୍ଟାପ ଙ୍କ ମିଳିତ ଉଦ୍ୟମରେ ଗତକାଲି ବିଳମ୍ବିତ ରାତିରେ,ଘଣ୍ଟେଶ୍ୱରରୁ ଦିଗଛିଆ […]

ପ୍ରଭାତ ସାହା(ମାଲକାନଗିରି): ମାଲକାନଗିରି ଜିଲ୍ଲା ଦୀପ୍ତି କାନଭେଣ୍ଟ ବିଦ୍ୟାଳୟ ର ଦଶମ ଶ୍ରେଣୀ ର ଛାତ୍ରୀ ଶ୍ଵେତା ମିଶ୍ରଙ୍କ ଚମତ୍କାରିତା l୨୦୨୦/୨୧ ବାର୍ଷିକ ଦଶମ ଶ୍ରେଣୀ ପରୀକ୍ଷା ମହାମାରୀ ଯୋଗୁଁ ବାତିଲ କରାଯାଇଥିଲା l ଶ୍ଵେତାଙ୍କ କଠିନ ପରିଶ୍ରମ ଓ ଦୃଢ଼ ମନବଳ ସଫଳତାର ଶୀର୍ଷରେ ପହଞ୍ଚାଇବାର ଚାବିକାଠି ପାଲଟିଛି l ମାଲକାନଗିରି ଜିଲ୍ଲା ପାଇଁ କୃତି ଛାତ୍ରୀ ଶ୍ଵେତା ମିଶ୍ର ଗୌରବ ଆଣିଦେଇଛନ୍ତି l କୋଭିଡ କାଳରେ ନିଜର […]

ବାସ୍ତବବ୍ୟୁରୋ(ଭୁବନେଶ୍ବର):ରାଜ୍ୟର ୧୦ରୁ ଊର୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ,ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଢ଼େଙ୍କାନାଳ, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର ଓ ସୁବର୍ଣ୍ଣପୁର ପ୍ରଭୁତି ଜିଲ୍ଲା ଗୁଡିକରେ,ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। […]

Pin It on Pinterest