ଜଗତସିଂହପୁର-(ବାସ୍ତବବ୍ୟୁରୋ):ମହାନଦୀର ତଳ ମୁଣ୍ଡ ଜଗତସିଂହପୁର ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ, ଶନିବାର ସକାଳ ଠାରୁ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି । ଫଳତଃ ଆଉ ୧୦ରୁ ଉର୍ଦ୍ଧ୍ୱ ଗାଁରେ ପାଣି ପଶିଛି ।ହୀରାକୁଦରେ ଗେଟ୍ ଧୀରେ ଧୀରେ ବନ୍ଦ ହେବାରେ ଲାଗିଥିଲେ ମଧ୍ୟ,ବନ୍ୟା ପରିସ୍ଥିତି ବଢ଼ିବାରେ ଲାଗିଛି । ମୁଖ୍ୟତଃ ତରି ଜଙ୍ଗା ପଞ୍ଚାୟତ କୋଟ କଣା ଗାଁ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯିବା ହେତୁ ଉକ୍ତ,ଗାଁର […]
ରାଜ୍ୟ
ମାଲକାନଗିରି-କାଲିମେଳା ବ୍ଲକ ର ମୋଟୁ ଥାନା ଅନ୍ତର୍ଗତ ଏମ ଭି ୮୮ ଗ୍ରାମ ନିକଟରେ ଆଜି ଅପରାହ୍ନ ସମୟରେ ହୋଇଥିବା ଏକ ସଡକ ଦୁର୍ଘଟଣା ରେ ଜଣେକ ର ମତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନଥିବା ବେଳେ ଆହତ ଚାରି ଜଣ ବ୍ୟକ୍ତି କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏମ ଭି ୭୯ ମେଡିକାଲ କୁ […]
ଦେବକାନ୍ତ ମହାନ୍ତି, (ଚାନ୍ଦବାଲି)୧୮-୯- ଚାନ୍ଦବାଲି ବ୍ଲକରେ ବିଜେପି ଦଳ ପକ୍ଷରୁ ଭାରତର ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ କୃଷକ ଓ ସୈନିକ ଦିବସ ପାଳିତ ହୋଇଯାଇଛି । ଏହି ସେବା ସପ୍ତାହ ଅବସରରେ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅଶୋକ ରାଉଳଙ୍କ ନେତୃତ୍ୱରେ ଚାନ୍ଦବାଲି ସୁରଜ ଗେଷ୍ଟ ହାଉସ ପରିସରରେ ଏକ କୃଷକ ଓ ସୈନିକ ସମ୍ମାନ ଦିବସ ପାଳନ ରରାଯାଇଥିଲା । ଏକ ଶହ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୯୫ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୯୬୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୮୭୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୦୫୫୬୪ଜଣ ସୁସ୍ଥ ହୋଇଛନ୍ତି । ଉପରମୁଣ୍ଡରୁ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୨୨କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୬ ଜଣ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୮୯୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି […]
ନନ୍ଦନକାନନରେ ଆଜି (ଗୁରୁବାର) ସକାଳେ ଖୁଆଡ ନଂ ୧୦୨ରେ ରହୁଥିବା ଗୟଳ ଏକ ଶାବକ ଜନ୍ନ ଦେଇଛି । ମା ଛୁଆ ସୁସ୍ଥ ଅଛନ୍ତି ବୋଲି ନନ୍ଦନକାନନ ଉପନିର୍ଦେଶକ ସଞିତ୍ କୁମାର ସୂଚନା ଦେଇଛନ୍ତି । ନବଜାତକ ଶାବକକୁ ମିଶାଇ ନନ୍ଦନକାନନର ଗୟଳ ମାନଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ […]
ହ୍ବାଟସ୍ ଆପ୍ ର ଅନେକ ବୈଶିଷ୍ଟ୍ୟର ସେଟିଂସମୂହକୁ ସ୍ଥିତିରୁ ଲାସଟ ସିନ କୁ ପରିବର୍ତ୍ତନ କରି, ଆପଣ ଆକାଉଣ୍ଟକୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରିବେ | ଏଥିରେ ଦୁଇ-ସୋପାନ ଯାଞ୍ଚରୁ ଫିଙ୍ଗର ପ୍ରିଣ୍ଟ ଲକ୍ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ | ଫେସବୁକ୍ ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଏହାର ଗୋପନୀୟତା ନୀତିକୁ ନେଇ ବିବାଦ ହୋଇଥାଇପାରେ, କିନ୍ତୁ ଏହାକୁ ଏପରି ଅନେକ ବୈଶିଷ୍ଟ୍ୟ ଦିଆଯାଇଛି ଯାହା ଆପଣଙ୍କ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୧୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୭୭୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୯୪୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୦୩୬୦୩ଜଣ ସୁସ୍ଥ ହୋଇଛନ୍ତି । ଉପରମୁଣ୍ଡରେ […]
ନୂଆଦିଲ୍ଲୀ:ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE-Main ର ଫଳାଫଳ ମଙ୍ଗଳବାର ରାତିରେ ଘୋଷଣା କରାଯାଇଥିଲା ଯେଉଁଥିରେ ମୋଟ ୪୪ ଜଣ ପ୍ରାର୍ଥୀ ୧୦୦ପ୍ରତିଶତ ସ୍କୋର କରିଥିଲେ। ୧୮ ଜଣ ପ୍ରାର୍ଥୀ ଶୀର୍ଷ ମାନ୍ୟତା ପାଇଛନ୍ତି | ମଙ୍ଗଳବାର ରାତିରେ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି ବର୍ଷଠାରୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସ୍କୋରରେ ଉନ୍ନତି ଆଣିବାକୁ ସୁଯୋଗ ଦେବା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) – ବର୍ଷକୁ ଚାରିଥର […]
ନୂଆଦିଲ୍ଲୀ(ବାସ୍ତବବ୍ୟୁରୋ):ବରଗଡ଼ ଜିଲ୍ଲା ଲାଉମୁଣ୍ଡାର ଡଃ ଛବିଳ କୁମାର ମେହେର ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ହିନ୍ଦୀ ଦିବସ ସମାରୋହ ୨୦୨୧ରେ ରାଜଭାଷା ଗୌରବ ପୁରସ୍କାର ୨୦୧୯-୨୦ ପାଇଁ ପାଇଛନ୍ତି । ଡଃ ମେହେରଙ୍କ ଦ୍ବାରା ରଚିତ ହିନ୍ଦୀ ପୁସ୍ତକ “ଭାଷା ପ୍ରଯୁକ୍ତି ଅର ଅନୁବାଦ” ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଆଜି ଗୃହ ମନ୍ତ୍ରାଳୟର ଅଫିସିଆଲ୍ ଲାଙ୍ଗୁଏଜ ବିଭାଗ ଦ୍ବାରା ଆୟୋଜିତ ହୋଇଥିବା ଏହି ଉତ୍ସବରେ,ଦିଲ୍ଲୀର ବିଜ୍ଞାନ […]


