ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮୭ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୬୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୩୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୨୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୮୭୩୬୯ ଜଣ ସୁସ୍ଥ ହୋଇ […]
ରାଜ୍ୟ
ଦିପକ ସାହୁ(କଳାହାଣ୍ଡି) ଟିଙ୍ଗିପଦର ଠାରେ ଏକ ବାଘ ଛାଲ ଜବତ କଲେ କେଗାଁ ବନ ବିଭାଗ, ବିକ୍ରି କରୁଥିବା ଲୋକ ମଧ୍ୟ ପ୍ରଦେଶ ର ବୋଲି ଜଣାପଡିଛି। କଳାହାଣ୍ଡି ଜିଲା ଉତ୍ତର ବନ ଖଣ୍ଡ ଅଧିନ କେଗାଁ ରେଞ୍ଜ୍ ଅଧିନ ଟିଙ୍ଗିପଦର ଠାରେ ଏକ ବାଘ ଛାଳ ଓ ବାଘ ନଖ କୁ ଜବତ କରିଛି କେଗାଁ ବନ ବିଭାଗ । ଟିଙ୍ଗିପଦର ଠାରେ ବିକ୍ରି କରୁଥିବା ବେଳେ କୌଣସି […]
ବବିତା ସାମଲ(ଭଦ୍ରକ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ରେଡ଼ ଭିଜିଲାନ୍ସ ର 4ଗୋଟି ଟିମ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରୁଛି ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ସିଡିପିଓ କାର୍ଯ୍ୟାଳୟ ର ସୁପର ଭାଇଜର ଙ୍କ ଘରେ ଚଢ଼ାଉ ହୋଇଛି ସୁପରଭାଇଜର ହେଉଛନ୍ତି ମଲ୍ଲିଲତା ଦାସ ତେବେ ଭଦ୍ରକ ସହର ର ଆରଡ଼ି ଛକ ସ୍ଥିତ ବାସଭବନ ସହ ଆମ୍ୱରୋଲୀ ସ୍ଥିତ ଗାଁ ରେ […]
ବବିତା ସାମଲ(ଭଦ୍ରକ)ମହାନ ସ୍ୱାଧୀନତା ସଂଗ୍ରାମୀ, ଭଦ୍ରକ ମାଟିର ସୁଯୋଗ୍ୟ ସନ୍ତାନ,କୃଷକ ନେତା ତଥା କଲେଇ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ, ସ୍ବର୍ଗତ ହୃଦାନନ୍ଦ ରାଉତ ଙ୍କ ଦେହାନ୍ତ ରେ କଳେଇ ଗ୍ରାମ ପଞ୍ଚାୟତ ବାସୀ ଅତ୍ୟନ୍ତ ମର୍ମାହତ | ତାଙ୍କ ଦେହାନ୍ତ ଭଦ୍ରକ ମାଟି ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି |ଆଜି ତାଙ୍କ ମରଶରୀରକୁ ପଞ୍ଚାୟତ ଭ୍ରମଣ କରାଇ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଜାତୀୟ ପତାକା ଦ୍ଵାରା ସମ୍ମାନିତ […]
ନବୀନ ସାହୁ(ଜଳେଶ୍ବର) ଜଳେଶ୍ବରରେ ପୁଣି ବ୍ରାଉନ ସୁଗାର ଜବତ ।ଗତ କାଲି ବିଳମ୍ବିତ ରାତିରେ ରାଜପୁର ବସ୍ତି ଉପରେ ପୋଲିସର ଚଢ଼ାଉ କରି ଆନୁମାନିକ ୬୦୦ ଗ୍ରାମର ବ୍ରାଉନ ସୁଗାର ସହିତ ଜଣେ ମହିଳା ଙ୍କୁ ଅଟକ ରଖିଛନ୍ତି । ଅଟକ ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ରାଜପୁର ବସ୍ତି […]
ପ୍ରକାନ୍ତ କୁମାର ମିଶ୍ର (ବୁଗୁଡା)ଗଞ୍ଜାମଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତ ମଧ୍ୟରେ ଥିବା ଠଣାପଲ୍ଲୀ ଛକଠାରୁ ଡାକରା ବାଡି ଛକ ପର୍ଯ୍ୟନ୍ତ ୫୦୦ ଶହ ମିଟର ପାଖାପାଖି ରାସ୍ତା କାହାର କାମ କରିବ କିଏ ? ଏ ନେଇ ଏବେ ବ୍ଳକ ଏବଂ ଆରଡି ମଧ୍ୟରେ ଲାଗିଛି ଛକାପଞ୍ଝା | ମରଣଯନ୍ତା ପାଲଟିଛି ରାସ୍ତା, ଯାହାଫଳରେ ରାତିପାହିଲେ ଏହି ରାସ୍ତାଦେଇ ଶହଶହ ଗାଡିମୋଟର ଓ ବହୁଲୋକେ ହନ୍ତସନ୍ତ ହେଉଛନ୍ତି […]
ଦେବାଶିଷ ମିଶ୍ର (କଟକ)ଏବେ ବି ବଞ୍ଚିଛି ମାନବିକତା, ପୋଲିସ୍ ର ବର୍ଦି ଲୋକଙ୍କ ମନରେ ଭୟ ସୃଷ୍ଟି କରେ । ସମସ୍ତଙ୍କ ମନରେ ଗୋଟିଏ ଭାବନା ପୋଲିସ୍ ବାଲାଙ୍କ ହୃଦୟ ନାହିଁ, ହେଲେ ସେ’ବି ମଣିଷ ସେ’ବି ଅନ୍ୟର ଦୁଃଖରେ ଲୁହ ଝରାନ୍ତି, ଅନେକ କୁହନ୍ତି ପୋଲିସ୍ ନେଇ ଶିଖିଛି ଦେଇ ଶିଖିନି । ପୋଲିସ୍ କୁ କିଏ କୋଉ ଦୃଷ୍ଟି ରେ ଦେଖୁଥିବା ବେଳେ ଭୁବନେଶ୍ଵର ଇନ୍ଫୋସିଟି ଥାନା […]
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି,) ୨୩/୦୮/୨୦୨୧। ଆଙ୍କର-ଚାନ୍ଦବାଲି ବ୍ଲକ ଧାମରା ଜାଗୁଳା ପଂଚାୟତରେ ତାରିଣୀ ଛକରେ କାଉ ମଡ଼କ ଦେଖିବାକୁ ମିଳିଛି, ଅଧିକାଂଶ ସ୍ଥାନରେ କାଉ ଗୁଡିକ ମରି ପଡିବା ନେଇ ସ୍ଥାନୀୟ ବାସୀ ଧାମରା ପଶୁ ସମ୍ପଦ ବିଭାଗ ନିକଟରେ ଅଭିଯୋଗ କରଛନ୍ତି l କାଉ ମାନେ କୌଣସି ବିଷାକ୍ତ ଖାଦ୍ୟ ଖାଇଵା ଫଳରେ ମୃତ୍ୟୁ ହେବା କିମ୍ବା ଭୁତାଣୁ ଜନିତ କାରଣ ପାଇଁ ତାଙ୍କର ମୃତ୍ୟୁ ହେଉଛି ବୋଲି ସ୍ଥାନୀୟ […]
ବାସ୍ତବ ବ୍ୟୁରୋ:(କଟକ) କମିଶନରେଟ ପୋଲିସକୁ ମିଳିଲା ବଡ ସଫଳତା । ଡି ବ୍ରଦର୍ସଙ୍କ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁକୁ ଗିରଫ କରିବାରେ ସଫଳ ହେଇଛି କମିଶନରେଟ୍ ପୋଲିସ । ୨୦୧୬ ମସିହାରେ ବହୁ ଚର୍ଚ୍ଚିତ ଓମ୍ ଓ ଦିପୁ ହତ୍ୟାକାଣ୍ଡ ପରେ ୫ ବର୍ଷ ହେଲା ପୋଲିସକୁ ଚକମା ଦେଇ ଫେରାର ରହିଥିଲା ଦିଲୁ । ତେବେ ଆଜି(ସୋମବାର) ଦିଲୁକୁ ରାୟଗଡ଼ାରୁ ଗିରଫ କରିଛି କଟକ ପୋଲିସ […]
ପ୍ରକାନ୍ତ ମିଶ୍ର (ଗଂଜାମ) ଗଂଜାମ ଜିଲ୍ଲାର ବୁଗୁଡା ଥାନା ର ବାଲିପଦର ଫାଣ୍ତି ଅନ୍ତର୍ଗତ ଅନ୍ତପଡା ଗ୍ରାମରୁ ରାଜେସ ଆପଟଙ୍କୁ ଅପହରଣ କରି ନେବା ସମୟରେ ପୋଲିସ୍ ପିଛା କରି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି | ଦୁଇଟି ବାଇକ୍ ରେ ତିନିଜଣ ଦୂର୍ବୁତ ଆସି ରାଜେସଙ୍କୁ ଛୁରି ମୁନରେ ନିଜଘରୁ ଉଠାଈ ନେବାରେ ସକ୍ଷମ ହୋଇଥିଲେ ା ରାଜେସଙ୍କ ଦାଦା ଏହା ଜାଣିବାପରେ ସେମାନଙ୍କ ପିଛା କରିଥିଲେ ବିଫଳହୋଈ […]


