ବବିତା ସାମଲ(ଭଦ୍ରକ):୨୩/୦୮:-କଟକ ଭିଜିଲାନ୍ସ ସେଲ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ, ସୋମବାର ପୂର୍ବାହ୍ନରେ ମାରାଥନ୍ ଜେରା କରାଯାଇଛି ।୨ ଜଣ ଡିଏସପି ଓ ଜଣେ ଇନ୍ସେକ୍ଟରଙ୍କ ସମେତ ୧୧ ଜଣିଆ ଟିମ୍ ତିହିଡି ତହସିଲ କାର୍ଯ୍ୟାଳୟରେ ଏହି ଜେରାରେ ସାମିଲ ହୋଇଥିଲେ । କଟକ ଭିଜିଲାନ୍ସ ଟିମ୍ ପ୍ରାୟ ଅଢେଇ ଘଣ୍ଟା ଜେରା ପରେ ଶ୍ରୀ ପଣ୍ଡାଙ୍କୁ କଟକ ନେଇ ଯାଇଥିବା ଜଣାଯାଇଛି । […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୩ -୮-୦୨୧ ଚାନ୍ଦବାଲି ବ୍ଲକ ମହୁଲିଆ ଫଚାୟତ ଚନ୍ଦନପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଆଜି ଭୋର ସମୟରେ ପଦ୍ମ ପୋଖରୀରେ ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ଯୁବକ ସର୍ପାଘାତରେ ଶିକାର ହୋଇଛନ୍ତି । ସ୍ଥାନୀୟ ବାସୀ ଯୁବକଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି […]

ବାସ୍ତବବ୍ୟୁରୋ:ଆଫଗାନିସ୍ତାନ ଦଖଲ ପରେ ତାଲିବାନ ପ୍ରଥମ ଥର ପାଇଁ ଏକ ଆହ୍ବାନର ସମ୍ମୁଖୀନ ହୋଇଛି। ବାଗଲାନ ପ୍ରଦେଶରେ ତାଲିବାନ ଉପରେ ଆକ୍ରମଣ କରାଯାଇ ୩୦୦ ତାଲିବାନ ଯୋଦ୍ଧା ପ୍ରାଣ ହରାଇଛନ୍ତି । ଏଥି ସହିତ, ଉତ୍ତର ଆଫଗାନିସ୍ତାନର ବାଗଲାନ ପ୍ରଦେଶର ସ୍ଥାନୀୟ ଟୋଟୋ ନ୍ୟୁଜକୁ ସୂଚନା ଦେଇଛି ଯେ ସ୍ଥାନୀୟ ବିଦ୍ରୋହୀ ବାହିନୀ ତାଲିବାନ ନିୟନ୍ତ୍ରଣରୁ ତିନୋଟି ଜିଲ୍ଲାକୁ ଫେରାଇ ଆଣିଛନ୍ତି। ଉଭୟ ପାର୍ଶ୍ୱରେ ପ୍ରବଳ ଆହତ ହୋଇଥିବା ଖବର […]

ଭୁବନେଶ୍ୱର:ଦୀର୍ଘ୍ୟ ୩ ମାସ ପରେ ଆଜିଠାରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନରେ ମିଳିବ ଧାର୍ମିକ ଚିନ୍ତା ଚେତନାର ଈଶ୍ଵରଙ୍କ ଦର୍ଶନ ଅର୍ଥାତ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ ।କୋଭିଡ ନିୟମାନୁଯାଇ କେବଳ ଡବଲ ଡୋଜ୍ ଟିକା ନେଇଥିବା ଭକ୍ତଙ୍କୁ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ କରିପାରିବେ। କରୋନା ଦ୍ୱିତୀୟ ଲହରୀ ଭୟାବହତାକୁ ଆଖି ଆଗରେ ରଖି ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ସଂକ୍ରମଣ ହାର କମିବା ପରେ […]

ପ୍ରଭାତସାହା(ମାଲକାନଗିରି):୨୨/୦୮/୦୨୧ ଘଟଣା ଟି ଘଟିଛି କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଦୀଆପାଲ୍ଲି ଗ୍ରାମରେ । ଉକ୍ତ ଗ୍ରାମର ମିତା ନାୟକ ନାମକ ୧୭ ବର୍ଷ ର ନାବାଳିକା କୁ ଧର୍ଷଣ ଅଭିଯୋଗରେ ସ୍ଥାନୀୟ ପୋଲିସ ରାମଚନ୍ଦ୍ର ଦଣ୍ଡସେନା ନାମକ ଏକ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ପୁର୍ବରୁ ରାମଚନ୍ଦ୍ର ଦଣ୍ଡସେନା ଉକ୍ତ ଝିଅକୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ତା ସହିତ ଅନୈତିକ […]

ବାସ୍ତବବ୍ୟୁରୋ:ସାରା ପୃଥିବୀରେ କରୋନା ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସମସ୍ତ ଲୋକଙ୍କୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାପାଇଁ ନିବେଦନ କରୁଛନ୍ତି। କରୋନା ଠାରୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧିବା, ହାତର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଏବଂ ସାମାଜିକ ଦୂରତା ନିୟମ ମାନିବା ଉପରେ ଗୁରୁତ୍ୱ ଦିଆଯାଉଛି | ଗତ ଦେଢ଼ବର୍ଷ ଧରି ଚାଲିଆସୁଥିବା କରୋନା, ବର୍ତ୍ତମାନ ମାସ୍କ ପିନ୍ଧିବା ଲୋକଙ୍କ ଅଭ୍ୟାସର ଏକ […]

ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌ ରେ ପହଞ୍ଚି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ଆଜି ଆମେ ଜଣେ ଦକ୍ଷ ନେତାଙ୍କୁ ହରାଇଛୁ।ଏହି ଅପୂରଣୀୟ କ୍ଷତି ପୁରାଣପାଇଁ ତାଙ୍କର ମୂଲ୍ୟ ଏବଂ ସଂକଳ୍ପ ସମାଧାନ ନେଇ ଆମେ ଯଥାସମ୍ଭବ ଚେଷ୍ଟା କରିବା ଉଚିତ୍ | ତାଙ୍କର ସ୍ୱପ୍ନକୁ […]

ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା । ପରମ୍ପରା ଅନୁସାରେ ଏହି ଦିନ ଭଉଣୀମାନେ ପ୍ରତ୍ୟୁଷରୁ ସ୍ନାନ ସାରି ଦୀପ ଜଳାଇ ଚନ୍ଦନ ସିନ୍ଦୁର, ଅରୁଆ ଚାଉଳ ଓ ରାକ୍ଷୀ ସହ ପୂଜା ଥାଳି ପ୍ରସ୍ତୁତ କରି ଭାଈକୁ ଅପେକ୍ଷା କରିଥାନ୍ତି । ଭଗବାନଙ୍କୁ ପୂଜା କରିସାରି ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି କରୋନା […]

ପ୍ରଭାତ ସାହା(ମାଲକାନଗିର):୨୧/୦୮/୨୦୨୧ ପବିତ୍ର ଅଗଷ୍ଟ କ୍ରାନ୍ତି ସପ୍ତାହର ଆନୁକୂଲ୍ୟରେ ମାଥିଲି ଗୁଳିକାଣ୍ଡ ଦିବସ, ଶହୀଦ ପୀଠ ମାଥିଲି ଠାରେ ଶ୍ରଧା ଓ ଭାବପୂର୍ଣ ହୃଦୟ ରେ ପାଳିତ ହୋଇଯାଇଛି ।ମହାପୁରୁଷ ଜାତି ର ପିତା ମହାତ୍ମା ଗାନ୍ଧୀ କଂ ଅସହଯୋଗ ଆନ୍ଦୋଳନ ଓ “କର ବା ମର “ଡାକରା ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ଜାତି ଓ ଜନଜାତି ଆଦିବାସୀ ଭାଇ ମାନଙ୍କୁ ଦେଶପ୍ରେମ ରେ ଉଦ୍ ବୃଦ୍ଧ କରିଥିଲା […]

ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଚୌଦ୍ୱାର ରେ ଥିବା ଇମ୍ଫା କମ୍ପାନୀର ସାମାଜିକ ଓ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲ୍ଲା ପଣ୍ଡା ଫାଉଣ୍ଡେସନ ତରଫରୁ ଚୌଦ୍ୱାର ରେ ଥିବା ବୈଦେଶ୍ୱର କଲୋନୀରେ ମା ଦକ୍ଷିଣେ ଶ୍ୱର କାଳୀ ମନ୍ଦୀର ପ୍ରାଙ୍ଗଣରେ ଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଶୌଚାଳୟ ଉଦ୍ଘାଟନ କରାଯାଇ ଅଛି । ଇମ୍ଫା ର ମାନବ ସମ୍ବଳ ଅଧିକାରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ରାଓ […]

Pin It on Pinterest