ମୁରଲୀ ମିଶ୍ର(ଭୁବନେଶ୍ୱର)୭/୯-ଦୀର୍ଘ ଦିନ ଧରି ଆଳି ରାଜକନିକା ରେ ଖରସ୍ରୋତା ବଞ୍ଛାଅ ଆନ୍ଦୋଳନ ଚାଲୁ ରହିଥିବା ବେଳେ ଆଜି ଶତାଧିକ ଜନସାଧାରଣ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆହ୍ୱାନରେ ବିଧାନସଭା ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି। ବିକ୍ଷୋଭ ସ୍ଥଳ ପ୍ରତିବାଦ ସଭାରେ ଦଳ ମତ ନିର୍ବିଶେଷରେ ବହୁ ରାଜନୈତିକ ନେତୃବର୍ଗ ଓ ସାମାଜିକ କର୍ମୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବକ୍ତବ୍ୟ ରଖିଥିଲେ । ଖରସ୍ରୋତା ବଞ୍ଛାଅ ସଂଗ୍ରାମ ସମିତିର ସଭାପତି […]

ବାସ୍ତବବ୍ୟୁରୋ:(ଡ଼.ନବକିଶୋର ମିଶ୍ର) ମାଙ୍ଗଳିକ ଦୋଷ ବିଷୟରେ ଲୋକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ଅଛି | କିନ୍ତୁ ଶାସ୍ତ୍ର ଅନୁଯାୟୀ, ମାଙ୍ଗଳିକ ହେବା ଚିନ୍ତାର କାରଣ ନୁହେଁ। ଯଦି ତୁମର ପୁଅ କିମ୍ବା ଝିଅର ରାଶିରେ ମାଙ୍ଗଳିକ ଦୋଷ ଅଛି ,ତେବେ ଭୟଭୀତ ହୁଅ ନାହିଁ, ମଙ୍ଗଲ ଦୋଷ ଅପସାରଣ କରିବାର ପ୍ରତିକାର ଶାସ୍ତ୍ରରେ ଉପଲବ୍ଧ | ଜନ୍ମ ଜାତକରେ,ଯେତେବେଳେ ମଙ୍ଗଳ ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ, ଦ୍ୱାଦଶ ଘରେ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଚାଷୀ ମୃତ୍ୟୁ ପାଇଁ ଦାୟୀ କିଏ ହେବ ? ସରକାର ରାଜ୍ୟର ମରୁଡ଼ି ଲୁଚେଇବାକୁ କାହିଁକି ଚାହୁଁଛନ୍ତି ? ରାଜ୍ୟରେ ଗଜା ମରୁଡି ହୋଇଛି ବୋଲି ସରକାର ସ୍ୱୀକାର କରନ୍ତୁ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି | ଆଜି ବିଧାନସଭାରେ,ରାଜ୍ୟରେ ସମ୍ଭାବ୍ୟ ମରୁଡି ଓ ରାଜ୍ୟ ସରକାର ନେଇଥିବା ବିହିତ ପଦକ୍ଷେପ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୋସନ ପ୍ରସଙ୍ଗ ଆଣିଥିବା […]

ନବୀନ ସାହୁ(ଜଳେଶ୍ୱର)ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ଖୁଦିଆମାଝିସାହି ପଂଚାୟତ କବି ଦୀନକୃଷ୍ଣ ସ୍ମୃତି ପୀଠ ମୁଣୁତୁଣିଆ ଠାରେ ମୁଣୁତୁଣିଆ ପତଞ୍ଜଳି ଯୋଗ ସମିତି ଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।ଏହି ରକ୍ତଦାନ ଶିବିରରୁ ୫୧ ୟୁନିଟ ରକ୍ତ ସଂଗୃହୀତ ହେଇଛି। ଏହି ଶିବିରରେ ଉପସ୍ଥିତ ରହିଥିଲେ ବାଲେଶ୍ୱରପତଞ୍ଜଳି ଯୋଗ ସମିତିର ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀ, ବାଲେଶ୍ୱର ପତଞ୍ଜଳି ସମିତିର ଯୁବ ପ୍ରଭାରୀ […]

ରାଜ୍ୟରେ ଗତ ୨୪ ଘଣ୍ଟା ୮୦୫ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୪୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୧୫୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୯୬୩୦୦ ଜଣ ସୁସ୍ଥ ହୋଇ […]

ଶୁକ୍ର ଏବଂ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନକୁ ନେଇ ଦେଶରେ ଲୋକମାନଙ୍କ ମନ ଅସ୍ଥିର ରହିବ,ମୁଦ୍ରାସ୍ଫୀତି ସହିତ ଲୋକଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ବାସ୍ତବବ୍ୟୁରୋ:ସେପ୍ଟେମ୍ବର ୬ ରେ ମଙ୍ଗଳ ଏବଂ ଶୁକ୍ରର ରାଶି ପରିବର୍ତ୍ତନ କରିବେ । ଏହି ଦୁଇଟି ଗ୍ରହ ପାଇଁ ଗୋଟିଏ ଦିନରେ ରାଶି ପରିବର୍ତ୍ତନ କରିବା ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଏହି ଦିନ ମଙ୍ଗଳ ସିଂହ ଛାଡି କନ୍ୟା ରାଶିକୁ […]

ରାଜ୍ୟରେ ଗତ ୨୪ ଘଣ୍ଟା ୬୮୧ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୪୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୦୭୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧୮୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୯୫୪୭୪ ଜଣ ସୁସ୍ଥ ହୋଇ […]

ପ୍ରଭାତ ସାହା(ମାଲକାନଗିରି) କିଛିଦିନ ତଳେ ବାସ୍ତବଟିଭି ତଥା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ଖବର ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ କଲେ ସାମ୍ବାଦିକ ର ପ୍ରଭାବ ଦେଖିବାକୁ ମିଳିଛି । ଗତ୨୮/୦୮ ତାରିଖରେ ସ୍ଥାନୀୟ ଜୟପୁରିଆ ଗୁଡା ଠାରେ ମୁମୂର୍ଷୁ ଅବସ୍ଥାରେ ନିଜ ବାସ ଗୃହରେ ଦୀର୍ଘ ୪ଦିନ ଆଖିଆ ଅପିଆ ଅବସ୍ଥାରେ ପଡିଥିବା ବୃଦ୍ଧା ସୁମିତ୍ରା ରାଜୁଙ୍କୁ ମେଡିକାଲ ପଠାଇବା ଖବର ପ୍ରସାରିତ ହୋଇଥିଲା । ଏହାକୁ ସଂଜ୍ଞାନ ରେ […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ଦିଲ୍ଲୀ ବିଧାନସଭାରେ ଏକ ଗୁପ୍ତ ସୁଡଙ୍ଗ ।ଏହି ସୁଢ଼ଙ୍ଗ ବିଧାନସଭାରୁ ଲାଲକିଲାକୁ ସଂଯୋଗ କରାଯାଇଥିଲା । ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ ANIକୁ ସାକ୍ଷାତକାର ଦେଇ ଏ କଥା କହିଛନ୍ତି ।ସ୍ୱାଧୀନତା ସଂଗ୍ରାମ ସମୟରେ ସଂଗ୍ରାମୀମାନଙ୍କ ଦୃଷ୍ଟି ଆଢୁଆଳରେ ଶାସନ ଚଳାଇବାକୁ ବ୍ରିଟିଶମାନେ ଏହି ସୁଡଙ୍ଗକୁ ବ୍ୟବହାର କରୁଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ଯେତେବେଳେ ମୁଁ ୧୯୯୩ ରେ ଜଣେ […]

 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୫୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୨୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୯୨୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୨୪୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୯୩୯୦୧ ଜଣ […]

Pin It on Pinterest