ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୮୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୬୬୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୮୧୩୧୬ ଜଣ […]
ରାଜ୍ୟ
ମାନସୀ ମିଶ୍ର(ମାହାଙ୍ଗା)-ଦୁର୍ନୀତି ର ଡିଆଁ ବେଙ୍ଗ ମାହାଙ୍ଗା ରେ ଡେଇଁ , ଡେଇଁ ସବୁ ଚଳୁ କରିବାରେ ଲାଗିଛନ୍ତି l ଦୁର୍ନୀତି ର ଭୋକ ଏତେ ବଢିଯାଇଛି ଯେ, ଗରିବ ଦଳିତ ମନରେଗା ଶ୍ରମିକ ମାନଙ୍କ ପାରିଶ୍ରମିକ ବି ଖାଇ ହଜମ କରିଦେଉଛନ୍ତି l କରୋନା ସମୟରେ ସରକାର ଗରିବ ଖଟିଖିଆ ଦିନ ମଜୁରିଆ ଙ୍କୁ କାମ ଯୋଗାଇ ଦେବା ନିମନ୍ତେ ଗ୍ରାମାଞ୍ଚଳରେ ମନରେଗା କାର୍ଯ୍ୟ ଯୋଜନା କରିଛନ୍ତି। କିନ୍ତୁ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତ ଚଷାଖଣ୍ଡ ଗ୍ରାମ ରେ ମୃତ୍ତିକା ସ୍ବାସ୍ଥ୍ୟ ଉପରେ ଆଲୋଚନାରେ ,କୃଷକ ଭାଇ ଓ ଭଉଣୀ ମାନେ କିପରି ନିଜ ର ଚାଷ ଜମି ର ଜତ୍ନ ନେଇ ପାରିବା ସହ କିପରି ଅଧିକରୁ ଅଧିକ ଅମଳ କରିପାରିବେ, ମୃତ୍ତିକା ହ୍ରାସ ନହୋଇ ଅଧିକ ଅମଳ ହୋଇପାରିବ ସେବିଷୟରେ ରାଣିତାଲର କୃଷି ବୈଜ୍ଞାନିକ ଭଗବାନ କବାଟ କୃଷକ ମାନଙ୍କ ସହ ବିସ୍ତୃତ ଆଲୋଚନା […]
ଦିନକ ପରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୮୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୭୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । […]
ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଗତ ଜୁଲାଇ ମାସ ୨୮ତାରିଖ ରାତିରେ କପାଳେଶ୍ୱର ନୂଆସାହି ର ମନୋଜ କୁମାର ବେହେରା ଙ୍କ ଘରେ କେହି ନଥିବା ର ସୁଯୋଗ ନେଇ କିଛି ଦୃବୃତ୍ତ ଘରେ ପଶି ସବୁ ଗହଣା ଓ ନଗଦ ଟଙ୍କା ଚୋରି କରି ନେଇଥିଲେ।ଏହି ଅଭିଯୋଗ ଚୌଦ୍ଵାର ପୁଲିସ କୁ ଲିଖିତ ଆକାର ରେ ଦିଆ ଯାଇଥିଲା।ଏହି କେସ କୁ ଦୃଷ୍ଟି ରେ ରଖି ଚୌଦ୍ଵାର ପୁଲିସ ଆରମ୍ଭ […]
କଟକ:(ଦୀପକ୍ କୁମାର ବେଉରା) OSSC କର୍ମଚାରୀ ବିରଞ୍ଚି ସାହୁଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ । ଜାମିନ ମଞ୍ଜୁର କଲେ ମାନ୍ୟବର ହାଇକୋର୍ଟ । ତଦନ୍ତରେ ସହଯୋଗ କରିବା ଲାଗି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତେବେ ପ୍ରଥମେ ବିରଞ୍ଚି ଙ୍କ ସଢୁଙ୍କ ଆଗୁଆ ଜାମିନ ଆବେଦନ ପରେ, ବିରଞ୍ଚିଙ୍କ ପତ୍ନୀ ଜାମିନ ଆବେଦନ କରିଥିଲେ । ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୭/୦୮/୨୦୨୧-ଯୁବସମାଜସେବୀ ତଥା କ୍ରିକେଟର ସ୍ବର୍ଗତ ଉପେନ୍ଦ୍ର ପରିଡାଙ୍କୁ ମୃତ୍ୟୁ ବେଳକୁ ୨୭ ବର୍ଷ ବୟସ ହୋଇଥିଲା, ସ୍ବର୍ଗତ ପରିଡା ଅଜଣା ରୋଗ ରେ ପୀଡିତ ହୋଇ କଟକ ରେ ଏକ ଘରୋଇ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଅବସ୍ଥା ରେ ତାଙ୍କ ର ଗତ ଦୁଇଦିନ ହେବ ଦେହାନ୍ତ ହୋଇଥିଲା ,ସ୍ବର୍ଗତ ପରିଡାଙ୍କ ଦେହାନ୍ତ ଖବର ଶୁଣି ବା ପରେ ସାରା ଅଞ୍ଚଳ ରେ ଶୋକ ର […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୨୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୬୧୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୬୭୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୯୪୦୭ ଜଣ […]
ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ୧୭/୦୮/୦୨୧-ଚାନ୍ଦବାଲି ଉଦ୍ୟାନ ବିଭାଗର ଅଧିକାରୀଙ୍କ ସହ କର୍ମଚାରୀ ମାନେ କାର୍ଯ୍ୟାଳୟକୁଆସୁନାହାନ୍ତି , ଚାଷୀ ମାନେ ବାରମ୍ବାର ନିରାଷ ହୋଇ ଫେରିବା ପରେ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି । ଚଳିତ ବାତ୍ୟା ୟାଷ ପରେ ଚାଷୀମାନେ କଦଳୀ ଚାଷ, ଅମୃତଭଣ୍ଡା ଚାଷ, ଛତୁ ଚାଷ , ଗେଣ୍ଡୁଫୁଲ ଚାଷ,ଇନପୁଟ ସବସିଡି ଚାରା ଆଦି ଚାଷରେ ସରକାର ଠାରୁ ଚାଷୀ ମାନେ ପ୍ରୋତ୍ସାହନ ନେଇ ଅଧିକ ଲାଭବାନ ହୋଇପାରିବେ […]
କଟକ:(ଦୀପକ୍ କୁମାର ବେଉରା) ଏସି ଲୁଟେରାଙ୍କୁ ଧରିବାରେ ସଫଳ ହେଇଛି ଦରଘା ବଜାର ପୋଲିସ । ଲକଡାଉନ୍ ସମୟରେ ଗୋଦାମରୁ ଚୋରି ହୋଇଥିବା ଏସି ଜବତ କରିଛି ପୋଲିସ । ଏଥିସହ ମାମଲାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛନ୍ତି ।୧୯ଟି ଦାମିକିଆ ଏସି ଜବତ ସହ ୩ ଜଣଙ୍କୁ ଗିରଫ କରିଛି ଦରଘା ବଜାର ପୋଲିସ । କଟକ ଏକ ଏସି ଗୋଦାମରୁ ଗୋଦାମର ଜଣେ କର୍ମଚାରୀ ବିକ୍ରମ […]


