ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୫୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୫୪୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୧୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୮୨୪୦ ଜଣ ସୁସ୍ଥ […]
ରାଜ୍ୟ
ଦେବକାନ୍ତ ମହାନ୍ତି, ଚାନ୍ଦବାଲି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟତରେ ଜାତୀୟ ପତାକାକୁ ଅସନ୍ନମାନ ।ଭାରତ ଆଜି ୭୫ତମ ସ୍ଵାଧୀନତା ଦିବସ ପାଳନ କରୁଥିବା ବେଳେ ଜାତୀୟ ପତାକାକୁ ଏଭଳି ଅବମାନନା ଯାହାକି ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହା ଏକ ଲଜ୍ୟାର ଵିଷୟ । ଭାରତର ସମ୍ବିଧାନରେ ବନ୍ଧା ହୋଇ କାର୍ଯ୍ୟରତ ସରପଞ୍ଚ ଜାତୀୟ ପତାକାର ଅପମାନ କରିବା ସହ ସମ୍ବିଧାନର ନିୟମାବଳୀକୁ ମଧ୍ୟ ଅବମାନନା କରିଛନ୍ତି […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୮ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୮୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୪୫୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୨୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୭୧୯୭ ଜଣ ସୁସ୍ଥ […]
ନନ୍ଦିନ ପ୍ରଧାନ(ସମ୍ବଲପୁର) ରାଜ୍ୟ ରେ ସମ୍ଭାବ୍ୟ କୋଭିଡ ର ତୄତିୟ ଲହରୀ ର ଆଶଙ୍କା ମଧ୍ୟରେ ବୁର୍ଲା ବଡ଼ ଡାକ୍ତରଖାନାରେ ଦୁଇ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଭିମସାର ମେଡ଼ିକାଲ ରୁ ସୁଚନା ମିଲିଛି ଯେ ମେଡ଼ିକାଲ କୁ ଜଣେ ୮ ମାସର ଶିଶୁ ଆଉ ଜଣେ ୫ ବର୍ଷର ଶିଶୁ କୋଭିଡ ପଜିଟିପ ହେବାପରେ ତାଙ୍କର ଚିକିତ୍ସା ଚାଲିଛି । ଏନେଇ ଭୀମସାର ଅଧୀକ୍ଷକ […]
ସ୍ବାଧୀନତା ଦିବସ ପୂର୍ବରୁ ଓଡିଶା ସରକାରଙ୍କ ପକ୍ଷରୁ କୋଟିଆ ରେ ଲାଗିଲା ନାମ ଫଳକ ଶ୍ରୀକାନ୍ତ ଚୌଧୁରୀ(କୋରାପୁଟ)-କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ଓଡିଶା ଆନ୍ଧ୍ରପ୍ରଦେଶ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ କୋଟିଆ ପଞ୍ଚାୟତ ର ବିବାଦୀୟ ୨୧ ଗୋଟି ଗ୍ରାମରେ ଲାଗିଲା ଓଡ଼ିଆରେ ଲେଖା ଯାଇଥିବା ନାମ ଫଳକ। ସୂଚନାଅନୁଯାଇ କୋଟିଆ ଗ୍ରାମ ପଞ୍ଚାୟତ ର ବିବାଦୀୟ ୨୧ ଖଣ୍ଡ ଗ୍ରାମଠାରେ ଓଡିଶା ସରକାରଙ୍କ ନିର୍ଦ୍ଧେଶ କ୍ରମେ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୩୫୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୩୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୫୯୯୯ ଜଣ […]
ନନ୍ଦିନ ପ୍ରଧାନ(ସମ୍ବଲପୁର) ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଜ଼ୀଲ୍ଲାର ତିନଟି ଥାନା ଅଞ୍ଚଳରୁ ଚୋରି ହୋଇଥିବା ୨୦ଟି ବାଇକ ଜବତ ହେବା ସହ ବ୍ରଜରାଜନଗର ଥାନା ଅଞ୍ଚଳରୁ ଚୋରି ହୋଇଥିବା ଏକ ବୋଲେର ମଧ୍ୟ ଜବତ କରିଛି ସମ୍ବଲପୁର ପୋଲିସ। ଏହି ଚୋରି ମାମଲାରେ ୧୫ ଜଣକୁ ଗିରଫ କରିଛି ଟାଉନ ଥାନା, ଧନୁପାଲି ଥାନା ଓ ରେଙ୍ଗାଲି ଥାନାର ପୋଲିସ। ଏହି ଚୋରି କାରବାରରେ ୩ […]
କଟକ:(ଦୀପକ୍ କୁମାର ବେଉରା) କଟକ ସହରରେ ତୀବ୍ର ହେଲା ମଦ ବିରୋଧୀ ଆନ୍ଦୋଳନ । ପ୍ରଥମ ବିଭିନ୍ନ ଦଳର ନାରାବାଜୀ ପରେ ଏବେ ତାତିଛନ୍ତି କଟକିଆ । ରାଜାବଗିଚା ଲେବର କଲୋନୀରେ ଥିବା ବିଦେଶୀ ମଦକୁ ସେଠାରୁ ଉଠେଇବା ପାଇଁ ଜୋର ଧରିଛି ସ୍ଥାନୀୟ ବାସିନ୍ଦାଙ୍କ ସ୍ବର ।କାରଣ ବର୍ତ୍ତମାନ ସମୟରେ ଯୁବବର୍ଗଙ୍କୁ ବିପଥଗାମୀ କରୁଛି ଏହି ମଦ । ତେବେ ଏହି ଆନ୍ଦୋଳନ ଆଜିଠୁ ଆରମ୍ଭ ହୋଇଛି । […]
ଦେବକାନ୍ତ ମହାନ୍ତି, (ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ପଞ୍ଚାୟତ ରେ ଭଦ୍ରକ ଶାଖା ତରଫରୁ ଏଆଇଏସଏଫ ର ୮୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି, ଉକ୍ତ ଦିବସ ରେ ଆଇନଜୀବୀ ଉପେନ୍ଦ୍ର ରାଉଳ ଏଆଇଏସଏଫ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ୮୫ ବର୍ଷ ର ଲମ୍ବା ଲଢେଇ, ଶାନ୍ତି,ପ୍ରଗତି, ବୈଜ୍ଞାନିକ,ସମାଜବାଦ,ପାଇଁ ଶିକ୍ଷା ର ଅଗ୍ରାଧିକାର ଶୋଷଣ ମୁକ୍ତ ସମାଜ ନିର୍ମାଣ ପାଇଁ କୁସଂସ୍କାର ଅନ୍ଧ […]
ଶାନ୍ତନୁ ପଣ୍ଡା(ସୁବର୍ଣ୍ଣପୁର) ବାଣିଜ୍ୟ ପରିବହନ ଓ ଯୋଜନା ସମନ୍ମୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରଚେଷ୍ଟା କ୍ରମେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରୁ ବିନିକା ସ୍ପୋର୍ଟସ କ୍ଲବକୁ ଆସିଥିବା ଖେଳ ଉପକରଣ ସାମଗ୍ରୀ ବଣ୍ଟନ କରିବା ଅବସରରେ ଆଜି ବିନିକା ସ୍ପୋର୍ଟସ କ୍ଲବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା କିଟସକୁ ଉନ୍ମୋଚିତ କରିବା ସହ ଖେଳାଳୀ ମାନଙ୍କୁ ବଣ୍ଟନ କରିଥିଲେ l ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା […]


