ଚାନ୍ଦବାଲି ବ୍ଲକ କାଣ୍ଡଗରଡ଼ି ପଂଚାୟତ ତେନ୍ତୁଲା ଗାଁରେ ଭୁଲ ଇଞ୍ଜେକସନ ସହ ଡ଼ାକ୍ତରଙ୍କ ଅବହେଳେ ପାଇଁ ବାଳକମୃତ୍ୟୁ ଅଭିଯୋଗ । ଡ଼ାକ୍ତରଖାନାରେ ଚାପ ଉତେଜନା ଜାରୀ । ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଚାନ୍ଦବାଲି ମେଡ଼ିକାଲରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି, କାଣ୍ଡଗରଡ଼ି ପଂଚାୟତ ତେନ୍ତୁଲା ଗାଁରେ ଜଣେ ୮ ବର୍ଷର ବାଳକକୁ ଜ୍ଵର ହୋଇ ଥିବାରୁ ପରିବାର ଲୋକେ ପ୍ରଥମେ ଓରାସାହି ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଏକ ମେଡ଼ିସନ ଷ୍ଟୋରରୁ […]
ରାଜ୍ୟ
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା କେବଳ ପ୍ରଚାର ପ୍ରସାରରେ ରହିଯାଉଛି ପ୍ରକୃତ ଲୋକଙ୍କ ପାଖରେ ପହଂଚି ପାରୁନି |ଦେଶକୁ ଆହାର ଯୋଗାଉଥିବା କୃଷକ ସବୁବେଳେ ଅବହେଳିତ,କାଳିଆ ବଳିଆ ଯେତେ ଯୋଜନା ଆସିଲେବି ପହଂଚି ପାରୁନି ଚାଷୀ ଙ୍କ ନିକଟରେ |ମୁଣ୍ଡଝାଳ ତୁଣ୍ଡରେ ମାରି ଅମ୍ଳ କରୁଥିବା ଫସଲ ଗଣ୍ଡାକର ପାଉନି ଉଚିତ ମୂଲ୍ୟ |ଏହି ପରିପେକ୍ଷୀରେ ଆଜି,ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ବଜାରରେ ମୁଖ୍ୟ ରାସ୍ତା […]
ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୧୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୫୯୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୩୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୩୦୪୧୮ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ରାଜ୍ୟ ପାଇଁ ଶୁଭ ସୂଚକ, ଜୁଲାଇ ୧୧ରେ ୧୯୯୩ ଜଣ ଓ ଜୁଲାଇ ୧୨ରେ ୧୯୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ,ଏବେ ଗତ ୨୪ ଘଣ୍ଟାରେ ଅର୍ଥାତ୍ ଜୁଲାଇ ୧୮ରେ ରାଜ୍ୟରେ ଏହି ସଂକ୍ରମିତଙ୍କ ସଂଖ୍ୟା ପୁଣି ୨ ହଜାର ତଳକୁ ଆସିଛି ।ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୬୯୩ […]
ବାସ୍ତବବ୍ୟୁରୋ:(ମାଲକାନଗିରି) ମାଲକାନଗିରି ଜିଲ୍ଲା ର ବାଲିମେଳା ଏନ ଏ ସି ଅଧିନସ୍ଥ ଏକ ନମ୍ବର ୱାର୍ଡ ରେ ଆଜି ସକାଳ ୧୧ଟା ସମୟରେ ଘଟି ଯାଇଛି ଏକ ଅଭାବନିୟ ଘଟଣା । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ପୋଡିଗଲା ସମ୍ପୂର୍ଣ ଘର ସହ ସମସ୍ତ ଅସବାବପତ୍ର । ମିଳିଥିବା ସୂଚନା ଅନୁଯାୟୀ ବାଲିମେଳା ଏନ ଏ ସି ସ୍ଥିତ ୧ ନ ୱାର୍ଡ ର ବାସିନ୍ଦା ମାଧବ ବାଜିଙ୍ଗ […]
ବବିତା ସାମଲ(ଭଦ୍ରକ) ଭଦ୍ରକ ପୌରପାଳିକା ଅଧୀନରେ ଥିବା ୧୩ ନମ୍ବର ୱାର୍ଡର ଜଗନ୍ନାଥ କଲୋନୀରେ ନୂତନ ରାସ୍ତା ନିର୍ମାଣକୁ ଜଣେ ମୁଷ୍ଟିମେୟ ଲୋକ ବିରୋଧ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି |ଜଗନ୍ନାଥ କଲୋନୀରେ ଡ୍ରେନ ଓ ପକ୍କା ରାସ୍ତା ନିର୍ମାଣ ପାଇଁ ପ୍ରତାପ ପଟନାୟକଙ୍କ ଘର ଠାରୁ ଚିତ୍ତରଞ୍ଜନ ନାୟକଙ୍କ ଘର ପର୍ଯ୍ୟନ୍ତ ସରକାରଙ୍କ ଅନୁଦାନରୁ ଏକ ପ୍ରକଳ୍ପ ମଂଜୁର ହୋଇଥିଲା ଯାହାକୁ ଭଦ୍ରକ ବିଧାୟକ ମୋହଦୟମଧ୍ୟ ଭିତ୍ତିପ୍ରସ୍ଥର […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୫୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୪୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୨୮୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୨୭୯୭୬ ଜଣ ସୁସ୍ଥ […]
ନବୀନ କୁମାର୍ ସାହୁ(ଜଳେଶ୍ଵର)ଦିନକୁ ଦିନ ବିଦ୍ୟୁତ୍ ଦର ବଢିବାରେ ଲାଗିଛି। ଯାହା ଫଳରେ ଉପଭୋକ୍ତାଙ୍କ ଉପରେ କରନା କଟକଣା ସମୟରେ ବୋଝ ଉପରେ ନଳିତା ବିଡ଼ା ସଦୃଶ।କିନ୍ତୁ ଏବେବି ଉପଭୋକ୍ତାମାନେ ଲୋ ଭଲଟେଜ ଓ ଅଘୋଷିତ ବିଦ୍ୟୁତ କାଟର ସମ୍ମୁଖିନ ହେଉଛନ୍ତି।ଗ୍ରାମାଞ୍ଚଳରେ ନାହିଁନଥିବା ଅସୁବିଧା ଟିକିଏ ବର୍ଷା ଓ ପବନ ହେଲେ ବିଜୁଳି ସରବରାହ ଛିନ୍ନ ହେଉଛି।ସରକାରଙ୍କ ୨୪ ଘଣ୍ଟିଆ ବିଜୁଳି ସରବରାହ ହାତିଗଡ଼ ଡିଭିଜନ ରେ ସାତ ସପନ […]
ବାସ୍ତବବ୍ୟୁରୋ:(ମାଲକାନଗିରି) ପଡିଆ ବ୍ଲକ- ଗତ ୧୦ ତାରିଖ ରେ ପଡିଆ ଏମପିଭି ୬୬ ଗ୍ରାମ ରାସ୍ତା କଡରେ ଥିବା ସନ୍ତୋଷୀ ମା ଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ମନ୍ଦିର ପୁଜାରୀ ଙ୍କ ନଗଦ ଟଙ୍କା ଚୋରି ହେବା ଘଟଣା ସାରା ଜିଲ୍ଲାରେ ଚର୍ଚା ପାଲଟିଥିଲା। ଏହାପରେ ସନ୍ତୋଷୀ ମା ଙ୍କ ମନ୍ଦିର ପରିଚାଳନା ସହ ଏଠାରେ ପୂଜାରୀ ଭାବେ କାର୍ଯ୍ୟରତ ନନ୍ଦାରାମ ନୁପା ଙ୍କ ଅବସ୍ଥା […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଦୁଇ ମାସ ରୋଡ଼ ଟ୍ୟାକ୍ସ ଛାଡ଼ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେବାପରେ, ଆସନ୍ତା ସୋମବାର ଠାରୁ ରାଜ୍ୟରେ ସ୍ୱାଭାବିକ ହେବ ବସ ଚଳାଚଳ ।ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନାନୁଯାୟୀ, ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତି ନେଇଛନ୍ତି । ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏ କଥାବି କୁହାଯାଇଛିକି, ଲୋନ […]


