ମାଲକାନଗିରି(ନି.ପ୍ର)-ପିକ ଅପ ଯୋଗେ ବେଆଇନ ଗୋରୁ ଚାଲାଣ ବେଳେ ଗାଡି ଅଟକ ରଖିଲା ପୋଲିସ, ଖବର ପାଇ ସମସ୍ତ ଗୋ ମାତା ଙ୍କୁ ଉଦ୍ଧାର କଲା ବାଲିମେଳା ସ୍ଥିତ ଲକ୍ଷ୍ମୀନାରାୟଣ ଗୋ ଶାଳା। ତେବେ ଆଜି ମାଲକାନଗିରି ପଟୁ ଏକ ପିକ ଗାଡ଼ିରେ ପାଖାପାଖି ୮ ରୁ ଉର୍ଦ୍ଧ୍ବ ଗାଈ ଲୋଡ କରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲକ୍ୟାମ୍ପ ଗ୍ରାମକୁ ଗାଈ ଗୁଡିକ ଚାଲାଣ ହେଉଥିଲା। ବାଲିମେଳା ଛକ ନିକଟରେ […]

ବାସ୍ତବବ୍ୟୁରୋ;(ମାଲକାନଗିରି) ସରକାର ଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନା ଭଳି ମହତ୍ ଯୋଜନା ରେ କୋଟି କୋଟି ଲୋକଙ୍କୁ ପିଡିଏସ୍ ବ୍ୟବସ୍ଥାରେ ଚାଉଳ, ଗହମ, କିରୋସିନ୍, ଡାଲି ସମେତ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯାଉଛି।ଗରିବ ଓ ଅସହାୟ ଙ୍କ ପେଟକୁ ଦାନା ଯୋଗାଇବା ପାଇଁ ପ୍ରତ୍ୟକ ମାସର ୫ ତାରିଖରୁ ପଞ୍ଚାୟତ ର ଯୋଗାଣ କେନ୍ଦ୍ର ଓ ଉପକେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ସରକାରୀ ନିୟମ ଅନୁସାରେ ବିଭିନ୍ନ ସମାଗ୍ରୀ ଯୋଗାଇ […]

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଭାରତୀୟ ରାଜନେତା, କୂଟନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଥିଲେ। ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିବାରେ ତାଙ୍କର ବହୁତ ଅବଦାନ ଥିଲା। ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସରଣ କରି ଜୀବନରେ ସଫଳତା ହାସଲ କରାଯାଇପାରିବ | ଆଜିର ସମୟରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି | ଆଚାର୍ଯ୍ୟ କହିଛନ୍ତି ଯେ କିଛି ଜିନିଷ ସବୁବେଳେ ଗୁପ୍ତ ରଖିବା ଉଚିତ୍। ଏହି […]

(ଧୂଷୁରୀ)ସନ୍ଦେହ ଜନକ ଭାବେ ଯୁବକଙ୍କ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର କରିଛି ପୋଲିସ |ସୂଚାନୁଯାଇ ଭଦ୍ରକ ଜିଲ୍ଲା ଧାମନଗର ଧୂଷୁରୀ ଥାନା ଉଚ୍ଚପଦା ଗ୍ରାମର ବିଜୟ ସେନ ଙ୍କ ପୁଅ ଜିତେନ୍ଦ୍ର କୁମାର ସେନ ବୟସ-୩୩, ଗତ 6 ତାରିଖ (ମଙ୍ଗଳବାର) ଠାରୁ ନିରୁଧିଷ୍ଟ ଥିଲେ ଓ ଧୂଷୁରୀ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ | ଆଜି ଗଢିଆଳି ପଞ୍ଚାୟତ ଉଚ୍ଚପଦା ଗ୍ରାମ କାକୁଡିଗଢିଆ ଯିବା […]

ବବିତା ସାମଲ (ଭଦ୍ରକ)ଭଦ୍ରକରେ ଧଳା ଜହର କାରବାର ଥମିବାରେ ନାମ ଧରୁନି,କିଛି ଦିନ ପୂର୍ବରୁ ଗ୍ରାମାଞ୍ଚଳ ପୋଲିସ ୫୧୦ଗ୍ରାମର ଧଳା ଜହର ଜବତ କରିଥିବା ବେଳେ ଗତକାଲି ପୁଣି ଏକ କେଜି ୯୦ ଗ୍ରାମର ଧଳା ଜହର ଜବତ କରିଛି ଗ୍ରାମାଞ୍ଚଳ ପୋଲିସ | ସୂଚନା ମୁତାବକ ଗତକାଲି ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଭଦ୍ରକ ଗ୍ରାମଂଚଳ ପୋଲିସ ତରଫରୁ ଏମଭି ଚେକିଂ ବେଳେ ଚରମ୍ପା ଧାମରା ରେଲୱେ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୮୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୯୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୨୧୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୫୪୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୨୫୫୨୬ ଜଣ ସୁସ୍ଥ […]

ନବୀନ ସାହୁ (ଜଳେଶ୍ୱର)ନିଜର ପୁଅ ଝିଅଙ୍କୁ ନେଇ କେତେ ସ୍ୱପ୍ନ ଦେଖନ୍ତି ବାପ ମାଆ,ଯଦି ସେ ସ୍ୱପ୍ନ ଅଧାରେ ଭାଙ୍ଗି ଯାଏ… ଆଜି ଏମିତି ଏକ ବାପ ମାଙ୍କ ସ୍ୱପ୍ନ ଭାଙ୍ଗି ଯାଇଛି ଆଖି ପିଛୁଳାକେ ବାପ ମାଙ୍କ ଆଖି ଆଗରେ, କିଏ ଜାଣିଥିଲା ଚାଲିଯିବ ଭେଣ୍ଡିଆ ପୁଅର ଜୀବନ ।ଯେଉଁ ପୁଅକୁ ନେଇ,ବାପ ମା କେତେ ସ୍ୱପ୍ନ ଦେଖିଥିଲେ ତାହା ଲୁହ ହୋଇ ବହିଗଲା,ଆଉ ଦାଣ୍ଡ ଦୁଆରେ ପୁଅର […]

ଭଦ୍ରକ:ତିହିଡି ବ୍ଲକ, ସୟା ପଞ୍ଚାୟତ ଅନ୍ତର୍ଗତ ବାଲିଚତୁରୀ ଗ୍ରାମର ୨୩ ନଂ ୱାର୍ଡର ଗ୍ରାମବାସୀମାନେ ଏକ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ତିହିଡି ବିଡ଼ିଓଙ୍କୁ ଅନୁରୋଧ କରିଥିଲେ। ତିହିଡି ବିଡ଼ିଓ ମଧ୍ୟ ଖୁବ ଶୀଘ୍ର ୱାର୍କଅର୍ଡର ଦିଆଯିବା ନେଇ ଆଶ୍ୱାସନା ଦେଇଥିଲେ ମାତ୍ର ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଆଜି ଯାଏଁ ଗୃହ ନିର୍ମାଣ ନିମିତ୍ତ କୌଣସି କାର୍ଯ୍ୟାଦେଶ ମିଳିପାରିଲା ନାହିଁ । ଗ୍ରାମବାସୀମାନେ ଅର୍ଥ ଯୋଗାଡ଼ କରି […]

ନବୀନ କୁମାର୍ ସାହୁ,(ଜଳେଶ୍ୱର)ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସିଂଲା ବଜାର ନିକଟରେ ଥିବା ଏକ ନକଲି ବିଦେଶୀ ମଦ ତିଆରି କାରଖାନା ଉପରେ ବସ୍ତା ଅବକାରୀ ବିଭାଗ ର ଚଢଉ | ୪୦୦ ରୁ ଉର୍ଧ୍ବ ନକଲି ବିଦେଶୀ ମଦ ବୋତଲ ଜବଦ କରିବା ସହ ମଦ ତିଆରି ପାଂଇ ବ୍ଯବହାର ହେଉଥିବା ୪୦ ଲିଟର ସ୍ପିରିଟ , ୧୦୦୦ ରୁ ଉର୍ଧ୍ବ ଠିପି ଏବଂ ଷ୍ଟିକର ଜବଦ […]

ଦେବକାନ୍ତ ମହାନ୍ତି,ଚାନ୍ଦବାଲି,ପେଟ୍ରୋଲ, ଡିଜେଲ ସମେତ ସମସ୍ତ ଅତ୍ୟାବଶକିୟ ସାମଗ୍ରୀର ଦର ଦର ଦାମ ବୃଦ୍ଧିକୁ ବିରୋଧ କରି ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ଦଶ ଦିନିଆ ଭାରତ ବନ୍ଧ ଡାକରାରେ ଶେଷ ଦିନ ପୂର୍ବରୁ ଆଜି ଚାନ୍ଦବାଲି ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ନଗର ସଭାପତି ଶ୍ରୀଯୁକ୍ତ ବୃନ୍ଦାବନ ମହାଳିକଙ୍କ ନେତୃତ୍ୱରେ ଏକ ଅଭିନଵ ଭାବେ ବିରୋଧ କରାଯାଉଛି । ଦଳୀୟ କାର୍ଯ୍ୟାଳୟରୁ ଶତାଧିକ କର୍ମୀ ସାଇକେଲ ଶୋଭାଯାତ୍ରାରେ […]

Pin It on Pinterest