ବାସ୍ତବବ୍ୟୁରୋ:(ମୁମ୍ବାଇ) ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଏନସିବି ଦ୍ୱାରା ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ଗିରଫ କରାଯାଇଛି। ଜାମ୍ମୁ କାଶ୍ମୀରରୁ ବହୁ ପରିମାଣର ଗଞ୍ଜା ଚୋରା ଚାଲାଣ ମାମଲାରେ କାସକରଙ୍କୁ ଏନସିବି ପଚରାଉଚରା ପାଇଁ ଗିରଫ କରିଛି। ଥାନେ ସେଣ୍ଟ୍ରାଲ ଜେଲ ଅଧୀକ୍ଷକ ହର୍ଷଦ ଆହିରାଓ କହିଛନ୍ତି ଯେ ଏନସିବି ଦଳ କାସ୍କରଙ୍କ ସହ ସକାଳ ପ୍ରାୟ ୧୧ ଟା ସମୟରେ ମୁମ୍ବାଇ ଅଭିମୁଖେ ଯାତ୍ରା […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୩୫୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୧୫୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୫୬୪୯୮ଜଣ ସୁସ୍ଥ ହୋଇ ଘରକୁ […]

ବାସ୍ତବବ୍ୟୁରୋ:(ଦେବକାନ୍ତ ,ଚାନ୍ଦବାଲି) ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ଵର ର ଆରାଧ୍ଯ ଦେବତା ବାବା ମହିମା ମଣି ଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି,ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ସକାଳୁ ସକାଳୁ ମହାପ୍ରଭୁଙ୍କ ଙ୍କ ନୀତି କାନ୍ତି ସମାପନ ପରେ ରତ୍ନସିଂହାସନ ରୁ ବାବା ଙ୍କୁ ବଡ ପଟୁ ଆର ରେ. ସ୍ନାନ ମଣ୍ଡପ କୁ ଅଣାଯାଇଥିଲା ସଙ୍ଖ ଘଣ୍ଟ ହୁଳହୁଳି ରେ […]

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନତୃତୀୟ ଲହର ସଂପର୍କରେ ବିଶେଷଜ୍ଞ ମାନଙ୍କର ଭିନ୍ନ ମତ ରହୁଛି, ତେଣୁ ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର – ମୁଖ୍ୟମନ୍ତ୍ରୀ ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ Liquid Medical […]

ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର) କଟକ ସହରରେ ଦିନକୁ ଦିନ ବଢି ଚାଲିଛି ଅପରାଧିକ କାର୍ଯ୍ୟକଳାପ । ଅଳ୍ପ ଦିନ ବ୍ୟବଧାନରେ ପୁଣି ଷ୍ଟେଟ୍ ଫ୍ଲାଇଂ ସ୍କ୍ବାର୍ଡ ଟିମ୍ କୁ ମିଳିଛି ଆଉ ଏକ ସଫଳତା । ଚଢାଉ କରି ଟାଙ୍ଗୀ ଟୋଲ୍ ଗେଟ୍ ନିକଟରୁ ୧୦୫ କେଜି ଗଞ୍ଜେଇ ଜବତ କରିଛି ।ଗଞ୍ଜେଇ ଗାଡି ଗଜପତିରୁ କୋଲକାତା ଯାଉଥିବା ନେଇ ଅବକାରୀ ବିଭାଗକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା । ଖବର […]

ଗୋଖାଦ୍ୟ ଖର୍ଚ୍ଚ ବାବଦ ୬୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା,ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ […]

ବାସ୍ତବବ୍ୟୁରୋ:(ମାହାଙ୍ଗା)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ନେମାଳ ପଦ୍ମ ବନ ପୀଠ ରେ କୋଭିଡ଼ି ଯୋଗୁ ୧୪୪ ଧାରା ଲାଗିଥିବାରୁ ଫିକା ପଡିଲା ଦେବସ୍ନାନ ଯାତ୍ରା ପ୍ରତି ବର୍ଷ ଆଜିର ଦିନରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥାଏ କିନ୍ତୁ ଏଥର ବିନା ଭକ୍ତ ରେ କେବଳ ନୀତି କାନ୍ତି ରେ ପାଳନ ହେଉଛି ଯାତ୍ରା ନା ଅଛନ୍ତି ଭକ୍ତ ନା ଶୁଭୁଛି ଭଜନ କୀର୍ତନ ପୋଲିସ ଛାଉଣି […]

ବାସ୍ତବବ୍ୟୁରୋ:ଚାନ୍ଦବାଲି, ଆଜି ଜଣେ ବୃଦ୍ଧଙ୍କର ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହି ପଞ୍ଚାୟତରେ ଚିଙ୍ଗୁଡ଼ି ଚାଷ ହୋଇଥିବା ପ୍ଲାଣ୍ଟରେ ବ୍ୟବହୃତ ଏରିଏଟର ମେସିନରେ କଟି ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଓରାସାହି ପଞ୍ଚାୟତ ନେଢୁଆଳୀ ଗାଁର ହାଡିବନ୍ଧୁ ମାଝୀ । ହାଡିବନ୍ଧୁ ଓ ତାଙ୍କ ପୁଅ ତେନ୍ତୁଲିଡିହି ପଞ୍ଚାୟତର ଏକ ଘରୋଇ ଚିଙ୍ଗୁଡ଼ି ପ୍ଲାଣ୍ଟରେ କାମ କରୁଥିଲେ । ହାଡିବନ୍ଧୁ ଚିଙ୍ଗୁଡ଼ି ଫାର୍ମରେ ବ୍ୟବହୃତ ଏରିଏଟର କାର୍ଯ୍ୟ କରୁଥିବା ସମୟରେ ତାଙ୍କର […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି)ଆଜି ପବିତ୍ର ଜ୍ଯେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂଣ୍ଣିମା । ଏଥିପାଇଁ ଦିନତମାମ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ଦ୍ବାର ଫିଟାଯିବା ପରେ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ବାରା ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ ମଣିବାବାଙ୍କୁ ଫୁଲ, ବେଲ୍ବପତ୍ର, ଚନ୍ଦନ ଲାଗି କରାଯାଇ ପଞ୍ଚ ଉପଚାରରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା | […]

ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା) ରାଜ୍ୟରେ ଭାରତୀୟ ଜନତାପାର୍ଟି ନିଜର ସ୍ତିତି ମଜଭୁତ କରିବାର ଚେଷ୍ଟା ଜାରି ରଖିଛି |ପଂଚାୟତ ନିର୍ବାଚନକୁ ଆଖିରେ ରଖି ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଗଠନ ପ୍ରତି ଜୋର ଦେଇଛି |ଏହି ପରିପେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ, ଜିଲ୍ଲା ସଭାପତି କିଶୋର ପଣ୍ଡା ପ୍ରତେକ ନିର୍ବାଚନ ମଣ୍ଡଳୀ ପାଇଁ ଆଇଟି ସେଲ ସଂଯୋଜକଙ୍କ ନାମ ଘୋଷଣା କରିଛନ୍ତି | ଖବର ଅନୁଯାଇ ରାଜ୍ୟ ଆଇଟି ସେଲ […]

Pin It on Pinterest